Daily Archives

November 23, 2021

ଜୀବନ ଯୁଦ୍ଧରେ ହାରିଗଲେ ଅମ୍ରିତ ପ୍ରଧାନ: ଚିକିତ୍ସାଧିନ ଅବସ୍ଥାରେ ଚେନ୍ନାଇରେ ଚାଲିଗଲା ଜୀବନ

କନକ ବ୍ୟୁରୋ: ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଅଖିବୁଜିଲେ ଅମ୍ରିତ । ନିକଟରେ ଅମ୍ରିତଙ୍କ ହୋଇଥିଲା ଫୁସଫୁସ ପ୍ରତିରୋପଣ । ଅମ୍ରିତଙ୍କ ବିୟୋଗ ନେଇ ସୂଚନା ଦେଇଛନ୍ତି ତାଙ୍କ ଭଉଣୀ । କରୋନାରେ ଆକ୍ରାନ୍ତ ହେବା ପରେ ଗୁରୁତର ହୋଇଥିଲେ ଅମ୍ରିତ । ଏହାପରେ ଭୁବନେଶ୍ୱରରୁ ଅମ୍ରିତଙ୍କୁ…

ଆକାଶ ଛୁଆଁ ହେଲା ପରିବା ଦର: ବିଭିନ୍ନ ରାଜ୍ୟରେ ଟମାଟୋ ଶହେ ପାର୍

କନକ ବ୍ୟୁରୋ: ପରିବା ଦର ହେଲା ଆକାଶ ଛୁଆଁ । ବିଭିନ୍ନ ରାଜ୍ୟରେ ପରିବା ଦର ଏବେ ଖାଉଟୀଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇ ଛିଡା ହୋଇଛି । ଖାସ କରି ଟମାଟ ଦର ଶହେ ପାର ହୋଇଥିବା ଦେଖିଲାକୁ ମିଳିଛି । ପେଟ୍ରୋଲ ଡିଜେଲ ପରେ ଏବେ ବଢୁଥିବା ପରିବା ଦର ସାଧାରଣ ଲୋକଙ୍କ ଚିନ୍ତା ବଢାଉଛି ।…

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ପଳାତକ ଘୋଷିତ: ଜୁହୁ ସ୍ଥିତ ଘର ବାହାରେ କୋର୍ଟଙ୍କ ନୋଟିସ୍

କନକ ବ୍ୟୁରୋ: ମୁମ୍ବାଇର ପୁର୍ବତନ ପୋଲିସ କମିସନର ପରମବୀରଙ୍କ ଘରେ ଲାଗିଲା ପଳାତକ ନୋଟିସ । ଗତ ଅକ୍ଟୋବର ମାସରୁ ଫେରାର ଥିଲେ ପରମବୀର ସିଂ । ମହାରାଷ୍ଟ୍ର ପୁର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ବଟି ଆଦାୟ ଅଭିଯୋଗ ଆଣିଥିଲେ ପରମବୀର ସିଂ । ଏବଂ ଏହା ପରେ ସେ ଦେଶ ଛାଡି…

କୃଷକ କାର୍ଡ ଖେଳିଲେ ରାଜ୍ୟ ସରକାର: ୪୮୪ କୋଟି ୧୦ ଲକ୍ଷ ଟଙ୍କାର ଖର୍ଚ ଅଟକଳକୁ କ୍ୟାବିନେଟନର ଅନୁମୋଦନ

କନକ ବ୍ୟୁରୋ: ସେହିଭଳି ଗ୍ରାମାଂଚଳରେ ରୋଜଗାର ବୃଦ୍ଧି କରିବାକୁ ରାଜ୍ୟ କ୍ୟାବିନେଟ ପାଂଚବର୍ଷ ପାଇଁ ୪୮୪ ଦଶମିକ ୧୦ କୋଟି ଟଙ୍କାର ଖର୍ଚ ଅଟକଳକୁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏହି ଅର୍ଥରାଶିର ବ୍ୟବସ୍ଥା ହୋଇଛି । ଏହାଦ୍ୱାରା କୃଷି ଉଦ୍ୟୋଗୀଙ୍କୁ ରିହାତି…

ଲିଙ୍ଗରାଜ ମନ୍ଦିରର ପରିଚାଳନା ପାଇଁ ହେବ କମିଟି ଗଠନ: ଅଧ୍ୟାଦେଶକୁ କ୍ୟାବିନେଟରେ ମୋହର

କନକ ବ୍ୟୁରୋ: ପୁରୀର ବିକାଶ ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଥିବା ବେଳେ ଏବେ ଲିଙ୍ଗରାଜ ମନ୍ଦିର ପ୍ରସଙ୍ଗରେ ନେଇଛନ୍ତି ବଡ଼ ନିଷ୍ପତି । ... ଲିଙ୍ଗରାଜ ମନ୍ଦିର, ଏହାର ସମ୍ପତିର ପରିଚାଳନା କରିବ ଏକ କମିଟି । ଏସମ୍ପର୍କିତ ଏକ ଅଧ୍ୟାଦେଶକୁ ରାଜ୍ୟ କ୍ୟାବିନେଟ ଆଜି ଅନୁମୋଦନ କରିଛି ।…

ୟୁରୋପରେ କରୋନା କଟକଣାକୁ ଜୋରଦାର ବିରୋଧ: ନେଦରଲ୍ୟାଣ୍ଡ ଓ ବେଲଜିୟମରେ ହିଂସାତ୍ମକ ଆନ୍ଦୋଳନ 

କନକ ବ୍ୟୁରୋ: ୟୁରୋପରେ କୋଭିଡ୍ କଟକଣାକୁ ଜୋରଦାର ବିରୋଧ । ସଂକ୍ରମଣ ଉପରମୁହାଁ ହେଉଥିବାରୁ ୟୁରୋପରେ କୋଭିଡ୍ କଟକଣା ଲାଗୁ ହୋଇଛି । ଏହି କଟକଣାକୁ ବିରୋଧ କରି ଜୋରଦାର ଆନ୍ଦୋଳନ କରାଯାଇଛି । ଲାଗୁ ହୋଇଥିବା ନୂଆ କଟକଣାକୁ ବେଲଜିୟମ୍ ଓ ନେରଦାଣ୍ଡରେ ତୀବ୍ର ବିରୋଧ ହୋଇଛି । ସେହିପରି…