Browsing Category

Top 2

କେବେ ଗଡିବ ମୋ ରିକ୍ସା…? ଚକ ଘୁରିଲେ ଘର ଚଳିବ… ଦିନେ ସେ ଗୋଟିଏ ହାତରେ ଟାଣୁଥିଲେ ସଂସାର ରିକ୍ସା, ଆଜି…

କନକ ବ୍ୟୁରୋ: ଚକ ଘୁରୁଥିଲା, ପରିବାର ଚଳୁଥିଲା । ଦୁଃଖ କଷ୍ଟର ଏ ଖଦଡିଆ ରାସ୍ତାରେ ବି ଖୁବ୍ ଗଡୁଥିଲା ଜୀବନର ରିକ୍ସା । ହାତ ସିନା ଗୋଟିଏ ହେଲେ ଜୀବନ ଯୁଦ୍ଧରେ କେବେ ହାରିଯାଇ ନାହାନ୍ତି ଏ ସାହସୀ ମଣିଷ । ଗୋଟିଏ ହାତରେ ବି ପୂରା ପରିବାରକୁ ସୁରକ୍ଷା ଦେଇଛନ୍ତି, ସମସ୍ତଙ୍କ ମୁହଁରେ ଦାନା…
Read More...

ବିଦ୍ୟୁତ୍ ଖୁଣ୍ଟର ଜାଲି ଭିତରେ ଫସି ଯାଇଥିଲା ବଣିଛୁଆ । ବଞ୍ଚାଇବା ପାଇଁ ଥଣ୍ଟରେ ଜାଲି ଝିଙ୍କି ନିରାଶ ହେବା ପରେ…

କନକ ବ୍ୟୁରୋ: ଜାଲି ସେପଟେ ଛୁଆ, ଜାଲି ଏପଟେ ବାପାମାଆ... ମମତା ଓ ଲୁହ ମଝିରେ ଲୁହାର ବାଡ । ମୃତ୍ୟୁର ପଞ୍ଝାରେ ଫସିଥିବା ଛୁଆକୁ ଉଦ୍ଧାର କରିବାକୁ ମାଆ ପ୍ରାଣମୂର୍ଚ୍ଚା ଉଦ୍ୟମ କରୁଛି । ବାପା ବି ନିଜ ଗେହ୍ଲା ଛୁଆକୁ ବଞ୍ଚାଇବାକୁ ଖୁଦ ଖିଆ ଥଣ୍ଟରେ ଲୁହା ତାର ଛିଡାଇ ଦେବାର ଦୁଃସାହସ ରଖିଛି…
Read More...

ସୀମା ଜଗୁଥିଲେ, ଗାଁ ପାଇଁ ସ୍ୱପ୍ନ ଦେଖୁଥିଲେ… ସ୍ୱପ୍ନ ସାକାର ହେବା ପୂର୍ବରୁ ସହିଦ ହୋଇଗଲେ ଓଡିଆ ଯବାନ ।…

କନକ ବ୍ୟୁରୋ: ମରଶରୀର ଆସିଲା, ମାଟି ମାଆ କାନ୍ଦିଲା । ଭୁବନେଶ୍ୱରରେ ବୀର ଓଡିଆ ଯବାନଙ୍କ ପାର୍ଥୀବ ଶରୀର ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଛି ଗାଁ ମାଟି । ଗେହ୍ଲା ପୁଅ ଚନ୍ଦ୍ରକାନ୍ତଙ୍କ ମର ଶରୀର ଓଡିଶା ମାଟି ଛୁଇଁବା ପରେ କଇଁକଇଁ କାନ୍ଦିଛି କନ୍ଧମାଳ, ଛାତିପିଟି ବାହୁନି…
Read More...

ଫେରିବ କହି ଫେରିଲନି… ବାପା ! ତମେ ମତେ କେମିତି ଠକି ପାରିଲ…? ସୀମାରେ ସହିଦ ହେବା ପରେ ବାପାର ଫଟୋକୁ…

କନକ ବ୍ୟୁରୋ: ବାପା ! ମୁଁ ତମ ଉପରେ ରାଗିଛି... ତମ ସହ ଜମା କଥା ହେବିନି... କହିଥିଲ ନା ଧନ ଲୋ’ କରୋନା ପଳେଇଲେ ମୁଁ ଘରକୁ ଯିବି ଆଉ ତୋ ସହ ଦିନରାତି ଖେଳିବି । ମୋ ସୁନା ଝିଅଟା ପରା ଆଉ କିଛି ଦିନ ରହିଯା, ତୋ ପାଇଁ ସବୁ ନେଇକି ଯିବି... ତମ କଥା ମାନି ମୁଁ ମନକୁ ବୁଝେଇଦେଲି । କହିଥିଲ…
Read More...

ଗଲୱାନ ଘାଟିର ଗୁମର ! ୧୫ ତାରିଖ ରାତିରେ ହୋଇଥିଲା କ’ଣ ? କାହିଁକି ଦୁଇ ଦେଶର ସେନାଙ୍କ ମଧ୍ୟରେ ଉପୁଜିଥିଲା ସାଂଘାତିକ…

କନକ ବ୍ୟୁରୋ: ଭାରତ-ଚୀନ୍ ମଧ୍ୟରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ମୁହାଁମୁହିଁ ହୋଇଗଲେ ଭାରତୀୟ ସେନା ଓ ଚୀନ୍ର ପିପୁଲ ଲିବରେସନ ଆର୍ମି । ଏଭଳି ଭୟଙ୍କର ଭାବେ ମୁହାଁମୁହିଁ ଗତ ୪୫ ବର୍ଷ ଭିତରେ ଦେଖିବାକୁ ମିଳିନଥିଲା । ପରସ୍ପର ଉପରେ ଲୁହା ଛଡ ଓ ପଥରରେ ଆକ୍ରମଣ କରୁଥିଲେ । ଗତ…
Read More...

ଭାରତ-ଚୀନ ସୀମା ଲଢେଇ ବଳିଦାନ ଦେଇଥିବା ସହିଦଙ୍କ ନାଁ ପ୍ରକାଶ କଲା ଭାରତୀୟ ସେନା : ସହିଦଙ୍କ ମଧ୍ୟରେ ଅଛନ୍ତି ୨ ଓଡିଆ…

କନକ ବ୍ୟୁରୋ : ଭାରତ-ଚୀନ ସୀମାରେ ସଂଘର୍ଷରେ ସହିଦ ଯବାନଙ୍କ ନାଁ । ୨୦ ଜଣ ସହିଦ ଯବାନଙ୍କ ନାମ ଜାରି କଲା ଭାରତୀୟ ସେନା । କର୍ଣ୍ଣେଲ୍ ବି ସନ୍ତୋଷ ବାବୁ – ହାଇଦ୍ରାବାଦ୍, ନାଏବ ସୁବେଦାର ନୁଦୁରାମ ସୋରେନ୍- ମୟୁରଭଞ୍ଚ, ସବ୍ ସୁବେଦାର୍ ମନଦୀପ ସିଂହ- ପଟିଆଲା, ନାଏବ ସୁବେଦାର୍ ଶତନାମ…
Read More...

ଅଫେରା ରାଇଜରେ ‘ରାଜପୁତ’…ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରରୁ ବଲିଉଡ଼ର ‘ଧୋନୀ’ । ପରିବାର ସହ ‘ପବିତ୍ର ରିସ୍ତା’ ତୁଟାଇ…

କନକ ବ୍ୟୁରୋ: ଜିତ୍ କେ ଖାତିର୍ ବସ୍ ଜୁନୁନ୍ ଚାହିଏ..ଜିସ୍ମେ ଉବାଲ ହୋ ଏସା ଖୁନ୍ ଚାହିଏ! ୟେ ଆସମା ଭି ଆଏଗା ଜମୀନ ପର, ବସ୍ ଇରୋଦୋଁ ମେ ଜିତ୍ କା ଗୁଞ୍ଜ୍ ଚାହିଏ... । ବସ୍ ଏମିତି କିଛି ଜୋଶ୍ ସହ ବିହାରରୁ ବଲିଉଡ ଯାତ୍ରା କରିଥିଲେ ସୁଶାନ୍ତ ସିଂ ରାଜପୁତ । ଛୋଟ ପରଦାରୁ ବଡ଼ ପରଦାକୁ ଆସିବା…
Read More...

ମୁମ୍ବାଇରୁ ମୃତ୍ୟୁର ଖବର ଆସିଲା, ପହିଲି ରଜରେ ଓଡିଶା ଲୁହ ପୋଛିଲା । ରଜରେ ବଲିଉଡର ‘ରାଜପୁତ’ ବିଦାୟ ନେବା ପରେ…

କନକ ବ୍ୟୁରୋ: ଓଡିଶାରେ ପହିଲି ରଜ । ମୌସୁମୀ ଛୁଇଁବା ପରେ ଓଦାଓଦା ମାଟି, ମେଘୁଆ ଆକାଶ । ଗାଁ ଗଣ୍ଡା, ସହର ବଜାର ସବୁଠି ରଜ ପାଗ, ପହିଲି ରଜର ପ୍ରଥମ ଛୁଆଁ । ଯଦିଓ କରୋନା କଟକଣା ଓ ସଟଡାଉନ ପାଇଁ ଘରେ ରହି ଓଡିଶା ରଜ ପାଳିଛି ତଥାପି ଘରେ ଘରେ ପିଠାପଣା, ଖିଲି ପାନ ଓ ଦୋଳିର ମଜା ।…
Read More...

ସେପାରିରେ ସୁଶାନ୍ତ, ବାକଶୂନ୍ୟ ବାପା । ପୁଅ ପରପାରିକୁ ଚାଲିଯିବା ପରେ ଭାଙ୍ଗିପଡିଛି ପୂରା ପରିବାର, ଘନଘନ ମୁର୍ଚ୍ଛା…

କନକ ବ୍ୟୁରୋ: ସୁଶାନ୍ତ ! ତୁ ଏତେ ଶୀଘ୍ର କାହିଁ ଚାଲିଗଲୁ । ତୋ ବାପା ଥାଉ ଥାଉ ପର କରି ଦେଇ କାହିଁକି ପଳେଇଗଲୁ । ତୋ ବୁଢା ବାପା ପ୍ରତି ଏତେ ନିଷ୍ଠୁର କେମିତି ହେଇପାରିଲୁରେ ପୁଅ । ତୋ ବିନା ଏବେ ମୁଁ କେମିତି ବଞ୍ଚିବି... ଏ ସୁଶାନ୍ତ... ସୁଶାନ୍ତରେ... ସୁଶାନ୍ତ... ସେପାରିରେ…
Read More...

ରୋଜଗାର ଦେଉଛି ବାୟୋଫ୍ଲକ୍ ମାଛ ଚାଷ । ପୋଖରୀ ନୁହେଁ ପାଣି କୁଣ୍ଡରେ ମାଛ ଚାଷ । ସଙ୍କଟ ସମୟରେ ଚାକିରି ଛାଡ଼ି ଚାଷ…

କନକ ବ୍ୟୁରୋ : ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇଲା ବାୟୋଫ୍ଲକ୍ ମାଛ ଚାଷ । କରୋନା କଟକଣା ଭିତରେ ୟୁଟ୍ୟୁବର ସହାୟତା ନେଇ ଜୈବିକ ପ୍ରଣାଳୀରେ ମାଛ ଚାଷ କରୁଛନ୍ତି ଯାଜପୁର ଜିଲ୍ଲାର ଉଚ୍ଚଶିକ୍ଷିତ ଯୁବକ । ସ୍ୱଳ୍ପ ସମୟ ଓ ଅଳ୍ପ ଜାଗାରେ ମାଛଚାଷ କରି ଯୁବଗୋଷ୍ଠୀଙ୍କ ପାଇଁ ଉଦାହରଣ ସାଜିଛନ୍ତି…
Read More...