Monthly Archives

November 2021

ଶନିବାର ଓଡ଼ିଶା ଉପକୂଳ ଛୁଇଁପାରେ ବାତ୍ୟା । ୪ରେ ନେବ ସିଭିୟର ସାଇକ୍ଲୋନର ରୂପ, ୩ ରାତିରୁ ପ୍ରବଳ ବର୍ଷା ।

କନକ ବ୍ୟୁରୋ : ପୁଣି ଡରାଇଲାଣି ବାତ୍ୟା । କିନ୍ତୁ ଏଥର ଡିସେମ୍ବର ମାସରେ । ଆସନ୍ତା ୪ତାରିଖରେ ବାତ୍ୟା ‘ଯୱାଦ’, ଓଡ଼ିଶା ଉପକୂଳ ଛୁଇଁପାରେ । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି, ୨ତାରିଖରେ ଏହି ସାମୁଦ୍ରିକ ଝଡ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ ଏବଂ ୪ତାରିଖରେ ଉତ୍ତର…

କୌଣସି ଖେଳାଳିଙ୍କୁ ରିଟେନ କରିନପାରେ ହାଇଦ୍ରାବାଦ! ଟ୍ୱିଟ ବଢାଇଲା ଚର୍ଚ୍ଚା

କନକ ବ୍ୟୁରୋ: ସନରାଇଜର୍ସ ହାଇଦ୍ରାବାଦ ନିଜର କୌଣସି ବି ଖେଳାଳିଙ୍କୁ ରିଟେନ କରିନପାରେ। ଅର୍ଥାତ ଗତ ଆଇପିଏଲରେ ଖେଳୁଥିବା ସମସ୍ତ ଖେଳାଳିଙ୍କୁ ହାଇଦ୍ରାବାଦ ଛାଡି ଦେଇଥିବା କୁହାଯାଉଛି । ହାଇଦ୍ରାବାଦ ନିଜ ଟ୍ୱିଟରେ କରିଥିବା ଏକ ପୋଷ୍ଟ ଏବେ ଏହାକୁ ନେଇ ଚର୍ଚ୍ଚା ବଢାଇଛି । We thank…

ଅମଳ ଫସଲ ସୁରକ୍ଷିତ ରଖନ୍ତୁ, ସମୁଦ୍ରରୁ ମତ୍ସ୍ୟଜୀବୀ ଫେରିଆସନ୍ତୁ… ବାତ୍ୟା ନେଇ ଏସଆରସିଙ୍କ ସୂଚନା

କନକ ବ୍ୟୁରୋ: ଆସୁଛି ବାତ୍ୟା । ସାମୁଦ୍ରିକ ଝଡ ଜୱାଦ ନେଇ ଏସଆରସି ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା । ଆସନ୍ତା ଦୁଇ ଦିନ ଭିତରେ ବାତ୍ୟାର ରୂପ ନେଇପାରେ । ୨ ତାରିଖ ବେଳକୁ ତାହା ଅବପାତର ରୂପ ନେବ । ୩ ତାରିଖ ବେଳକୁ ସାମୁଦ୍ରିକ ବାତ୍ୟାର ରୂପ ନେଇପାରେ ଏବଂ ଏହା ଉତ୍ତର - ପଶ୍ଚିମ ଦିଗକୁ ଗତି…

ଫିକା ପଡ଼ିବ ନୂଆବର୍ଷ: ଜିରୋ ନାଇଟ୍ ସେଲିବ୍ରେସନକୁ ମନା

କନକ ବ୍ୟୁରୋ: ରାଜ୍ୟ ସରକାର ଜାରି କଲେ ଡିସେମ୍ବର ମାସର ଗାଇଡଲାଇନ । ନୂଆବର୍ଷକୁ ସ୍ୱାଗତ କରିବାକୁ ହେବନି କୌଣସି କାର୍ଯ୍ୟକ୍ରମ । ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଲେ ସରକାର । ନୂଆ ବର୍ଷରେ ସର୍ବସାଧାରଣ ସ୍ଥାନରେ ପିକନିକ ଉପରେ ବି କଟକଣା ଲଗାଯାଇଛି । ହୋଟେଲ, ରେଷ୍ଟୁରାଣ୍ଟ,…

ଆସିଲା ଡିସେମ୍ବର ଗାଇଡଲାଇନ । ଜାଣନ୍ତୁ ବାହାଘର ପାଇଁ କଣ ଅଛି ନିୟମ?

କନକ ବ୍ୟୁରୋ : ଗୋଟିଏ ପଟେ ଓମିକ୍ରନ ଭାରିଆଣ୍ଟ ବ୍ୟାପୁଥିବା ବେଳେ ଅନ୍ୟପଟେ ଡିସେମ୍ବର ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଡିସେମ୍ବର ୧ରୁ ଜାନୁଆରୀ ୧ ପର୍ଯ୍ୟନ୍ତ ବିଭିନ୍ନ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କୌଣସିୁ ସ୍ଥାନରେ ସପ୍ତାହାନ୍ତ ସଟଡାଉନ ରହିବନି  ।ସେହିଭଳି…

ଆସିଲା ରାଜ୍ୟ ସରକାରଙ୍କ ଡିସେମ୍ବର ଗାଇଡଲାଇନ: ପଢନ୍ତୁ କାହା ଉପରେ କଟକଣା, କଣ ହେଲା କୋହଳ?

କନକ ବ୍ୟୁରୋ: ଡିସେମ୍ବର ପାଇଁ ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ । ୧ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ କଟତଣା ଲାଗୁ ରହିବ । ରାତି ୧୦ରୁ ସକାଳ ୫ ଯାଏଁ ସହରାଞ୍ଚଳ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ରାଜ୍ୟର କୌଣସି ସ୍ଥାନରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବନି । ପ୍ରଦର୍ଶନୀ, ଏକ୍ସପୋ, ମେଳା ଓ…