Daily Archives

May 23, 2022

ମଙ୍କିପକ୍ସ ଭୟ ଭିତରେ ଆସିଲା ଆଶ୍ୱସ୍ତିକର ଖବର: ହୁ କହିଲା, ରୂପ ବଦଳାଇବାର ଏ ଯାଏଁ ମିଳିନି ପ୍ରମାଣ

କନକ ବ୍ୟୁରୋ: ମଙ୍କିପକ୍ସକୁ ନେଇ ଭୟ ବଢୁଥିବା ବେଳେ ଆସିଲା ଆଶ୍ୱସ୍ତି କଲା ଭଳି ଖବର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିିଛି, ମଙ୍କିପକ୍ସ ରୂପ ବଦଳାଉନାହିଁ । ଏ ନେଇ କୌଣସି ପ୍ରମାଣ ମିଳିନାହିଁ ବୋଲି କହିଛି ହୁ । ଡବ୍ଲୁଏଚ୍ଓର ବିଶେଷଜ୍ଞ କହିଛନ୍ତି ଏହି ଭାଇରସ୍ କମ୍ ମ୍ୟୁଟେସନ୍ ହୁଏ, ଅର୍ଥାତ…

ବିନୟ କୁମାର ସକସେନା ଦିଲ୍ଲୀର ଉପରାଜ୍ୟପାଳ ନିଯୁକ୍ତ । ଅନୀଲ ବୈଜଲଙ୍କ ସ୍ଥାନ ନେବେ ବିନୟ।

କନକ ବ୍ୟୁରୋ : ଦିଲ୍ଲୀର ନୂଆ ଉପରାଜ୍ୟପାଳ ହୋଇଛନ୍ତି ବିନୟ କୁମାର ସକସେନା । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନୀଲ ବୈଜଲଙ୍କ ଇସ୍ତଫା ପରେ ଏହି ପଦ ଖାଲି ପଡିଥିଲା । ସୋମବାର ଅନୀଲ ବୈଜଲଙ୍କ ଇସ୍ତଫା ସ୍ୱୀକାର କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।…

ହିଟ ଆଣ୍ଡ ରନ ପଛର ସତ । ବଲାଙ୍ଗିର ଦୁର୍ଘଟଣା ପଛରେ ରହସ୍ୟ । 

କନକ ବ୍ୟୁରୋ:   ବଲାଙ୍ଗୀର ଆରଟିଓ ଛକରେ ଘଟିଥିବା ଏହି ଦୁର୍ଘଟଣା ପଛର ପୃଷ୍ଟଭୂମି ଏବେ ସାମନାକୁ ଆସିଛି । ଦୁର୍ଘଟଣା ଘଟିବାର ପରର ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ । ଗାଡି ଭିତରେ ଡ୍ରାଇଭର ସିଟରେ ଜଣେ ଲୋକ ବସିଛନ୍ତି । ଆଉ ଯିଏ ବସିଛନ୍ତି, ସେ ସହରର ଜଣାଶୁଣା ବ୍ୟବସାୟୀ ଚିତରଞ୍ଜନ ମହାନ୍ତି…

ଜେଲରୁ ଡାକ୍ତରଖାନା ଗଲେ ନବଜୋତ ସିଂ ସିଦ୍ଧୁ । ରୋଡରେଜ ମାମଲାରେ ଜେଲରେ ସିଦ୍ଧୁ । 

କନକ ବ୍ୟୁରୋ:  ଜେଲରୁ ଡାକ୍ତରଖାନା ଗଲେ ପଂଜାବ କଂଗ୍ରେସର ପୁର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ । ଜେଲ ଖାଦ୍ୟ ଖାଇବା କାରଣରୁ ସିଦ୍ଧୁଙ୍କ ସ୍ୱାସ୍ଥ୍ୟ ବିଗିଡି ଥିବା କୁହାଯାଉଛି । ଜେଲରେ ଖାଇବାକୁ ଦିିଆଯାଉଥିବା ରୁଟି ଓ ଡାଲି ଖାଇବା ତାଙ୍କ ସ୍ୱାସ୍ତ୍ୟ ପାଇଁ ଅହିତକର ବୋଲି କହିଛନ୍ତି…

ଦିଲ୍ଲୀରେ ପ୍ରବଳ ବର୍ଷା । ୧୧ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା ।

କନକ ବ୍ୟୁରୋ:  ରାଜଧାନୀ ଦିଲ୍ଲୀରେ ଅଚାନକ ୧୧ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା  । ଫଳରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ପ୍ରଚଣ୍ଡ ଖରାରେ ସିଝୁଥିବା ଦିଲ୍ଲୀରେ ଅଚାନକ ପ୍ରବଳ ବର୍ଷା ହେବା ରାଜଧାନୀ ବାସିଙ୍କୁ ଆର୍ଶ୍ଚଯ୍ୟଚକିତ କରିଛି । ସେହିପରି ହରିାଆଣାରେ ମଧ୍ୟ ସମାନ…

ଚୀନ-ଆମେରିକା ମଧ୍ୟରେ ମୁହାଁମୁହିଁ ସ୍ଥିତିି! ଆମେରିକା ସହ ଚୀନର ହେବ ସିଧାସଳଖ ଲଢେଇ ! ଆମେରିକାକୁ ଚୀନର ସବୁଠୁ ବଡ…

କନକ ବ୍ୟୁରୋ:  ତାଇୱାନକୁ ନେଇ କିଛି ଦିନ ହେବ ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ବିବାଦ ଏବେ ଖୁଲମଖୁଲ୍ଲା ଧମକ ଓ ଚେତାବନୀରେ ପହଁଚିସାରିଛି । ଚୀନ ପ୍ରତିରକ୍ଷାମନ୍ତ୍ରୀ  ଆମେରିକାକୁ ଚେତାବନୀ ଦେଇ କହିଛନ୍ତି ତାଇୱାନ ପ୍ରସଙ୍ଗରେ ଆମେରିକା ଯଦି ପଛକୁ ନହଟେ ତେବେ ପରିଣାମ ଭୟଙ୍କର ହେବ ।…