Daily Archives

November 18, 2021

‘କୌନ ବନେଗା କରୋଡପତି’: ଦ୍ୱିତୀୟ ଥର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ପ୍ରଶ୍ନ କଲେ ଲୋକପ୍ରିୟ ଅଭିନେତା…

କନକ ବ୍ୟୁରୋ: କୌନ ବନେଗା କରୋଡ଼ପତି’ କାର୍ୟ୍ୟକ୍ରମରେ ଦ୍ୱିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ପ୍ରଶ୍ନ ପଚାରିଲେ ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ।  ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନେଲର ଆଜି(୧୮.୧୧.୨୦୨୧) ରାତ୍ରିରେ ଲୋକପ୍ରିୟ କାର୍ୟ୍ୟକ୍ରମ ‘କୌନ ବନେଗା…

ଆଫଗାନିସ୍ତାନରେ ବଦଳିଯାଇଛି ଜୀବିକା ନିର୍ବାହର ରାସ୍ତା: ଦିନେ ହାତରେ ବୁମ୍ ଧରି ନେଉଥିଲେ ସାକ୍ଷାତକାର, ଏବେ…

କନକ ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ଏଠାରେ ବଦଳି ଯାଇଛି ସାମାଜିକ ବିଧି ବ୍ୟବସ୍ଥା । ବ୍ୟକ୍ତି ସ୍ୱାଧୀନତା କ୍ଷୂର୍ଣ୍ଣ ହୋଇଛି । ଜୀବିକା ଚୟନର ଅଧିକାର ବି ଲୋକେ ହରାଇ ବସିଛନ୍ତି । ଆଉ ଗଣମାଧ୍ୟମର ବି କଣ୍ଠରୋଧ କରାଯାଇଛି । ବିଭିନ୍ନ ଟିଭି ଚ୍ୟାନେଲରେ ମହିଳା…

ରାଜ୍ୟରେ ସ୍କୁଲ ରୂପାନ୍ତର ପର୍ବ ଜାରି: ଆଜି ୫ ଜିଲ୍ଲାର ୧୫୮ଟି ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ରାଜ୍ୟରେ ସ୍କୁଲ ରୂପାନ୍ତରଣ ପର୍ବ ଜାରି ରହିଛି । ଆଜି ୫ଟି ଜିଲ୍ଲାର ୧୫୮ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ମାଲକାନଗିରିର ୬ଟି, ଝାରୁସୁଗୁଡାର ୨୫ଟି, କଳାହାଣ୍ଡିର ୨୯ଟି, ମୟୁରଭଞ୍ଜର ୬୦ଟି ଓ ଖୋର୍ଧାର ୩୮ଟି ସ୍କୁଲ ରହିଛି । ଏହି…

ରାଜ୍ୟରେ ସଂପୂର୍ଣ୍ଣ ବନ୍ଦ ହେବନି ମଦ ଉତ୍ପାଦନ ଓ ବିକ୍ରି: ହାଇକୋର୍ଟରେ ସରକାରଙ୍କ ଦାଖଲ କରିଥିବା ସତ୍ୟପାଠରୁ ମିଳିଲା…

କନକ ବ୍ୟୁରୋ: ମଦ ବ୍ୟାନ କରିବା ପାଇଁ  ହାଇକୋର୍ଟରେ ଦାୟର ଏକ ପିଟିସନର ଶୁଣାଣି ବେଳେ ସତ୍ୟାପାଠ ଜରିଆରେ ରାଜ୍ୟ ସରକାର ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି  । ଶୁଣାଣିବେଳେ ରାଜ୍ୟ ସରକାର ସତ୍ୟପାଠ ଜରିଆରେ ନିଜ ପକ୍ଷ ରଖିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି, - ମଦ ଉତ୍ପାଦନ…

ଧାନ କିଣା ପ୍ରକ୍ରିୟାକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ: ନିଜ ମନ୍ତ୍ରୀ, ବିଧାୟକଙ୍କ…

କନକ ବ୍ୟୁରୋ: ବିଜେପିର କାମ ନିର୍ବାଚନ ବେଳେ ସାମ୍ପ୍ରଦାୟିକ ହିଂସା କରିବା । ଏପରି କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ଧାନ କିଣା ପ୍ରକ୍ରିୟାକୁ ନେଇ ଧାରଣାରେ ବସିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ବିଜେପିକୁ କରିଛନ୍ତି ଟାର୍ଗେଟ ।…

ଦ୍ୱିତୀୟ କୋଣାର୍କ ପାଇଁ ପୁଣି ଅଣ୍ଟାଭିଡା । ଜିଲ୍ଲାପାଳ କହିଲେ ଜମି କିଣିବା ଉପରେ ହେବ ତଦନ୍ତ ।

କନକ ବ୍ୟୁରୋ : କୋଣାର୍କରେ ଦ୍ୱିତୀୟ ସୂର୍ଯ୍ୟ ମନ୍ଦିର ତିଆରି ପାଇଁ ଏକ ସଂସ୍ଥା ସରକାରଙ୍କଠାରୁ ଅନୁମତି ମାଗିବା ପରେ ଏହି ପ୍ରସଙ୍ଗ ଏକ ନୂଆ ମୋଡ ନେଇଛି । ଦ୍ୱିତୀୟ କୋଣାର୍କ ମନ୍ଦିର ତିଆରି ପାଇଁ ସୂର୍ଯ୍ୟମନ୍ଦିର ନିର୍ମାଣ ଅନୁଷ୍ଠାନ ଏକ ପ୍ରେସମିଟ୍ କରିଥିଲା ଏବଂ ସରକାରଙ୍କ ପକ୍ଷରୁ…