ଓମେନ୍ସ ବିଜନେସ ମେଳାରେ ଖୋଲିଲା ରୁଚି ଫ୍ରୋଜିଟର ସ୍ୱତନ୍ତ୍ର ଷ୍ଟଲ । ୫ ଦିନ ଧରି ଏହି ଷ୍ଟଲରେ ମିଳିବ ବିଭିନ୍ନ ରୁଚିର…
କନକ ବ୍ୟୁରୋ : ଜନତା ମୈଦାନରେ ଆରମ୍ଭ ହୋଇଛି ଦେଶର ପ୍ରଥମ ମହିଳା ବିଜନେସ ମେଳା । ଏହି ମେଳାରେ ରାଜ୍ୟର ୧୦୦ରୁ ଅଧିକ ମହିଳା ଉଦ୍ୟୋଗୀଙ୍କ ସାମଗ୍ରୀ ବିଭିନ୍ନ ଷ୍ଟଲରେ ସ୍ଥାନ ପାଇଛି । ଆଉ ଏହିକ୍ରମରେ ଓଡ଼ିଶାର ୧ନଂ ମସଲା ଉଦ୍ୟୋଗ ତଥା ପୂର୍ବଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚି…