Daily Archives

November 24, 2021

ଓଡ଼ିଶା-ଆନ୍ଧ୍ର ବିବାଦର ସମାଧାନ ପାଇଁ ଗଠନ ହେଲା କମିଟି: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟିରେ ରହିବେ ୮ ସଦସ୍ୟ

କନକ ବ୍ୟୁରୋ: ଓଡ଼ିଶା-ଆନ୍ଧ୍ର ବିବାଦର ସମାଧନ ପାଇଁ ଆଲୋଚନା କରିବାକୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ଏହି କମିଟିର ନେତୃତ୍ୱ ନେବେ । ମୁଖ୍ୟଶାସନ ସଚିବଙ୍କ ସମେତ ଅନ୍ୟ ବିଭାଗର ସଚିବଙ୍କୁ ଏହି କମିଟିରେ ସାମିଲ କରାଯାଇଛି । ମୋଟ୍ ୮ ଜଣ ଏହି…

ରାଜସ୍ଥାନ ମନ୍ତ୍ରୀଙ୍କ ଅଜବ ବୟାନ: କହିଲେ, ହିରୋଇନ୍ କ୍ୟାଟ୍ରିନାଙ୍କ ଗାଲ ଭଳି ରାସ୍ତା ହେବା ଦରକାର

କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ଗାଲ ଭଳି ରାସ୍ତା ହେବା ଦରକାର। ଏଭଳି ବୟାନ ଦେଇ ଏବେ ଚର୍ଚ୍ଚାରେ ରାଜସ୍ଥାନ ମନ୍ତ୍ରୀ ରାଜେନ୍ଦ୍ର ସିଂ ଗୁଢ଼ା। ରାଜସ୍ଥାନର ଝୁଝୁନ ଜିଲ୍ଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ ସେ ଏଭଳି କହିଛନ୍ତି। ମଙ୍ଗଳବାର ‌ସେ ଏଭଳି ବୟାନ…

ଜୁନିଅର ହକି ବିଶ୍ୱକପ: ପ୍ରଥମ ମ୍ୟାଚରେ ଫ୍ରାନ୍ସଠୁ ହାରିଲା ଭାରତ

କନକ ବ୍ୟୁରୋ: ହକି ଜୁନିଅର୍ ବିଶ୍ଵକପ ପ୍ରଥମ ମ୍ୟାଚରେ ହାରିଲା ଭାରତ । ଡିପେଣ୍ଡିଂ ଚାମ୍ପିୟନ ଭାରତକୁ ୫-୪ ଗୋଲରେ ହରାଇଲା ଫ୍ରାନ୍ସ । ପ୍ରଥମ ୫୦ ସେକେଣ୍ଡରେ ହିଁ ପ୍ରଥମ ଗୋଲ୍ କରି ଭାରତକୁ ବ୍ୟାକଫୁଟକୁ ନେଇ ଯାଇଥିଲା। ଫ୍ରାନ୍ସ ତରଫରୁ ସର୍ବାଧିକ ଅଧିନାୟକ ଟିମୋଥି କ୍ଲିମେଣ୍ଟ ୩ ଟି ଗୋଲ୍…

ଶିକ୍ଷାଗତ ଯୋଗ୍ୟତା କମ୍, କିନ୍ତୁ ଦରମା ଅଧିକ । ପ୍ରତିବାଦରେ ରାଜରାସ୍ତାରେ ଗ୍ରାଜୁଏଟ୍ ଅଙ୍ଗନୱାଡି ସୁପରଭାଇଜର ।

କନକ ବ୍ୟୁରୋ : ମହିଳା ଓ ଶିଶୁ ବିକାଶ ବିଭାଗର ଅଜବ ନିୟମକୁ ବିରୋଧ କରି ୧୭ ଦିନ ହେଲା ଲୋୟର ପିଏମଜିରେ ବସିଛନ୍ତି ୫୫୭ ଅଙ୍ଗନୱାଡି ଗ୍ରାଜୁଏଟ୍ ସୁପରଭାଇଜର । ମାଟ୍ରିକ ପାସ କରି ସୁପରଭାଇଜରଙ୍କ ଦରମା ୬୦ରୁ ୭୦ ହଜାର ଥିବାବେେଳେ ଗ୍ରାଜୁଏଟ ସୁପରଭାଇଜରଙ୍କ ଦରମା ମାତ୍ର ୧୬,୮୮୦ ଟଙ୍କା ଥିବା…

କେନ୍ଦ୍ର ଓ ଦିଲ୍ଲୀ ସରକାର ଉପରେ ପୁଣି ବର୍ଷିଲେ ସୁପ୍ରିମକୋର୍ଟ: କହିଲେ, ଏବେ ବି ସୁଧୁରିନି ବାୟୁ ପ୍ରଦୂଷଣ, କଣ…

କନକ ବ୍ୟୁରୋ: ପ୍ରଦୂଷଣ ମାମାଲାରେ ଶୁଣାଣି କରି ପୁଣିଥରେ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ବାୟୁ ପ୍ରଦୂଷଣର ସ୍ଥିତି ଏବେ ବି ସୁଧୁରିନଥିବାରୁ କ୍ଷୁବ୍ଧ ହୋଇଛନ୍ତି ସର୍ବୋଚ୍ଚ ନାୟାଳୟ । ସରକାରୀ କର୍ମଚାରୀ, ପ୍ରଶାସନିକ ଅଧିକାରୀ ସବୁ କଣ କରୁଛନ୍ତି ବୋଲି…

ଏମ୍ସ ନିର୍ଦ୍ଦେଶକଙ୍କ ବୟାନ: କହିଲେ ବର୍ତମାନ କରୋନାର ୨ଟି ଡୋଜ୍ ପ୍ରାଥମିକତା, ବୁଷ୍ଟର ଡୋଜର ନାହିଁ ଆବଶ୍ୟକତା

କନକ ବ୍ୟୁରୋ: ୟୁରୋପ, ଆମେରିକାରେ ସଂକ୍ରମଣ ବଢୁଛି । ଆଉ ଭାରତରେ ଧିରେ ଧିରେ କମୁଛି କରୋନାର ପ୍ରକୋପ । ଏହାରି ଭିତରେ ଦେଶରେ ତୃତୀୟ ଲହରର ଆଶଙ୍କା ନଥିବା କହିଛନ୍ତି ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ଏହାସହ ଲୋକଙ୍କୁ ବୁଷ୍ଟର ଡୋଜ୍ର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଡାକ୍ତର…