Daily Archives

November 3, 2021

ରୋହିତ-ରାହୁଲଙ୍କ ରୋମାଞ୍ଚକର ଅର୍ଦ୍ଧଶତକ । ଆଫଗାନିସ୍ତାନକୁ ୨୧୧ ରନର ବିଶାଳ ବିଜୟଲକ୍ଷ୍ୟ ଦେଲା ଭାରତ ।

କନକ ବ୍ୟୁରୋ : ଲଗାତାର ଦୁଇଟି ମ୍ୟାଚର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଆଜି ଆବୁଧାବିରେ ଛକା ଚୌକା ବର୍ଷା କରିଛନ୍ତି ଟିମ୍ ଇଣ୍ଡିଆ ଖେଳାଳି । ଦଳ ଆଫଗାନିସ୍ତାନ ବିପକ୍ଷରେ ଧୂଆଁଧାର ୨୧୦ ରନ୍ କରିବା ସହିତ ବିଜୟ ପାଇଁ ଆଫଗାନିସ୍ତାନକୁ ୨୧୧ ରନର ଟାର୍ଗେଟ ଦେଇଛି । ତେବେ ପ୍ରଥମ ବିଜୟ ହାସଲ…

ଭାରି ପଡିବ ଆଧାରକାର୍ଡର ଭୁଲ ବ୍ୟବହାର: ଦେବେ ୧ କୋଟି ଟଙ୍କା ଯାଏଁ ଜୋରିମାନା 

କନକ ବ୍ୟୁରୋ: ଏଣିକି ଆଧାରକାର୍ଡର ଭୁଲ ବ୍ୟବହାର ଆପଣଙ୍କୁ ଭାରି ପଡିପାରେ । ଯଦି ଆପଣ ଆଧାରକାର୍ଡର ନିୟମ ଉଲ୍ଲଘଂନ କରନ୍ତି ତେବେ ଆପଣଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ହେବ । ୟୁଆଇଡିଏଆଇର ନିୟମ ଅନୁସାରେ ଏହି ନିୟମ ଉଲ୍ଲଘଂନକାରୀଙ୍କୁ  ୧ କୋଟି ଟଙ୍କା ଯାଏଁ ଜୋରିମାନା ଦେବାକୁ ହେବ ।…

ବିନା ଶବରେ ଜଳିଲା ଜୁଇ । ନିଖୋଜ ମଣିଷର ହେଲା ଶବ ସଂସ୍କାର

କନକ ବ୍ୟୁରୋ: କୋକେଇରେ ଶୋଇଥିଲା ତିନି ଶହ ପଳାସ ପତ୍ରରେ ପ୍ରସ୍ତୁତ ପ୍ରତୀକାତ୍ମକ ଶବ । ପତ୍ନୀ ବାହୁନି ବାହୁନି କାନ୍ଦୁଥିଲେ, ପୁଅ ନିଆଁ ବୋରିଆ ଧରି ଆଗେ ଆଗେ ଯାଉଥିଲେ । ଖାଲି ସେତିକି ନୁହେଁ ନାତି ଖଇ କଉଡି ପକାଇ ପକାଇ ଚାଲିଥିଲେ ଆଉ ତାପରେ ସେହି ପ୍ରତୀକାତ୍ମକ ଶବରେ ମୁଖାଗ୍ନି…

ଟିମ୍ ଇଣ୍ଡିଆକୁ ଗୁରୁମନ୍ତ୍ର ଦେବେ ଦ୍ରାବିଡ୍ । ମୁଖ୍ୟ କୋଚ୍ ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଦେଲା ବିସିସିଆଇ ।

କନକ ବ୍ୟୁରୋ: ଟିମ୍ ଇଣ୍ଡିଆକୁ ଗୁରୁମନ୍ତ୍ର ଦେବେ ଦ୍ରାବିଡ୍ । ଦି ୱାଲଙ୍କୁ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଲା ବିସିସିଆଇ । ବୁଧବାର କ୍ରିକେଟ୍ ଆଡଭାଇଜରି କମିଟି ଦ୍ରାବିଡଙ୍କୁ ଟିମ୍ ଇଣ୍ଡିଆର ନୂଆ କୋଚ ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଦେଇଛନ୍ତି । ଏଥସହିତ ଆସନ୍ତା ନ୍ୟୁଜିଲାଣ୍ଡ…

ରହସ୍ୟମୟ ହେଉଛି ରୂପେଶଙ୍କ କାହାଣୀ । ଖେଳନା ବନ୍ଧୁକ ଧରି ଆକ୍ରମଣ କରି ଫଶିଗଲେ । ପଢନ୍ତୁ, କେମିତି ଥିଲା ସେଦିନର ପୂରା…

କନକ ବ୍ୟୁରୋ: ରାଜଧାନୀରେ ରହସ୍ୟମୟୀ ଛୁରାମାଡ ଘଟଣାରେ ନୂଆ ନୂଆ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଯୁବତୀ ବେଶରେ ଆସିଥିବା ରୂପେଶ ପଣ୍ଡାଙ୍କୁ ଘରେ ଥିବା ମାଆ ଓ ଝିଅ କେମିତି ମୁକାବିଲା କଲେ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ରୂପେଶ ନିଜ ସହ ଏକ ନକଲି ବନ୍ଧୁକ ଆଣିଥିଲେ । ଏହି ବନ୍ଧୁକ…

ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି । କମିବ ପେଟ୍ରୋଲ ଓ ଡିଜେଲ ଦାମ । ଜାଣନ୍ତୁ, କେତେ ଟଙ୍କା କମିବ…

କନକ ବ୍ୟୁରୋ: ଦେଶବାସୀଙ୍କ ପାଇଁ ଖୁସିଖବର । କମିବ ପେଟ୍ରୋଲ ଓ ଡିଜେଲ ଦାମ । ବଢୁଥିବା ତୈଳଦର ଭିତରେ ଲୋକଙ୍କ ପାଇଁ ଏଭଳି ଏକ ଆଶ୍ୱସ୍ତିକର ଖବର ଆଣିଛନ୍ତି କେନ୍ଦ୍ର ସରକାର । ଏକ୍ସସାଇଜ୍ ଡ୍ୟୁଟିକୁ ହ୍ରାସ କରିବା ସହିତ ଆସନ୍ତାକାଲିଠୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ ଶସ୍ତା ହେବ ବୋଲି…