Daily Archives

May 5, 2024

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ । ମୁଣ୍ଡରେ ଲାଗିଛି ଆଘାତ, କାରଣ…

କନକ ବ୍ୟୁରୋ: ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ଆକ୍ରମଣ । ଗୁଣ୍ଡିଚା ମନ୍ଦିର ନିକଟରେ ପ୍ରଚାର ପାଇଁ ବୁଲୁଥିବା ବେଳେ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ । ଇଟା, ପଥର ସହ ବୋତଲରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଉମାଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ…

ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କଲେ ନରେନ୍ଦ୍ର ମୋଦୀ । ଉତ୍ତରପ୍ରଦେଶରେ କଲେ ବିଶାଳ ରୋଡ୍ ସୋ’

କନକ ବ୍ୟୁରୋ: ତୃତୀୟ ପଯ୍ୟାୟ ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏହା ହେଇଛି ମୋଦୀଙ୍କ ପ୍ରଥମ ଅଯୋଧ୍ୟା ଗସ୍ତ । ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପରେ ଅଯୋଧ୍ୟାରେ ବିଶାଳ ରୋଡ ଶୋ…

ତେନ୍ତୁଳି ଉତ୍ପାଦନରେ ରାୟଗଡ଼ା ଆଗୁଆ: ତେନ୍ତୁଳି ବିକ୍ରି କରି ଜୀବିକା ନିର୍ବାହ କରନ୍ତି ଆଦିବାସୀ

କନକ ବ୍ୟୁରୋ: ଜିଲ୍ଲାରେ ତେନ୍ତୁଳିର ଅମଳ ଆରମ୍ଭ ହେଲାଣି । ଏହାକୁ କିଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି । ଫଳରେ ତେନ୍ତୁଳି ଉତ୍ପାଦନ କରୁଥିବା ଚାଷୀଙ୍କୁ ବିକ୍ରି କରିବା ପାଇଁ ଆନ୍ଧ୍ର ଦଲାଲଙ୍କ ଉପରେ ନିର୍ଭର କରିବାକୁ ପଡୁଛି । ଯାହାରିଫଳରେ…

ଇଞ୍ଜିନିୟରିଂ ପାସ୍ କରିବା ପରେ ଦୀର୍ଘ ଦିନ ଧରି ବାହାର ରାଜ୍ୟରେ ଚାକିରି କରୁଥିଲେ: ନିଜସ୍ୱ ଉଦ୍ୟମରେ ରୋଜଗାର କରିବା…

କନକ ବ୍ୟୁରୋ: ବାଙ୍କୀ ନରଗାଙ୍ଗ ଗାଁର ଯୁବ ଇଞ୍ଜିନିଅର ଚାକିରୀ ଛାଡି ବେକରୀ ୟୁନିଟ୍ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ହାଇଦ୍ରାବାଦ ଭଳି ସହରରେ ମୋଟା ଅଙ୍କର ଦରମା ଛାଡ଼ି ଗାଁରେ ଏକ ବେକରୀ ୟୁନିଟ୍ ତିଆରି କରି ନିଜେ ସ୍ୱାବଲମ୍ବୀ ହୋଇଛନ୍ତି ।…

ଗୋଲାପ ଚାଷର ଗାଁ ଭାବରଚାନ୍ଦ: ରତିକାନ୍ତଙ୍କ ଫୁଲ ଚାଷ ପାଇଁ ଗାଁକୁ ମିଳିଛି ସ୍ୱତନ୍ତ୍ର ପରିଚୟ

କନକ ବ୍ୟୁରୋ: ସମୟ ଥିଲା ଜମିରେ ଚାଷ କରି ସେତେ ଭଲ ଲାଭବାନ ହୋଇ ପାରୁନଥିଲେ।ଶେଷରେ ସେ ନିଷ୍ପତି ନେଲେ ଗୋଲାପ ଚାଷ କରିବେ ଆଉ ଭଲ ଦି ପଇସା ରୋଜଗାର କରିବେ।ସେହିଆ ହିଁ ହେଲା।ପ୍ରଥମେ ଗୋଲାପ ଚାଷ କରିବା ପରେ ସେ ଦେଖିଲେ ଭଲ ଦି ପଇସା ଲାଭ ହେଉଛି।ଏକର ସମ୍ପତି ପରିବର୍ତେ ୭ ଏକର ଜମିରେ ଗୋଲାପ…

ବିଦ୍ୟୁତପ୍ରଭାଙ୍କ ପ୍ରେରଣାଦାୟୀ କାହାଣୀ: କପଡ଼ା ସିଲେଇ କରି ନିଜ ପରିଚୟ ନିଜେ ତିଆରି କରିଛନ୍ତି

କନକ ବ୍ୟୁରୋ: କୁହାଯାଏ ସଂଘର୍ଷରୁ ସଫଳତା ମିଳେ । କଠିନ ପରିସ୍ଥିତ ମଣିଷକୁ ନୂଆକିଛି କରିବାକୁ ବାଧ୍ୟ କରିଥାଏ । ଆଉ ସେହି କାମ ପରବର୍ତି ମୁହୁର୍ତରେ ମଣିଷକୁ ଏକ ନୂଆ ପରିଚୟ ଦିଏ । ସେହିଭଳି ଏକ କାହାଣୀ ବାଲେଶ୍ୱରର ବିଦ୍ୟୁତପ୍ରଭାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ବାଲେଶ୍ୱରର…