Daily Archives

May 20, 2022

ବାରବାଟୀ ମ୍ୟାଚ ପାଇଁ ଜାରି ହେଲା ଟିକେଟ ଦର: ଜାଣନ୍ତୁ, କେଉଁ ଟିକେଟ ଦର କେତେ ଟଙ୍କା?

କନକ ବ୍ୟୁରୋ: ଆସନ୍ତା ଜୁନ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହେବ ଟି-୨୦ ମ୍ୟାଚ । ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ ପାଇଁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ତେବେ ଏହାରି ମଧ୍ୟରେ ଆଜି ବାରବାଟୀ ମ୍ୟାଚ ପାଇଁ ଟିକେଟ ଦର ଜାରି ହୋଇଛି । ଟି-୨୦ ମ୍ୟାଚ ପାଇଁ…

ଜଗନ୍ନାଥଙ୍କ ଗୀତ ଗାଇବାକୁ ମୋର ଡୋରି ଲାଗିନାହିଁ । ଯେବେ ଗୀତ ଗାଇବି, ସାରା ଓଡିଶା ଝୁମିବ । 

କନକ ବ୍ୟୁରୋ: ଜଗନ୍ନାଥଙ୍କ ଗୀତ ଗାଇବାକୁ ମୋର ଡୋରି ଲାଗିନାହିଁ । କିଛି ଏଭଳି କହି ନିଜ ବିବାଦ ଉପରେ ମୁହଁ ଖୋଲିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଯେବେ ଗୀତ ଗାଇବି, ସେତେବେଳେ ସାରା ଓଡିଶା ଝୁମିବ ବୋଲି ହ୍ୟୁମାନ କହିଛନ୍ତି । ଏହା ସହ ମୋ ମନ ଦୁଃଖ ଯେ, ମୋ ନାଁରେ ଏତଲା ଦିଆଯାଇଛି ।…

ସଫେଇ ମାଉସୀ ମାଗୁଛି ମୂଲ । ୩୩ ଟଙ୍କାରେ କେମିତି ଚଳିବି ?

କନକ ବ୍ୟୁରୋ: ସକାଳ ହେବାମାତ୍ରେ ହାତରେ ଝାଡୁ ସହ ଡାଲିଆ ଧରି ପହଞ୍ଚିଯାନ୍ତି ନୟନା । ହାଟରେ ପଡିଥିବା ଅଳିଆ ଆବର୍ଜନାକୁ ସଫା କରି ପରିବେଶକୁ ସଫା କରନ୍ତି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କେରେଡାଗଡ ଗାଁର ନୟନା ଗୋଚ୍ଛାୟତ । ସତୁରୀ ବର୍ଷ ବୟସରେ ଜୀବନର କଷ୍ଟ ସହି ସଂଗ୍ରାମ କରି ନିଜର…

୨୦୨୨ ଶେଷ ସୁଦ୍ଧା ୫-ଜି ସେବା । ପ୍ରଥମ ପର୍ଯ୍ୟାୟରେ ୧୩ ସହରରେ ଶୁଭାରମ୍ଭ । 

କନକ ବ୍ୟୁରୋ: ଦେଶରେ ଫାଇଭ୍-ଜି’ର ସଫଳ ପରୀକ୍ଷା ହୋଇଛି । କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଗତକାଲି ଆଇଆଇଟି ମାଡ୍ରାସରେ ଏହି ପରୀକ୍ଷା କରାଯାଇଥିଲା । ତେବେ କେବେ ଏହା ଭାରତରେ ଆରମ୍ଭ ହେବ ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ତେବେ ଦେଶରେ  ୨୦୨୨ ଶେଷ ସୁଦ୍ଧା…

୮୬ ଦିନରେ ପହଁଚିଲା ୟୁକ୍ରେନ-ରୁଷିଆ ଯୁଦ୍ଧ: ଅସ୍ତ୍ର କିଣିବା ପାଇଁ ୧୦୦ ମିଲିୟନ ଡଲାରର ସହାୟତା ଦେଲା ଆମେରିକା

କକନକ ବ୍ୟୁରୋ: ୮୬ ଦିନରେ ପହଁଚିଛି ରୁଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରେ ଆକ୍ରମଣକୁ ଅଧିକ ତ୍ରୀବ କରୁଛି ରୁଷ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷର ଆକ୍ରମଣକୁ ମୂର୍ଖତା ଓ କ୍ରୁରତା କହି ରୁଷ ରାଷ୍ଟପତିଙ୍କ ପୁଣି ନିନ୍ଦା କରିଛନ୍ତି । ସେପଟେ ୟୁକ୍ରେନ ପାଇଁ ବଡ ସେନା ସହାୟତା ଆମେରିକା…

୨୦୨୩ରେ ଚେନ୍ନାଇ ପାଇଁ ଖେଳିବେ ଧୋନି । ଅବସର ଉପରେ ରଖିଲେ ଜବାବ । 

କନକ ବ୍ୟୁରୋ: ଶୁକ୍ରବାର ୨୦୨୨ ଆଇପିଏଲ ସିଜିନ ଧୋନିଙ୍କ କ୍ୟାରିୟରର ଶେଷ ମ୍ୟାଚ ନୁହେଁ । ଆଗାମୀ ବର୍ଷ ମଧ୍ୟ ନିଜ ପ୍ରିୟ ଦଳ ଚେନ୍ନାଇ ପାଇଁ ଉପଲବ୍ଧ ରହିବେ ମାହି । ୪୦ ବର୍ଷୀୟ ଧୋନି ଆଇପିଏଲ ଆରମ୍ଭ ହେବାର ମାତ୍ର ୨ ଦିନ ପୂର୍ବରୁ ଦଳର ଅଧିନାୟକ ପଦରୁ ଓହରିଥିଲେ । ପରେ ପୁଣି ସିଜିନର ଅଧାରୁ…