Daily Archives

November 27, 2021

ଜଙ୍ଗଲର ସୁରକ୍ଷା ପାଇଁ ଜିଜାନ୍ ଲଗେଇ ଦେଇଛନ୍ତି ୮୨ ବର୍ଷୀୟ ବୃଦ୍ଧା । ହାତଥରା ବୟସରେ ଗଛର ଯତ୍ନ ନେଉଛନ୍ତି, କବିତା…

କନକ ବ୍ୟୁରୋ: ଜଙ୍ଗଲ ନଥିଲେ ଜୀବନ ନାହିଁ, ବିନା ଜୀବନରେ ଜଗତ ନାହିଁ । ଗଛ, ଲତା, ପ୍ରକୃତି, ପରିବେଶ ତାଙ୍କ ପ୍ରାଣ, ତାଙ୍କ ପରିବାର, ତାଙ୍କ ପୁଅ ଝିଅ । ସେଇଥିପାଇଁ ତ ହାତଥରା ବୟସରେ ବାଡି ଖଣ୍ଡେ ଧରି ଡେଙ୍ଗା ଡେଙ୍ଗା ଗଛ ମାନଙ୍କର ଯତ୍ନ ନେଉଛନ୍ତି ସେ ଆଉ ପୁଅ ପରି ବଡ କରିଥିବା…

ଜୁନିୟର ହକି ବିଶ୍ୱକପ: ପୋଲାଣ୍ଡକୁ ୮-୨ ଗୋଲରେ ହରାଇ କ୍ୱାର୍ଟର ଫାଇନାଲରେ ଭାରତ

କନକ ବ୍ୟୁରୋ: ଜୁନିୟର ହକି ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଭାରତ। ପୋଲାଣ୍ଡକୁ ୮-୨ ଗୋଲରେ ହରେଇ କ୍ୱାର୍ଟର ଫାଇନାଲରେ ନିଜ ସ୍ଥାନ ପକ୍କା କଲା ଭାରତ। ଭାରତ ତରଫରୁ ସୁଦୀପ ଚିର୍ମାକୋ, ଉପ ଅଧିନାୟକ ସଞ୍ଜୟ ଓ ଅର୍ଜିତ ସିଂ ହୁଣ୍ଡଲ ସର୍ବାଧିକ ଦୁଇଟି ଲେଖାଏଁ ଗୋଲ୍ ସ୍କୋର କରିଥିବା ବେଳେ ଉତ୍ତମ…

ରକ୍ଷକ ସାଜିଲା ଭକ୍ଷକ । ଫାଣ୍ଡି ଭିତରେ ରାତି ଅଧରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ଡ୍ୟୁଟିରେ ଥିବା ହୋମଗାର୍ଡ ।

କନକ ବ୍ୟୁରୋ : ଟାଙ୍ଗି ଥାନା ମଙ୍ଗୁଳି ପୁଲିସ ଆଉଟପୋଷ୍ଟ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଡ଼୍ୟୁଟିରେ ଥିବା ଜଣେ ହୋମଗାର୍ଡ଼ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ହୋମଗାର୍ଡ଼ଙ୍କ…

ତାମିଲନାଡୁରେ ବର୍ଷା ବିତ୍ପାତ: ପୁଣି ପାଣିରେ ଉବୁଟୁବୁ ରାଜଧାନୀ ଚେନ୍ନାଇ

କନକ ବ୍ୟୁରୋ: ଚେନ୍ନାଇ ରେ ପୁଣି ଚିନ୍ତା ବଢାଇଲା ବର୍ଷା । ଲଗାଣ ବର୍ଷା ଫଳରେ ରାଜ୍ୟରେ ୩ ଜଣ ପ୍ରାଣ ହାରାଇଛନ୍ତି । ଅନାପଟେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ବନ୍ୟା ପରିସ୍ତିତି ନେଇ ରାଜ୍ୟପାଳ କୁ ଭେଟିଛନ୍ତି । ସେପଟେ ରାଜ୍ୟରେ ପ୍ରବଳ ବର୍ଷାର ପୁର୍ବାନୁମାନ କରି ସତର୍କ ସୁଚନା ଜାରି କଲା…

ପାର୍ଲାମେଂଟରେ କୃଷି ଆଇନ ପ୍ରତ୍ୟାହାର ପାଇଁ ବିଲ ଆସିବା ପୂର୍ବରୁ କୃଷକଙ୍କ ବଡ଼ ନିଷ୍ପତି: ପ୍ରସ୍ତାବିତ ଟ୍ରାକ୍ଟର…

କନକ ବ୍ୟୁରୋ: ବିବାଦୀୟ ୩ କୃଷି ଆଇନକୁ ପ୍ରତ୍ୟାହାର କରାଯିବା ପରେ ବି ଦିଲ୍ଲୀ ସୀମାରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଚାଷୀ ସଂଘର ସମସ୍ତ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରଖିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହି ଭିତରେ ଆସନ୍ତା ୨୯ ତାରିଖରେ ସଂସଦ ଅଭିମୁଖେ ଟ୍ରାକ୍ଟର…