Daily Archives

May 4, 2024

ରିଲ୍ସ ନିଶାରେ ଜୀବନ ଗଲା: ରାଉରକେଲା ବ୍ରାହ୍ମଣୀ ତାର୍କେରା ପମ୍ପ ହାଉସ ନଦୀ କୂଳରେ ରିଲ ସୁଟିଂ କରୁଥିବାବେଳେ ପଥର…

କନକ ବ୍ୟୁରୋ: ରିିଲ୍ସ ନିଶାରେ ଚାଲିଗଲା ଜୀବନ । ଆଜି ସନ୍ଧ୍ୟାରେ ବ୍ର୍ାହ୍ମଣୀ ନଦୀ ତାର୍କୋରା ପମ୍ପ ହାଉସ ନଦୀ କୂଳରେ ରିଲ୍ସ କରିବାକୁ ଯାଇଥିବାବେଳେ ଦୁଇଜଣ ପ୍ରାଣ ହରାଇଛନ୍ତି । ଜଣେକୁ ଉଦ୍ଧାର କରାଯାଇଛି । ଆଜି ଅପରାହ୍ନରେ ପାୱାରହାଉସ ଲାଲ ବିଲଡିଂ ଅଂଚଳର ୩ ଜଣ ଯୁବକ ଏଠାରେ ରିଲ୍ସ…

ବିଜେଡିରୁ ଇସ୍ତଫା ଦେଲେ ସମୀର ଦାଶଙ୍କ ସମର୍ଥକ: ସମୂହ ଇସ୍ତଫାଦେଲେ ସମର୍ଥକ, ଦଳୀୟ କର୍ମକର୍ତ୍ତା

କନକ ବ୍ୟୁରୋ: ନିମାପଡା ବିଜେଡିରେ ଅସନ୍ତୋଷ । ବର୍ତମାନ ବିଧାୟକ ସମୀର ରଂଜନ ଦାସଙ୍କୁ ଟିକେଟ ନ ମିଳିବାରୁ ସମୀରଙ୍କ ଅନେକ ସମର୍ଥକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସମୀର ଦାସଙ୍କ ଜରିଆରେ ସେମାନେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ଉଚିତ ବ୍ୟକ୍ତିଙ୍କୁ ଟିକେଟ ନ ଦେଇ ଅଣଦେଖା କରିବା…

ଗରମରୁ ମୁକ୍ତି ପାଇଁ ଚିଡ଼ିଆଖାନାରେ ସ୍ୱତନ୍ତ୍ର ବ୍ୟବସ୍ଥା । ପଶୁପକ୍ଷୀଙ୍କ ପାଇଁ ତିଆରି ହୋଇଛି ପୋଖରୀ, ଖୁଆଡ଼ରେ ଲାଗିଛି…

କନକ ବ୍ୟୁରୋ : ତାତିରେ ଡହଳବିକଳ ଜୀବଜନ୍ତୁ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଛନ୍ତି ମଣିଷଠୁ ନେଇ ପଶୁପକ୍ଷୀ । ଦେଶର ବିଭିନ୍ନ ଚିଡ଼ିଆଖାନାରେ ପଶୁପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।  ଖରାରୁ ମୁକ୍ତି ପାଇଁ ଥଣ୍ଡା ପାଣିରେ ଗାଧୋଉଛି ହାତୀ ।…

ବଢ଼ିଲା ୟୁଟ୍ୟୁବର ଏଲଭିସ ଯାଦବଙ୍କ ଅଡୁଆ । ସାପ ବିଷ ପରେ ମନିଲଡ୍ରିଂ ନେଇ ଅଭିଯୋଗ, ଖୁବଶୀଘ୍ର ସମନ ପଠାଇ ଜେରା ପାଇଁ…

କନକ ବ୍ୟୁରୋ : ବିଗବସ୍ ଓଟିଟି-୨ ବିଜେତା ତଥା ଫେମସ୍ ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ପିଛା ଛାଡୁନି ଅଡୁଆ । ସାପ ବିଷ ମାମଲା ଟିକେ ଥମିଥିବା ବେଳେ ଏବେ ଅର୍ଥ ହେରଫେର ନେଇ ଇଡି ଅଭିଯୋଗ ରୁଜୁ କରିଛି । ଏହି ମାମଲାରେ ଖୁବଶୀଘ୍ର ଇଡି ଏଲଭିସଙ୍କୁ ଜେରା କରିବ । ଏହାସହ ଦାମୀ କାର ଓ ଅର୍ଥ ହେରଫେର…

ହେଟ୍ ମେସେଜ କରୁଥିଲେ ସାବଧାନ । ୩ ମାସରେ ୨ କୋଟିରୁ ଅଧିକ ହ୍ୱାଟ୍ସଆପ ଆକାଉଂଟ ବ୍ଲକ, ଆଗକୁ ଆହୁରି ଦୃଢ଼…

କନକ ବ୍ୟୁରୋ : ଏବେ ହ୍ୱାଟ୍ସଆପ ମାଧ୍ୟମରେ ଲୋକଙ୍କୁ ଠକିବାକୁ ଚେଷ୍ଟା କଲେ ବନ୍ଦ ହୋଇଯିବ ଆକାଉଂଟ୍ । ଚଳିତ ବର୍ଷ ପ୍ରଥମ ତିନି ମାସ ମଧ୍ୟରେ ୨ କୋଟିରୁ ଅଧିକ ଆକାଉଂଟକୁ ବ୍ଲକ କରିଛି କମ୍ପାନି । ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମ୍ପାନି ପକ୍ଷରୁ ଏଭଳି ପଦକ୍ଷେପ…

ଖଲିସ୍ଥାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ୩ ଭାରତୀୟ ଗିରଫ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଲିଙ୍କ…

କନକ ବ୍ୟୁରୋ : ୩ଜଣ ଅପରାଧୀଙ୍କୁ ବାନ୍ଧିଛି କାନାଡା ପୋଲିସ । ତେବେ କଥା କେବଳ ଗିରଫର ନୁହେଁ କଥା ହେଉଛି ବଡ଼ ଅଭିଯୋଗର । ଖଲିସ୍ଥାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଗିରଫ ଏହି ୩ଜଣ ଅପରାଧୀଙ୍କର ହାତ ରହିଥିବା ଦାବି କରିଛି କ।।ନାଡା । ସବୁଠୁ ବଡ଼ କଥା ହେଉଛି ଏହି…