Daily Archives

November 20, 2021

ଆସିଲା ସ୍ୱଚ୍ଛତା ସର୍ବେକ୍ଷଣ ରିପୋର୍ଟ-୨୦୨୧: ପଂଚମ ଥର ସ୍ୱଚ୍ଛତମ ସହର ସମ୍ମାନ ହାତେଇଲା ମଧ୍ୟପ୍ରଦେଶର ଇନ୍ଦୋର 

କନକ ବ୍ୟୁରୋ: ପ୍ରକାଶ ପାଇଲା ଚଳିତ ବର୍ଷର ଦେଶର ସ୍ୱଚ୍ଛ ରାଜ୍ୟ ସହର ତାଲିକା । ଆଉ ସ୍ୱଚ୍ଛତା ତାଲିକାର ଶୀର୍ଷରେ ପୁଣିଥରେ ନିଜ ସ୍ଥାନ ଅକ୍ତିଆର କରିଛି ମଧ୍ୟ ପ୍ରଦେଶର ଇନ୍ଦୋର । ପଂଚମ ଥର ପାଇଁ ଇନ୍ଦୋର ହାତକୁ ଯାଇଛି ଏହି ଟାଇଟଲ । ସେହିପରି ସ୍ୱଚ୍ଛ ରାଜ୍ୟ ତାଲିକାରେ ଶୀର୍ଷରେ ରହିଛି…

ପାକିସ୍ତାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡା ଚେତାବନୀ: ଦେଶକୁ ଆତଙ୍କବାଦୀ ପଠାଇଲେ ମୁହଁତୋଡ ଜବାବ ଦେବ ଭାରତ

କନକ ବ୍ୟୁରୋ: ପାକିସ୍ତାନକୁ କଡା ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଉତରାଖଣ୍ଡ ଗସ୍ତରେ ଥିବା ରାଜନାଥ ସିଂ ଶୁକ୍ରବାର ଏକ ସଭାକୁ ସମ୍ବୋଧନ କରିବା ସମୟରେ ପାକ୍କୁ ଦେଇଛନ୍ତି ଚେତାବନୀ । କହିଲେ, ଭାରତରେ ଆତଙ୍କୀ ଯୋଜନା କଲେ ତାଙ୍କ ଦେଶରେ ପଶି ସର୍ଜିକାଲ ଷ୍ଟ୍ରାଇକ୍…

ବର୍ଷାରେ ବେହାଲ ଆନ୍ଧ୍ରପ୍ରଦେଶ: ଅନନ୍ତପୁରରେ କୋଠା ଭୁଷୁଡି ୪ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୧୭

କନକ ବ୍ୟୁରୋ: ଦକ୍ଷିଣ ଭାରତେରେ ପ୍ରବଳ ବର୍ଷା ସାଙ୍ଗକୁ ଭିଷଣ ବନ୍ୟା ଦେଖିବାକୁ ମିଳିଛି । ଆନ୍ଧ୍ରପ୍ରଦେଶ ରେ ଏକ ତିନି ମହଲା କୋଠା ଭୁଷୁଡି ୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିୁପରେ ଶହେ ରୁ ଅଧିକ ଲୋକ ବନ୍ୟା ପାଣି ରେ ଭାଷିଯାଇ ନିଖୋଜ ଅଛନ୍ତି । ଅନ୍ୟପଟେ କେରଳ ସବରିମାଳା ମନ୍ଦିର ରେ ମଧ୍ୟ…

କୃଷି ଆଇନ ପ୍ରତ୍ୟାହାର ପରେ ତେଜୁଛି ରାଜନୀତି: ସଂସଦରେ ଆଇନ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ କହିଲା…

କନକ ବ୍ୟୁରୋ: ୩ଟି ବିବାଦିୟ କୃଷି ଆଇନ ପ୍ରତ୍ୟାହର ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ । ଆଇନକୁ ରାଜ୍ୟସଭାରେ ବିରୋଧ କରିଥିବା ବିରୋଧୀ ଦଳ ଗୁଡିକ ଏବେ ବିଜେପିକୁ ଘେରିବାକୁ ଅଂଟା ଭିଡି ସାରିଲେଣି । ସାରାଦେଶରେ କଂଗ୍ରେସ ପାଳନ କରିଛି କିସାନ ବିଜୟ ଦିବସ ।…

ପୁଣି ବିବାଦରେ ନବଜୋତ ସିଂହ ସିଦ୍ଧୁ: କରତାରପୁର କରିଡର ଯାତ୍ରାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କହିଲେ ମୋ ବଡ…

କନକ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମୋ ବଡ ଭାଇ । କରତାରପୁର କରିଡର ଗସ୍ତ ବେଳେ ପଂଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ଏପରି କହିଛନ୍ତିା ଯାହାକୁ ଏବେ ପ୍ରମୁଖ ପ୍ରସଙ୍ଗ କରି କଂଗ୍ରେସକୁ ଘେରିଛି ବିଜେପି । ଆଗକୁ ପଂଜାବରେ ବିଧାନସଭା ନିର୍ବାଚନ ରହିଛି । ଏପରି…

ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲାରେ ଚାର୍ଜସିଟ ଦାଖଲ କଲା ସିବିଆଇ । ୨୫ରେ ହେବ ଶୁଣାଣି ।

କନକ ବ୍ୟୁରୋ : ‘ଅଖିଳ ଭାରତୀୟ ଆଖଡ଼ା ପରିଷଦ୍‌’ର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାକୁ ନେଇ ଚାର୍ଜସିଟ ଦାଖଲ କରିଛି ସିବିଆଇ । ଜେଲରେ ଥିବା ତିନିଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ପ୍ରୟାଗରାଜ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଛି । ସିବିଆଇ ଅନୁଯାୟୀ, ଜେଲରେ ଥିବା ତିନି…