Daily Archives

May 24, 2022

ପୁରୀରେ ଆତଙ୍କ ରଚୁଛନ୍ତି ଅପରାଧୀ । ଘଣ୍ଟାକ ଭିତରେ ଦୁଇ ଦୁଇଟି ଜଘନ୍ୟ ଘଟଣା । ଗୁଳିମାଡ ପରେ ଛୁରାମାଡ ।

କନକ ବ୍ୟୁରୋ: ପୁଣି ଅଶାନ୍ତ ହେଲା ପୁରୀ । ଗୁଳିମାଡ ପରେ ଛୁରାମାଡ । ପୁରୀର ଛାତି ଉପରେ ଅପରାଧ ପରେ ଅପରାଧ ଘଟାଇ ଚାଲିଛନ୍ତି ଅପରାଧୀ । ରାତି ହେବା କ୍ଷଣି ଆତଙ୍କ ଖେଳାଉଛନ୍ତି । ଆଜି ଦୁଇ ଦୁଇଟି ଘଟଣା ପୁରୀବାସୀଙ୍କୁ ଆତଙ୍କିତ କରାଇଥିବା ବେଳେ ପର୍ଯ୍ୟଟକଙ୍କ ମନରେ ଭୟ ଖେଳାଇ ଦେଇଛି ।…

ଶ୍ରୀମନ୍ଦିର ସାମ୍ନାରେ ଗୁଳିମାଡ । ସାଇଣ୍ଟିଫିକ୍ ଟିମର ଅନୁସନ୍ଧାନ ଜାରି । 

କନକ ବ୍ୟୁରୋ:  ପୁରୀ ଗୁଳିମାଡ ଘଟଣାରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁଳିମାଡ ହୋଇଥିବା ସ୍ଥାନରେ ବିଭିନ୍ନ ସାମଗ୍ରୀକୁ ଯାଞ୍ଚକରୁଛି ଏହି ଦଳ । ବର୍ତ୍ତମାନ ସେହି ସ୍ଥାନରେ ପୋଲିସ ପକ୍ଷରୁ ବ୍ୟାରିକେଡ ଲଗାଯାଇଥିବା ବେଳେ ହତ୍ୟାରେ ବ୍ୟବହୃତ ହୋଇଥିବା ବନ୍ଧୁକକୁ ପୂର୍ବରୁ…

ପୋଲିସ ହେପାଜତରେ ଅଭିଯୁକ୍ତ । ପଚରାଉଚରା ଜାରିରହିଛି : ପୁରୀ ଏସପି ।

କନକ ବ୍ୟୁରୋ: ପୁରୀ ଗୁଳିମାଡରେ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି ବିଶାଲ ସିଂହ । ମୃତକଙ୍କର ପରିଚୟ ମିଳିଥିବା ବେଳେ ଗୁଳି ଚଳାଇଥିବା ବ୍ୟକ୍ତିଙ୍କର ପରିଚୟ ମିଳିଥିବା ସେ ସୂଚନା ଦେଇଛନ୍ତି । ତାଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରାଯାଉଛି ।…

ବିଦେଶୀ ନେତାଙ୍କୁ ମୋଦିଙ୍କ ଦେଶୀ ଉପହାର । ସାଞ୍ଝି କଳାଠୁ ରେଗନ ଚିତ୍ରକଳା । କାହାକୁ ମିଳିଛି କଣ ପଢନ୍ତୁ…

କନକ ବ୍ୟୁରୋ : ଟୋକିଓରେ କ୍ୱାର୍ଡ ଦେଶର ବୈଠକ ଶେଷ ହୋଇଛି । ବୈଠକରେ ଆମେରିକା, ଜାପାନ, ଭାରତ, ଅଷ୍ଟ୍ରେଲିଆର ମୁଖ୍ୟ ଯୋଗଦେଇଥିଲେ । ତେବେ ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଜାପାନ ଓ ଆମେରିକା ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ବର୍ତ୍ତମାନ ମୋଦି ଦେଇଥିବା ଉପହାରକୁ…

ଶ୍ରୀମନ୍ଦିର ସମ୍ମୁଖରେ ଫୁଟିଲା ଗୁଳି: ଗୁଳିମାଡରେ ଜଣେ ମୃତ

କନକ ବ୍ୟୁରୋ: ଶ୍ରୀମନ୍ଦିର ସମ୍ମୁଖରେ ଫୁଟିଲା ଗୁଳି । ଏମାର ମଠ ଅଞ୍ଚଳରେ ଗୁଳିମାଡ ହୋଇଥିବା ସୂଚନା । ବଡଦାଣ୍ଡରେ ଯୁବକଙ୍କୁ ଗୁଳିମାଡ କଲେ ଦୁର୍ବତ୍ତ । ଗୁଳିମାଡରେ ଲୋକନାଥଙ୍କ ସେବାୟତ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ସେବାୟତଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

୯୦ ଦିନରେ ପହଞ୍ଚିଲା ରୁଷ-ୟୁକ୍ରେନ ଯୁଦ୍ଧ: ୟୁକ୍ରେନ ଉପରେ ଲଗାତାର ଆକ୍ରମଣ ଜାରି ରଖିଛି ରୁଷ 

କନକ ବ୍ୟୁରୋ: ରୁଷ ୟୁକ୍ରେନ ଯୁଦ୍ଦକୁ ୯୦ ଦିନ ପୁରିଛି । ଲଗାତାରା ଯୁଦ୍ଧ ଜାରି ରହିବା କାରଣରୁ ୟୁକ୍ରେନର ଅନେକ  କ୍ଷୟକ୍ଷତି ହୋଇଛି । ଏହାରି ଭିତରେ ୱାଲର୍ଡ ଇକୋନୋମିକ ଫର୍ମ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦମିର ଜେଲେନସ୍କି  । ଜେଲେନସ୍କି ବିଶ୍ୱର  ବଡ…