Daily Archives

January 22, 2022

ଦୁଇ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ ମାରିବା ଘଟଣା: ଅଧିକାରୀଙ୍କୁ ମନ୍ତ୍ରୀ ଫୋନରେ ଧମକାଉଥିବାର ଆସିଲା ଅଡିଓ

କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁଇ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ ମାରିବା ଘଟଣା ପରେ ଏବେ ବିବାଦରେ ମନ୍ତ୍ରୀ । ଦୁଇ ଅଧିକାରୀଙ୍କ ଭିତରୁ ଜଣଙ୍କୁ ଫୋନରେ ଧମକାଉଛନ୍ତି ମନ୍ତ୍ରୀ । ଯଦି ମୋ ଅଫିସ ନଆସିବ ମୁଁ ଯିବି ଯାହା ହେବ ବୁଝିବ । ଫାଇଲ ଧରି ମନ୍ତ୍ରୀଙ୍କ…

ଆଇପିଏଲକୁ ନେଇ ବଡ ଖବର । ମହାରାଷ୍ଟ୍ରର ୩ଟି ଷ୍ଟାଡିୟମରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍!

କନକ ବ୍ୟୁରୋ: ଚଳିତ ବର୍ଷ ଭାରତରେ ହିଁ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ । କୋଭିଡ୍ ସଂକ୍ରମଣ ଭିତରେ ଏନେଇ ଆସିଛି ବଡ ଖବର । ତେବେ ଦେଶର ଏକାଧିକ ଭେନ୍ୟୁରେ ଆଇପିଏଲ୍ ସମ୍ଭବ ନହେଲେ ମଧ୍ୟ କିଛି ନିିର୍ଦ୍ଧିଷ୍ଟ ଭେନ୍ୟୁରେ ସମସ୍ତ ମ୍ୟାଚ୍ ଖେଳାଯିବ । ବିଶେଷକରି ମୁମ୍ବାଇ ସହରର ୩ଟି…

ବିହାର ପରେ ହିମାଚଳରେ ବିଷାକ୍ତ ମଦ ପିଇ ୭ ମୃତ, ଗୁରୁତର ଅବସ୍ଥାରେ ୧୨ ଜଣଙ୍କର ଚାଲିଛି ଚିକିତ୍ସା

କନକ ବ୍ୟୁରୋ : ବିଷାକ୍ତ ମଦ ପୁଣି ନେଇଛି ୭ ଜଣଙ୍କ ଜୀବନ । ଏଥର ବିହାର ନୁହେଁ ହିମାଚଳ ପ୍ରଦେଶରୁ ଆସିଛି ଏଭଳି ଖବର । ହିମାଚଳ ପ୍ରଦେଶର ମଣ୍ଡି ଠାରେ ବିଷାକ୍ତ ମଦ ପିଇ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଖବର ପାଇବା ପରେ ସ୍ଥାନୀୟ ସାଂସଦ…

ବର୍ଷ ବର୍ଷ ଧରି ମରାମତି ହୋଇପାରୁନି ରାସ୍ତା । ବାଉଁଶ ପୋଲରେ ଯାତାୟତ କରନ୍ତି ଲୋକେ ।

କନକ ବ୍ୟୁରୋ : ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଯାଜପୁର ଜିଲ୍ଲାର ବିଂଝାରପୁର ଓ ବରୀ ବ୍ଲକକୁ ସଂଯୋଗ କରୁଥିବା ରାସ୍ତା ସବୁଦିନିଆ ରାସ୍ତାରେ ପରିଣତ ହୋଇପାରିନି । ଲୋକେ ପାଦଚଲା ରାସ୍ତାରେ ଯାତାୟତ…

ସୋର୍ ବସ ଦୁର୍ଘଟଣା ପାଇଁ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା…

କନକ ବ୍ୟୁରୋ: ବାଲେଶ୍ୱରର ସୋରରେ ଘଟିଥିବା ବସ ଦୁର୍ଘଟଣାରେ ୬ ଜଣ ବ୍ୟକ୍ତି ପ୍ରାଣ ହରାଇବା ପରେ ଏନେଇ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜଣାଇବା ସହିତ ମୃତକଙ୍କ ଆତ୍ମୀୟଙ୍କ ପାଇଁ ଦୁଇ…

କୋଟିଆରେ କେମିତି ହେବ ନିର୍ବାଚନ ? କିଏ ହେବ ପ୍ରାର୍ଥୀ ? ଇଲେକ୍ସନ ହେବ ନା ସିଲେକ୍ସନ୍, ବଢିଲା ଦ୍ୱନ୍ଦ୍ୱ ।

କନକ ବ୍ୟୁରୋ : କୋରାପୁଟ କୋଟିଆରେ ଜିଲ୍ଲା ପରିଷଦ ଆସନ ପାଇଁ ଇଲେକ୍ସନ ହେବ ନା ସିଲେକ୍ସନ । କାରଣ ସର୍ବଦଳୀୟ କମିଟି ଯେଉଁ ପ୍ରାର୍ଥୀଙ୍କୁ ମନୋନୟନ କରିଥିଲା ଗତକାଲି ସେ ନାମାଙ୍କନ ଦାଖଲ କରିଛନ୍ତି । ନିଷ୍ପତି ଅନୁସାରେ ଆଉ କେହି ପ୍ରତିଯୋଗୀ ମଇଦାନକୁ ଓହ୍ଲାଇବା କଥା ନୁହଁ । ହେଲେ…