Monthly Archives

June 2022

ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଦେଖନ୍ତୁ, ଦଳରେ ସ୍ଥାନ ପାଇଲେ କେଉଁ କେଉଁ…

କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ପ୍ରଥମ ଟି-୨୦ ପାଇଁ ଗୋଟିଏ ଦଳ ବଛାଯାଇଥିବାବେଳେ, ଶେଷ ୨ଟି ଟି-୨୦ ପାଇଁ ଅଲଗା ଟିମ୍ ଚୟନ କରାଯାଇଛି । ସେହିପରି ୩ଟି ଦିନିକିଆ ମ୍ୟାଚ୍ ପାଇଁ ମଧ୍ୟ ବିସିସିଆଇ ଦଳ ଘୋଷଣା କରିଛି । ଉଭୟ ଦିନିକିଆ ଓ…

ଭାସୁଛି ବିହାର, ଭାଙ୍ଗୁଛି ଉତ୍ତରାଖଣ୍ଡର ପାହାଡ: ଲଗାଣବର୍ଷା ଯୋଗୁଁ ବେହାଲ ପୂର୍ବରୁ ଉତ୍ତର ଭାରତ

କନକ ବ୍ୟୁରୋ: ଲଗାଣବର୍ଷା କେବଳ ଆସାମରେ ନୁହେଁ କ୍ରମଶ ଦେଶର ବିଭିନ୍ନ ରାଜ୍ୟ ପାଇଁ ସମସ୍ୟା ଆଣିଛି । ଆସାମ, ଅରୁଣାଚଳପ୍ରଦେଶ, ମେଘାଳୟ ପରି ପୂର୍ବୋତର ରାଜ୍ୟ ପରେ ଏବେ ଉତରପୂର୍ବ ରାଜ୍ୟରେ ବି କାଳ ସାଜିଛି ଲଗାଣ ବର୍ଷା । ବିହାର, ଉତରାଖଣ୍ଡ, ଦିଲ୍ଲୀ, ମୁମ୍ବାଇରେ ଦିନକର ଲଗାଣବର୍ଷା ବନ୍ୟା…

ମହାରାଷ୍ଟ୍ର ମହାନାଟକରେ ଟୁଇଷ୍ଟ ଆଣିଲେ ଦେବେନ୍ଦ୍ର ଫଡନଭିସ୍: କିଙ୍ଗ ନୁହେଁ ବନିଲେ କିଙ୍ଗ ମେକର

କନକ ବ୍ୟୁରୋ: ୧୦ ଦିନ ଧରି ଚାଲିଥିବା ମହାରାଷ୍ଟ୍ରର ମହାନାଟକ ଅନ୍ତ ଘଟିଛି । ଶିବସେନା ସହ ମିଶି ସରକାର ଗଢିଛି ବିଜେପି । ଶିବସେନାର ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସୁଭେଚ୍ଛା…

ଇମ୍ପାଲରେ ବଡ ଧରଣର ଭୁସ୍କଳନ: ମାଟି ଅତଡା ତଳେ ଦବିଲା ୧୦୭ ସେନା ଶିବିର

କନକ ବ୍ୟୁରୋ: ମଣିପୁର ନୋନୀ ଜିଲ୍ଲା ଜେରିବାମ-ଇମ୍ପାଲ ରେଳ ଲାଇନ ନିକଟରେ ବଡ ଧରଣର ଭୁସ୍କଳନ ହୋଇଛି । ଫଳରେ ଏଠାରେ ଥିବା ଟେରିଟୋରିଆଲ ଆର୍ମି କ୍ୟାମ୍ପର ମାଟିରେ ମିଶିବା ଫଳରେ ୭ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ମାଟି ଅତଡା ତଳେ ଫଶି ରହିଥିବା ଜବାନଙ୍କୁ ଉଦ୍ଧାର କରାଯାଉଛି । ଏବେ ସୁଦ୍ଧା…

ଉଦୟପୁର କହ୍ନୈୟାଲାଲ ହତ୍ୟାକାଣ୍ଡରେ ରହିଛି ଆତଙ୍କବାଦ ଲିଙ୍କ: କରାଚିରେ ମୌଲାନା ହତ୍ୟାକାରୀଙ୍କୁ ଦେଇଥିଲେ ଆତଙ୍କୀ…

କନକ ବ୍ୟୁରୋ: ରାଜସ୍ଥାନ ଉଦୟପୁର ଦରଜୀ କହ୍ନୈୟାଲାଲ ହତ୍ୟାକାଣ୍ଡ ଘଟଣା ପୂରା ଦେଶକୁ ଦୋହଲାଇଦେଇଛି । ଯେଉଁଭଳି ବର୍ବରତା ସହ ଦୁଇ ହତ୍ୟାକାରୀ କହ୍ନୈୟାଙ୍କୁ ନୃଶଂସ ହତ୍ୟା କରିଥିଲେ ଏବେ ସୁରକ୍ଷା ପ୍ରସଙ୍ଗରେ ଅନେକ ପ୍ରଶ୍ନ ଉଠିଛି । ସେପଟେ କହ୍ନୈୟାଲାଲଙ୍କୁ ହତ୍ୟା ଘଟଣାରେ ପାକିସ୍ତାନ…

ଝିଅକୁ ଦୁଷ୍କର୍ମ ପାଇଁ ଧମକ ପରେ ବାପାଙ୍କ ଆତ୍ମହତ୍ୟା: ରାୟଗଡାରେ ଜମିଜମା ବିବାଦ ନେଲା ଉଗ୍ରରୂପ

କନକ ବ୍ୟୁରୋ: ଆଇନ ଉପରୁ ଭରସା ତୁଟାଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅଂଟାମଡା ଗାଁରେ । ଗାଁ ମୁଣ୍ଡରେ ଥିବା ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ତିରୁପତି ଧରୁଆଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ…