Daily Archives

May 6, 2024

ପ୍ରଚାରରେ କମ୍ପୁଛି ନିର୍ବାଚନୀ ମଇଦାନ । ଓଡ଼ିଶା,ଆନ୍ଧ୍ରରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରାଲି । ପଶ୍ଚିମବଙ୍ଗ,…

କନକବ୍ୟୁରୋ :ଚାଲିଛି ପ୍ରଚାର । ମଇଦାନରେ ହେଭିୱେଟ ନେତା । ଆନ୍ଧ୍ରପ୍ରଦେଶରେ ପ୍ରଧାନମନ୍ତ୍ରୀ ମୋଦୀ, ସେପଟେ ପଶ୍ଚିମବଙ୍ଗରେ ଅମିତ ଶାହା , ତେଲେଙ୍ଗାନାରେ ଜେପି ନଡ୍ଡା ପ୍ରଚାର କରିଥିବାବେଳେ ମଧ୍ୟପ୍ରଦେଶରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପ୍ରଚାର ଦେଖିବାକୁ ମିଳିଛି । ବିଭିନ୍ନ…

ରାହୁଲ ଗାନ୍ଧୀଙ୍କୁ ଅଧ୍ୟାପକ, କୁଳପତିଙ୍କ ସମେତ ୨ଶହ ଶିକ୍ଷାବିତ ଲେଖିଲେ ଖୋଲା ଚିଠି । ରାଜନୀତି ପାଇଁ ମିଥ୍ୟା ପ୍ରଚାର…

କନକବ୍ୟୁରୋ :କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ବିବାଦରେ ଫସିଛନ୍ତି । ଏଥରକ ତାଙ୍କ ବିରୋଧରେ କୌଣସି ରାଜନୈତିକ ଦଳ ଅଭିଯୋଗ ଆଣି ନାହାଁନ୍ତି, ବଂର କୁଳପତି ଓ ପୂର୍ବତନ କୁଳପତିଙ୍କ ସମେତ ୨ଶହ ଶିକ୍ଷାବିତ ଏକ ଖୋଲାଚିଠି ଲେଖି ରାହୁଲ ଏବଂ କଂଗ୍ରେସ ନାଁରେ ଅଭିଯୋଗ ଆଣିଛନ୍ତି । କଂଗ୍ରେସ ଓ…

କୋଟି କୋଟି ଟଙ୍କା ଗଣି ହାଲିଆ ଇଡି ଅଧିକାରୀ । ଝାଡଖଣ୍ଡ ମନ୍ତ୍ରୀ ପିଏଙ୍କ ସହଯୋଗୀ ଓ ସହାୟିକାଙ୍କ ଘରୁ ମିଳିଲା ୩୦କୋଟି…

କନକବ୍ୟୁରୋ :ବ୍ୟାଗଠୁ ବେଡ । ଯେଉଁଠି ନଜର ଯାଉଛି ସେଠି ଖାଲି ନୋଟ ବିଡା । ରୁମ ଭିତରେ ଦେଖିବାକୁ ମିଳିଛି ନୋଟର ପାହଡ । ଗଣି ଗଣି ଥକି ହାଲିଆ ହୋଇପଡିଛନ୍ତି ଇଡି ଅଧିକାରୀ । ଝାଡଖଣ୍ଡ ରାଂଚିରେ ଇଡି ରେଡ୍ ବେଳେ ଜବତ ହୋଇଛି ପୁଳା ପୁଳା ଟଙ୍କା । ମିଳିଥିବା ସୂଚନା ଅନୁସାରେ ଝାଡ଼ଖଣ୍ଡର…

ଜମ୍ମୁକାଶ୍ମୀର ଆତଙ୍କୀ ଆକ୍ରମଣକୁ ନେଇ ରାଜନୀତି । ନିର୍ବାଚନୀ ଷ୍ଟଂଟ କହି ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ପଞ୍ଜାବ…

କନକବ୍ୟୁରୋ :ପୁଞ୍ଛରେ ଆତଙ୍କବାଦୀ ହମଲାକୁ ନେଇ ରାଜନୀତି ତେଜିଛ । ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ବୟାନ ବିବାଦକୁ ବଢାଇ ଦେଇଛି । ଦେଶରେ ଲୋକସଭା ନିର୍ବାଚନ ସମୟରେ ପୁଞ୍ଛରେ ଆତଙ୍କବାଦୀ ଆକ୍ରମଣକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ବିଜେପିକୁ ଜିତାଇବାକୁ…

ସମୀରଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ, ଅରୁନ୍ଧତୀ ଦେବୀ ହେଲେ ବିଜେଡି ରାଜ୍ୟ ସାଧାରଣ…

କନକ ବ୍ୟୁରୋ: ଟିକେଟ୍ କାଟିବା ପରେ ନିମାପଡ଼ା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ଢେଙ୍କାନାଳ ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିମାପଡ଼ା ଟିକେଟ୍ କଟିବା ପରେ ଅସନ୍ତୁଷ୍ଟ ଥିବା ସମୀର…

କାଲି ପଡିବ ତୃତୀୟ ପର୍ଯ୍ୟାୟ ଭୋଟ । ହେବ ହେଭିୱେଟଙ୍କ ଭାଗ୍ୟପରୀକ୍ଷା । ୧୨ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୯୪ଆସନରେ…

କନକବ୍ୟୁରୋ :ମଙ୍ଗଳବାର ହେବ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ । ଏକାଧିକ ପ୍ରମୁଖ ରାଜନେତା ନିଜ ନିର୍ବାଚନୀ ଭାଗ୍ୟ ପରୀକ୍ଷା କରିବେ । ଗୃହମନ୍ତ୍ରୀ ଅମିତ ଶାହା, ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶରଦ…