Daily Archives

May 15, 2022

ଗୁରୁତର ଅସୁସ୍ଥ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଭୟଙ୍କର ବ୍ଲଡ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇଥିବା କହିଲେ…

କନକ ବ୍ୟୁରୋ: ୟୁକ୍ରେନ ଉପରେ ଆକ୍ରମଣ କରି ସାରାବିଶ୍ୱକୁ ଦୋହଲାଇ ଦେଇଥିବା,ରୁଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଗୁରୁତ୍ୱର ଭାବେ ଅସୁସ୍ଥ ହୋଇପଡିଛନ୍ତି । ସେ ଭୟଙ୍କର ବ୍ଲଡ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସ୍କାଏ ନ୍ୟୁଜକୁ ସାକ୍ଷାତକାର ଦେବା ଅବସରେ ଏମିତି ଦାବି କରିଛନ୍ତି,…

ପୁରୀରେ କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀଙ୍କ କାରକୁ କାଳିମାଡ । ଦରଦାମ ବୃଦ୍ଧି ପ୍ରତିବାଦରେ କାଳିମାଡ ।

କନକ ବ୍ୟୁରୋ: ପୁରୀରେ କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀଙ୍କ କାରକୁ କାଳିମାଡ ହୋଇଛି । ପୁରୀ ମାର୍କେଟ ଛକ ନିକଟରେ ମନ୍ତ୍ରୀଙ୍କ କାରକୁ କାଳିମାଡ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । କେନ୍ଦ୍ରର ଦରଦାମ ବୃଦ୍ଧି ଓ ଛାତ୍ର, ଯୁବ ମାରଣ ନୀତିକୁ ବିରୋଧ କରି ଛାତ୍ରମାନଙ୍କ ଅଧିକାର ଓ ହକ୍…

ସମୁଦ୍ରକୂଳରେ ଅଲିଭ ରିଡଲେ ଛୁଆ: ଅଣ୍ଡାରୁ ବାହାରି ସମୁଦ୍ରକୁ ଯାଉଛନ୍ତି

କନକ ବ୍ୟୁରୋ: ରୁଷି କଲ୍ୟା ମୁହାଣ ଉପରେ ଜାହାର ନଜର ପଡିଲା, ତା ନଜର ସେଇଠି ଅଟକି ଯାଇଥିଲା । ଅଣ୍ଡାର ବାହାରି ଲକ୍ଷ ଲକ୍ଷ କଇଁଛ ଛୁଆ ବେଳାଭୂଇଁ ଡେଇଁ ସମୁଦ୍ରକୁ ଧିରେ ଧିରେ ଯାଉଛନ୍ତି । ଅଲିଭ ରିଡଲେ ଛୁଆଙ୍କ ସମାଗମରେ ଘୋଡେଇ ହୋଇଯାଇଥିଲା ବେଳାଭୁମି । ୨ ଦିନ ହେଲା ବାଲିରେ ପୋତି ହୋଇ…

ବ୍ୟବସାୟିକ ମେଳାରେ ପାରମ୍ପାରିକ ଖାଦ୍ୟର ଆସର । ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନଖାଦ୍ୟ । କେକର…

କନକ ବ୍ୟୁରୋ: ଜନ୍ମଦିନ ହେଉ କିମ୍ବା ବିବାହ ବାର୍ଷିକ ଏବେ ସମସ୍ତଙ୍କ ପ୍ରଥମ ଆବଶ୍ୟକତା ପାଲଟିଛି କେକ୍ । କେକ୍ କାଟି ସବୁ ଉତ୍ସବକୁ ଉତ୍ସାହର ସହ ପାଳନ କରୁଛନ୍ତି ଲୋକେ । ବିଶେଷକରି ହାତ ତିଆରି କେକ୍ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ସେହିଭଳି ଜଣେ ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ…

ପାରମ୍ପରିକ ଶୈଳୀରେ ପ୍ରସ୍ତୁତ ହେଉଛି ପତୁଆ। ଅର୍ଡ଼ର କଲେ ଘରେ ପହଂଚୁଛି ଛତୁ, ଚୁନାମାଛ । ଉଦାହରଣ ପାଲଟିଛନ୍ତି…

କନକ ବ୍ୟୁରୋ: ପତୁଆ ବା ପତ୍ରପୋଡା ଖାଇବାକୁ କିଏ ବା ଭଲ ନପାଏ । ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟ ଉପଯୋଗୀ । ଦିନକୁ ଦିନ ଚୁଲିରେ ରୋଷେଇ କମ୍ ହେଉଥିବା ବେଳେ ଦେଶୀ ପଦ୍ଧତିରେ ପ୍ରସ୍ତୁତ ଥିବା ଏହି ପତ୍ରପୋଡ଼ା ଖାଦ୍ୟ ଏବେ ଖାଇବା ଥାଳିରୁ ଉଭାନ ହେଲାଣି । କିନ୍ତୁ ଏହି…

ଜମି ବିକି ଜଗନ୍ନାଥଙ୍କୁ ଦାନ କଲେ ମହିଳା: ସ୍ୱାମୀଙ୍କ ଇଛା ପୂରଣ କରିବାକୁ ୨୦ ଲକ୍ଷ ଟଙ୍କା କଲେ ଦାନ

କନକ ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପତିକୁ ଚଂଚକତା କରି ହଡପ କରିବା ଭଳି ଖବର ବାରମ୍ବାର ସାମ୍ନାକୁ ଆସୁଛି । ଶ୍ରୀଜଗନ୍ନାଥଙ୍କ ଜମି ଫେରାଇ ଆଣିବାକୁ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଅନେକ ସମୟରେ ନ୍ୟାୟାଳୟର ଦ୍ୱାରସ୍ଥ ହେଉଛନ୍ତି । ଏଭଳି ସମୟରେ ବାଲେଶ୍ୱର ଜିଲ୍ଲା ବସ୍ତା ଅଂଚଳ…