Daily Archives

May 28, 2022

ଗୁଜୁରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର କସରତ । ପାଟିଦାର ସମୁଦାୟକୁ ସମ୍ବୋଧନ କଲୋ ପ୍ରଧାନମନ୍ତ୍ରୀ ମୋଦୀ।

କନକ ବ୍ୟୁରୋ : ଶନିବାର ଗୁଜରାଟ ପହଁଚି ପଟିଦାର ସମୁଦାୟକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠାରେ ଆୟୋଜିତ ପଟିଦାର ସମୁଦାୟର ବିଶାଳ ଜନସଭା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ୮ବର୍ଷର ଶାସନ ଭିତରେ ବିଜେପି କିମ୍ବା ସେ ନିଜେ ଏଭଳି କିଛି…

ଚୀନରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ଓ ଭୁସ୍ଖଳନ । ଦକ୍ଷିଣ ଚୀନରେ ୧୯ ଜଣଙ୍କ ମୃତ୍ୟୁ ।

କନକ ବ୍ୟୁରୋ : ଚୀନରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ଓ ଭୁସ୍ଖଳନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଦକ୍ଷିଣ ଚୀନରେ ପ୍ରବଳ ବର୍ଷା କାରଣରୁ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏନେକ ଲୋକ ନିଖୋଜ ହୋଇଯାଇଥିବା ଜଣାପଡିଛି । ଅତ୍ୟଧିକ ବର୍ଷା ଯୋଗୁଁ ରାସ୍ତା ଘାଟ, ଘର ଦ୍ୱାର ସବୁ ପାଣିରେ ବୁଡି…

ଚିନ୍ତା ବଢାଉଛି ମଙ୍କିପକ୍ସ ଭାଇରସ । ୨୯ଦେଶରୁ ୨୦୦ ସଂକ୍ରମିତ ଚିହ୍ନଟ ।

କନକ ବ୍ୟୁରୋ : ଦିନକୁ ଦିନ ବଢିଲାଣି ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା । ୨୯ଦେଶରେ ମାଡିଚାଲିଛି ଏହି ନୂଆ ଭାଇରସ । ବିଶ୍ୱରେ ଏବେ ସୁଦ୍ଧା ୨ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେଣି । ସେପଟେ ମଙ୍କିପକ୍ସକୁ ନେଇ ନୂଆ ଚିନ୍ତା ପ୍ରକାଶ କରିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ଏହି ନୂଆ ଭାଇରସ…

ଶ୍ରୀଲଙ୍କାକୁ ମାନବିକତାର ହାତ ବଢାଇଲା ଭାରତ । ପଠାଇଲା ୨୫ ଟନ ଔଷଧ ଓ ଡାକ୍ତରୀ ଉପକରଣ । ଭାରତକୁ ଧନ୍ୟବାଦ ଦେଲେ…

କନକ ବ୍ୟୁରୋ : ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । କାଙ୍ଗାଳ ସ୍ଥିତିରେ ପହଁଚିଥିବା ଦେଶରେ ଖାଦ୍ୟ ଅଭାବ ଦେଖାଯିବା ସହ ଅତ୍ୟାବଶକୀୟ ଜିନିଷ ପାଇବା ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ଘଡିସନ୍ଧିମୂହୁର୍ତରେ ଶ୍ରୀଲଙ୍କାର ପ୍ରକୃତ ବନ୍ଧୁ ସାଜିଛି ଭାରତ । ଲଗାତାର…

ୟୁକ୍ରେନ ପରେ ରୁଷର ଟାର୍ଗେଟରେ ପୋଲାଣ୍ଡ! ଚେଚେନ ଆର୍ମି ମୁଖ୍ୟଙ୍କ ଧମକପୂର୍ଣ୍ଣ ଭିଡିଓ ଜାରି ।

କନକ ବ୍ୟୁରୋ : ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ୟୁକ୍ରେନକୁ ମାଟିରେ ମିଶାଇ ସାରିଥିବା ରୁଷର କ୍ରୁର ଦୃଷ୍ଟି ଏବେ ପଡିଛି ପୋଲାଣ୍ଡ ଉପରେ ପଡିଛି । ପୋଲାଣ୍ଡ ଉପରେ ଆକ୍ରମଣ କରିବା ନେଇ ଖୋଲା ଚ୍ୟାଲେଂଜ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ମସ୍କୋର…

ବିକାଶ ନାଁରେ ଚାଲିଛି ବେଧଡକ ଗଛ କଟା: ବିଧାୟକଙ୍କ ବାସଭବନ କରିବାକୁ ୫ମିନିଟରେ ବଳି ପଡିଲା ଶହ ଶହ ଗଛ

କନକ ବ୍ୟୁରୋ: ମାତ୍ର ୫ ମିନିଟରେ ମାଟିରେ ମିଶୁଛି ୫୦ ବର୍ଷର ଗଛ । କଟ୍ଟର ଓ କୁରାଡି ମାଡରେ ଗଳିପଡୁଛି ଶହ ଶହ ଗଛ । ଗଛ ଲଗାଇବା ପାଇଁ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି । ଗଛ ଲଗାଇବା ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି । କିନ୍ତୁ ରାଜଧାନୀର ଛାତି ଉପରେ ଦିନ…