Monthly Archives

May 2022

ପୁରୀ ଗଙ୍ଗାମଠର ଗୁପ୍ତ ସୁଡଙ୍ଗକୁ ନେଇ ଚର୍ଚ୍ଚା। ଶ୍ରୀମନ୍ଦିରକୁ ଗୁପ୍ତ ରାସ୍ତା ଥିବା ଅନୁମାନ।

କନକ ବ୍ୟୁରୋ:  ଶ୍ରୀମନ୍ଦିର ନିକଟ ୫୫୦ ବର୍ଷର ପୁରୁଣା ଗଙ୍ଗାମାତା ମଠର ଏହି ସୁଡଙ୍ଗକୁ ନେଇ ରହସ୍ୟ ବଢିବାରେ ଲାଗିଛି । ଏହି ରହସ୍ୟମୟ ସୁଡଙ୍ଗକୁ ନେଇ ଲୋକଙ୍କ ମଧ୍ୟରେ ଉକ୍ରଣ୍ଠା ବଢିବାରେ ଲାଗିଛି । କୁହାଯାଉଛି ଏହି ସୁଡଙ୍ଗରୁ ଶ୍ରୀମନ୍ଦିର ଗର୍ଭଗୃହକୁ ରାସ୍ତା ରହିଛି, ବାଲି ନଅରକୁ ରାସ୍ତା…

ଲଗଜ୍ୟୁରୀ କାର୍ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ, ସୁନା ପାଇଁ ସ୍ୱାମୀ ସାଜିଲେ ସଇତାନ!

କନକ ବ୍ୟୁରୋ:  ପ୍ରଭାବତୀ ନାୟକ, ଜଣେ ଏମବିଏ ଡିଗ୍ରୀ ହାସଲ କରିଥିବା ମହିଳା । ଘର ଭଦ୍ରକ ଜିଲ୍ଲା, ବୟସ ୨୮ ବର୍ଷ । ଗତ ଏପ୍ରିଲ ୨୮ ତାରିଖରେ ବୈଦିକ ରୀତିନୀତି ଅନୁସାରେ ଭୁବନେଶ୍ୱରରେ ତାଙ୍କର ବିବାହ ହୋଇଥିଲା । ସରକନ୍ତରାର ପ୍ରକାଶ ଖୁଂଟିଆଙ୍କୁ ବିବାହ କରିଥିଲେ ପ୍ରଭାବତୀ । ସଫ୍ଟୱେର…

ଇଣ୍ଟରନେଟରୁ ପଢିଲେ, ଆଇଏଏସ ହେବାର ସ୍ୱପ୍ନ ପୂରା କଲେ । ଜାଣନ୍ତୁ ୟୁପିଏଏସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଶାର…

କନକ ବ୍ୟୁରୋ: ଗୌରବ ଅଗ୍ରୱାଲ, ୟୁପିଏସସିରେ ୮୬ ର୍ୟାଙ୍କ ରହିଛନ୍ତି । ସୁନ୍ଦରଗଡ ଭଳି ଏକ ଛୋଟ ସହରରେ ରହନ୍ତି ଗୌରବ । ସେ କୌଣସି ବଡ ସହରକୁ ନଯାଇ ମଧ୍ୟ ନିଜ ଘରେ ରହି, ପାଠ ପଢ଼ି ୟୁପିଏସସି ପରୀକ୍ଷାରେ ସଫଳ ହୋଇଛନ୍ତି । ସଫଳତା ପାଇବା ପରେ କହିଛନ୍ତି ସେ କେବଳ ଇଂଟରନେଟର ସହାୟତା ନେଇଥିଲେ ।…

ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ : ଚୋରି ରୋକିବାକୁ ସରକାରଙ୍କ ବଡ ପଦକ୍ଷେପ । ଜାଣନ୍ତୁ କଣ ଲାଭ ଓ କଣ କ୍ଷତି?

କନକ ବ୍ୟୁରୋ: ଏଣିକି ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ । କେନ୍ଦ୍ର ସରକାରଙ୍କ ମୋଟର ଭେହିକିଲ୍ ନିୟମ ଅନୁସାରେ ଏହା କରାଯାଇଛି । ଓଡ଼ିଶା ସରକାର ମଧ୍ୟ ଏହି ନିୟମକୁ କଡ଼ାକଡ଼ି କରିଛନ୍ତି । ନୂଆ, ପୁରୁଣା ସମସ୍ତ ଗାଡ଼ିରେ ଏହି ହାଇ ସିକ୍ୟୁରିଟି ନମ୍ବର…

ହାଇଟେକ ହସ୍ପିଟାଲରେ ଲାଗିଲା ନିଆଁ! ତୁରନ୍ତ ନିଆଁକୁ କାବୁ କଲେ ହସ୍ପିଟାଲ କର୍ତ୍ତୃପକ୍ଷ ।

କନକ ବ୍ୟୁରୋ : ଭୁବନେଶ୍ୱର ହାଇଟେକ ହସ୍ପିଟାଲରେ ଲାଗିଲା ନିଆଁ । ହାଇଟେକ ହସ୍ପିଟାଲର ଦ୍ୱିତୀୟ ମହଲାରେ ଲାଗିଥିଲା ନିଆଁ । ତେବେ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ତେବେ ନିଆଁ ଲାଗିଥିଲେ ମଧ୍ୟ ରୋଗୀଙ୍କର କୌଣସି ଅସୁବିଧା ହୋଇନଥିବା କହିଛନ୍ତି ହସ୍ପିଟାଲ…

ରାଜ୍ୟସଭା ନାମାଙ୍କନ ବେଳେ ଉପସ୍ଥିତ ରହିଲେ ଦୁଇ ପ୍ରସନ୍ନ। ବିଜେଡି ଦଳରେ ସବୁ ଠିକଠାକ୍ ଦର୍ଶାଇବାକୁ ଉଦ୍ୟମ ।

କନକ ବ୍ୟୁରୋ: ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲ ବେଳେ ଦେଖିବାକୁ ମିଳଥିଲା ରୋଚକ ଦୃଶ୍ୟ । ବିଜେଡିରୁ ରାଜ୍ୟସଭା ୪ ପ୍ରାର୍ଥୀ ନାମାଙ୍କନ ଭରିବା ସମୟରେ ବାମପଟେ ବସିଥିଲେ ପ୍ରସନ୍ନ ପାଟଶାଣୀ, ଡାହାଣ ପଟେ ବସିଥିଲେ ପ୍ରସନ୍ନ ଆଚାର୍ଯ୍ୟ । ଉଭୟଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଦୌଡରେ ଥିଲା ।…