Daily Archives

January 22, 2022

ରାଜ୍ୟରେ ଶୀର୍ଷକୁ ଛୁଇଁ ତଳମୁହାଁ ହେଉଛି କି କରୋନା ? କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଚିହ୍ନଟ ହେଲା ଓମିକ୍ରନର…

କନକ ବ୍ୟୁରୋ : ସଂକ୍ରମଣ କମୁଛି, ହସ୍ପିଟାଲ ଉପରେ ଚାପ ମଧ୍ୟ ଯଥେଷ୍ଟ କମ ରହିଛି । ସେପଟେ ଦେଶରେ ବି ସଂକ୍ରମଣ ଗତ ୨୪ଘଣ୍ଟା ମଧ୍ୟରେ କମ ରହିଥିବା ବେଳେ ବିଶେଷଜ୍ଞ କହିଛନ୍ତି, ସତର୍କ ନହେଲେ ଆଗକୁ ଆହ୍ୱାନ ଆସିପାରେ । ରାଜ୍ୟରେ ଶୀର୍ଷକୁ ଛୁଇଁ ତଳମୁହାଁ ହେଉଛି କି କରୋନା ? କମୁଛି ସଂକ୍ରମଣ…

ନିର୍ବାଚନ ଆୟୋଗଙ୍କ ବଡ ନିଷ୍ପତ୍ତି, ରାଲି ଓ ରୋଡ ସୋ ଉପରେ ଗୋଟିଏ ସପ୍ତାହ ବଢିଲା କରୋନା କଟକଣା

କନକ ବ୍ୟୁରୋ : କରୋନା ମହାମାରୀକୁ ନଜରରେ ରଖି କେନ୍ଦ୍ର ନିର୍ବାଚନ ଆୟୋଗ ୫ ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ରୋଡ ସୋ ଓ ରାଲି ଉପରେ ଲାଗିଥିବା କଟକଣାକୁ ଆଉ ଗୋଟିଏ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି । ଅର୍ଥାତ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ମୁତାବକ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ…

ମାଆକୁ ଡାକିନେଲା ମୃତ୍ୟୁ, ଝିଅ ଧରିଛି ମାଆର ପର୍ସ । ଅବାକ ହୋଇ କୁନିଝିଅ କହୁଛି ମୋ ମାଆ ପାଣି ପିଇବାକୁ ଯାଇଛି…

କନକ ବ୍ୟୁରୋ: ଆଖି ବୁଜିଲା ମାଆ, ଝିଅ ଆଗରେ ଚାଲିଗଲା ମାଆର ଜୀବନ । ଆଉ ମୃତ୍ୟୁର ଫାଶରୁ ଅଳ୍ପକେ ବର୍ତ୍ତି ଗଲା କୁନିଝିଅ । ବସରେ ସାଙ୍ଗ ହୋଇ ଯାତ୍ରା କରୁଥିଲେ ମାଆ ଝିଅ । ହେଲେ ବାଟରେ ଜଗିଥିବା ମୃତ୍ୟୁ ଯେ ମାଆକୁ ଛଡାଇ ନେଇ ଛୁଆକୁ ଅନାଥ କରିଦେବ ତାହା ଭାବିଲା ବେଳକୁ ଛାତିଥରି ଉଠୁଛି ।…

ନେତାଜୀଙ୍କୁ ନେଇ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ଚମତ୍କାର କଳାକୃତି । ସୁବାଷ ବୋଷଙ୍କ ଜୀବନକୁ ଦେଉଛନ୍ତି ନୂତନ ଜୀବନ ।

କନକ ବ୍ୟୁରୋ : ନେତାଜୀଙ୍କୁ ନେଇ କଟକର ଭାସ୍କର୍ଯ୍ୟ ଶିଳ୍ପୀଙ୍କ ଚମତ୍କାର କଳାକୃତି । ନେତାଜୀ ସୁବାଷ ବୋଷଙ୍କ ଜୀବନୀକୁ ନୂତନ ଜୀବନ ଦେଉଛନ୍ତି କାରିଗର । କରୋନା କାଳରେ ଭାସ୍କର୍ଯ୍ୟ ଶିଳ୍ପୀଙ୍କୁ ପ୍ରୋତ୍ସାହନ ଦେବାକୁ କଟକ ସ୍ଥିତ ନେତାଜୀ ସଂଗ୍ରହାଳୟରେ ଚାଲିଛି ଭାସ୍କର୍ଯ୍ୟ କଳାକୃତି ଶିବିର…

ବିଜେପି ଓ ବିଜେଡିରେ ଏକାଧିକ ଆଶାୟୀଙ୍କୁ ନେଇ ବଢିଲା ଅଡୁଆ: ଟିକେଟ ନପାଇବା ପରେ ସ୍ୱାଧିନ ଭାବେ ନାମାଙ୍କନ ଦାଖଲ କଲେ…

କନକ ବ୍ୟୁରୋ: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସରଗରମ ରାଜନୀତି । ବିଜେପି ଓ ବିଜେଡିରେ ଏକାଧିକ ଆଶାୟୀଙ୍କୁ ନେଇ ଦଳର ଅଡୁଆ ବଢିବାରେ ଲାଗିଛି । ଦଳୀୟ ଟିକେଟ ପାଇନଥିବା ଅସନ୍ତୁଷ୍ଟ ପ୍ରାର୍ଥୀ ସ୍ୱାଧିନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏବେ ତାଙ୍କୁ ମନାଇବା ପାଇଁ ପ୍ରୟାସ…

‘କୋକୋ’କୁ ତା ପାଳନକାରୀଙ୍କୁ ଫେରାଇ ଦିଆଯାଉ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୭ଜଣ ଶିକ୍ଷାବିତ୍ 

କନକ ବ୍ୟୁରୋ: ‘କୋକୋ’କୁ ତା ପାଳନକାରୀଙ୍କୁ ଫେରାଇ ଦିଆଯାଉ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୭ଜଣ ଶିକ୍ଷାବିତ୍ । ଜଙ୍ଗଲ ଓ ପରିବେଶ ବିଭାଗ ଜବତ କରିଥିବା ପୋଷା ଶୁଆ କୋକୋକୁ ତାର ପାଳନକାରୀ ପ୍ରଫେସର ସୁସ୍ମିତା ବେହେରାକୁ ଫେରାଇ ଦିଆଯାଉ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିିଠି ଲେଖି…