Daily Archives

November 9, 2021

ଆଇପିଏଲକୁ ନେଇ ଭାରତୀୟ ଫ୍ୟାନ ଅସନ୍ତୋଷ: ୱିଲିୟମସନ କହିଲେ, ଆମକୁ ମିଳିଲା ଫାଇଦା

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଭାରତ ସେମିଫାଇନାଲରେ ପହଞ୍ଚି ନପାରିବାର କାରଣ ଏବେ ସମସ୍ତେ ଆଇପିଏଲକୁ ହିଁ ଦେଉଛନ୍ତି । ଏହାକୁ ନେଇ ଅନେକ ଲୋକ ଅଭିଯୋଗ କରିବା ସହ ଅସନ୍ତୋଷ ମଧ୍ୟ ଜାହିର କରିଛନ୍ତି । ହେଲେ ନ୍ୟୁଜିଲାଣ୍ଡ ଅଧିନାୟକ କିନ୍ତୁ ଏହାକୁ ନେଇ ଭିନ୍ନ ମତ ଦେଇଛନ୍ତି । ସେ କହିଛନ୍ତି…

ଲଗାଣ ବର୍ଷା ହେଲା କାଳ: ପାଣିରେ ବୁଡିଲା ଚେନ୍ନାଇ, ପାଣିପାଗ ବିଭାଗର ସୂଚନା, ଆହୁରି ତିନି ଦିନ ହେବ ପ୍ରବଳ ବର୍ଷା

କନକ ବ୍ୟୁରୋ: ତାମିଲନାଡୁରେ ଜାରିରହିବ ବର୍ଷାର ତାଣ୍ଡବ । ଆଗାମୀ ୩ ଦିନ ପାଇଁ ରେଡ ଆଲର୍ଟ ଜାରି କରିଲା ଭାରତୀୟ ପାଣିପାଗ ବିଭାଗ । ପ୍ରବଳ ବର୍ଷା ଫଳରେ ରାଜ୍ୟରେ ଅନେକ ସ୍ଥାନରେ ସ୍ଥିତି ସାଂଘାତିକ୍ ହୋଇ ପଡିଛି । ଖାସକରି ପ୍ରଭାବିତ ହୋଇଛି ଚେନ୍ନାଇ । ରାଜ୍ୟରେ ୫ ଜଣଙ୍କ ଜୀବନ ନେଲାଣି…

ମାମୁଁଘରକୁ ଆସି ହଜିଗଲା ଭଣଜା: ଗାଁ ଦାଣ୍ଡରେ ଖେଳୁଥିବାବେଳେ ୨ ବର୍ଷର ଶିଶୁ ପୁତ୍ର ନିଖୋଜ

କନକ ବ୍ୟୁରୋ: ମାମୁଁଘରକୁ ବୁଲିବାକୁ ଆସି ଦୁଇବର୍ଷର ଶିଶୁପୁତ୍ର ନିଖୋଜ ହୋଇଯାଇଛି । ଏଭଳି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଶିବପୁର ପଂଚାୟତର ଶଙ୍କରପୁର ଗାଁରୁ । ଗାଁକୁ ନିକଟସ୍ଥ ମଙ୍ଗଳପୁରରୁ କହ୍ନେଇଲାଲ ଭୋଇଙ୍କ ପୁଅ ସୌମ୍ୟରଞ୍ଜନ ନିଜ ମାଙ୍କ ସହିତ ମାମୁଁଘର…

ଡ୍ରଗ୍ସ ବିବାଦରୁ ଅଣ୍ଡରୱାର୍ଲ୍ଡ ଲିଙ୍କ: ମୁହାଁମୁହିଁ ହେଲେ ନୱାବ-ଫଡନବିସ

କନକ ବ୍ୟୁରୋ: ମୁମ୍ବାଇ ଡ୍ରଗ୍ସ କେସ୍ରେ ତେଜୁଛି ରାଜନୀତି । ନେତା ନେତା ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପର ଧାରା । ଗୋଟିଏ ପଟେ ବାରମ୍ବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣାଣ୍ଡିଜ ଙ୍କୁ ଟାର୍ଗେଟ କରୁଛନ୍ତି ନବାବ ମଲ୍ଲିକ । ସେହିପରି ଫର୍ଣ୍ଣାଣ୍ଡିଜ ମଧ୍ୟ ପାଲଟା ଜବାବ…

ଭୋପାଳରେ ଭୟଙ୍କର ଅଗ୍ନିକାଣ୍ଡ: କମଳା ନେହେରୁ ହସ୍ପିଟାଲରେ ଶିଶୁ ରୋଗ ବିଭାଗରେ ନିଆଁ ଲାଗି ୪ ନବଜାତ ଶିଶୁ ଜୀବନ୍ତ…

କନକ ବ୍ୟୁରୋ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ବଡ ଅଘଟଣ । ସୋମବାର ବିଳମ୍ବିତ ରାତିରେ ଭୋପାଲ କମଲା ନେହେରୁ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି ୪ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଡାକ୍ତରଖାନାର ପେଡିଆଟ୍ରିକ୍ ବିଭାଗର ଆଇସିୟୁରେ ନିଆଁ ଲାଗି ଏଭଳି ଅଘଟଣ ଘଟିଛି । ଭୋପାଳ…

ପୁଣି ଫେରିଲା ରାଫେଲ ବିବାଦ: ଯୁଦ୍ଧ ବିମାନ ଦୁର୍ନୀତି ନେଇ ମୁହାଁମୁହିଁ ହେଲେ କଂଗ୍ରେସ-ବିଜେପି 

କନକ ବ୍ୟୁରୋ: ରାଫେଲ ବିମାନ ପ୍ରଥମ ଥର ପାଇଁ ଯେତେବେଳେ ଫ୍ରାନ୍ସରୁ ଆସି ଭାରତରେ ପହଂଚିଥିଲା, ଦେଶବାସୀଙ୍କ ମନରେ ସୃଷ୍ଟି ହୋଇଥିଲା ଏକ ନୂଆ ଉତ୍ସାହ, କାରଣ ଅତ୍ୟାଧୁନିିକ ଜ୍ଞାନକୌଶଳରେ ନିର୍ମିତ ରାଫେଲ ଚୀନର ଚାଲକୁ ଟକ୍କର ଦେଇପାରିବ ବୋଲି ବିଶ୍ୱାସ ଜନ୍ମିଥିଲା  । ହେଲେ ବାୟୁସେନାର…