Daily Archives

November 26, 2021

ରିଲିଜ ହେଲା ‘୮୩’ର ଟ୍ରେଲର । ତାଜା ହେଲା ୧୯୮୩ ଐତିହାସିକ ବିଶ୍ୱକପ ବିଜୟର ସ୍ମୃତି ।

କନକ ବ୍ୟୁରୋ: ସବୁ ପ୍ରତିକ୍ଷାର ହେଲା ଅନ୍ତ, ରିଲିଜ ହେଲା ଅପକମିଙ୍ଗ ମୁଭି ୮୩ର ଟ୍ରେଲର । ଟିଜରଟି ପୁଣି ଥରେ ତାଜା କରିଛି ୧୯୮୩ ମସିହାରେ ଭାରତର ଐତିହାସିକ ବିଶ୍ୱକପ ବିଜୟର ସ୍ମୁତିକୁ । ଫିଲ୍ମରେ ଲିଡ ରୋଲରେ ନଜର ଆସିବେ ରଣବୀର ସିଂଙ୍କ ସହ ଦୀପିକା ପାଦୁକୋନ । ଟ୍ରେଲର ରିଲିଜ ପୂର୍ବରୁ…

ସେନା ଏବଂ ଜମ୍ମୁ କଶ୍ମୀର ପୋଲିସର ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଇ ବିବାଦରେ ମେହବୁବା ।

କନକ ବ୍ୟୁରୋ: ଆତଙ୍କବାଦୀ ବିରୋଧରେ ସେନାର ଅପରେସନକୁ ନେଇ ପ୍ରଶ୍ନ ଉଠାଇଲେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି ମେହବୁବା । ନିକଟରେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ ଜମ୍ମୁ କଶ୍ମୀର ପଣ୍ଡିତ । ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତଙ୍କୁ ଠାବ କରି ରାମବାଘ ଠାରେ ୩ ଜଣଙ୍କୁ…

ଏସବିଆଇ ଏଟିଏମରୁ ୨୮ ଲକ୍ଷ ଲୁଟ୍ । ଟଙ୍କା ଭର୍ତ୍ତି ବେଳେ ଲୁଟିନେଲେ ଲୁଟେରା ।

କନକ ବ୍ୟୁରୋ: ବନ୍ଧୁକ ଦେଖାଇ ଲୁଟିନେଲେ ୨୮ ଲକ୍ଷ । ସିନେମା ଷ୍ଟାଇଲରେ ଟଙ୍କା ନେଇ ଛୁ ମାରିଲେ ଲୁଟେରା । ଏଟିଏମରେ ଟଙ୍କା ଭର୍ତ୍ତି ବେଳେ ନାଟକୀୟ ଲୁଟ୍ । ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମରୁ ୨୮ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତା ତେବେ ଭଦ୍ରକ ଟାଉନ ଥାନା ନିକଟ ଚରମ୍ପା ଠାରେ ଲୁଟ୍…

କୁଆଡେ ଗଲା ଆତଙ୍କୀ କସାବର ଫୋନ୍ ? ଆତଙ୍କୀର ଫୋନ ଲୁଚାଇଥିଲେ କି ପରମବୀର ?

କନ ବ୍ୟୁରୋ: କୁଆଡେ ଗଲା ୨୬/୧୧ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଫାଶୀ ପାଇଥିବା ଆତଙ୍କବାଦୀ କସାବର ମୋବାଇଲ ଫୋନ୍? କସାବକୁ ନେଇ ଯେତେବେଳେ କୋର୍ଟରେ ମାମଲା ଚାଲିଥିଲା ସେତେବେଳେ ମୋବାଇଲ ଫୋନ ଦାଖଲ ହୋଇନଥିଲା । କିନ୍ତୁ ଏହି ଫୋନ୍ ବିବାଦୀୟ ଆଇପିଏସ ଅଫିସର ପରମବୀର ସିଂଙ୍କ ପାଖରେ ଥିଲା । ଏହା…

କୋଟିପତି କବାଡିବାଲାଙ୍କୁ ଟିକେଟ ଦେଲା କଂଗ୍ରେସ । ଅଦରକାରୀ ଜିନିଷ ବିକି କମାଇଛନ୍ତି କୋଟି କୋଟି ଟଙ୍କା, ପିନ୍ଧୁଛନ୍ତି…

କନକ ବ୍ୟୁରୋ : ଅଦରକାରୀ ଜିନିଷ ବା ଭଙ୍ଗା ଲୁହା(କବାଡି) ବିକ୍ରି କରି କୋଟିପତି ହେଲେ ଓ ଏବେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି କର୍ଣ୍ଣାଟକର ଜଣେ ବ୍ୟକ୍ତି ।  ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବାବଦରେ କହିବୁ, ଯିଏ କି ଦିନେ ସଂଘର୍ଷ କରିଥିଲେ, ଆଉ ଏବେ ସେ…

ସମ୍ବିଧାନ ଦିବସକୁ ନେଇ ଶାସକ ବିରୋଧୀ ସାମ୍ନାସାମ୍ନି । ପରିବାରବାଦ କଥା କହି ବିରୋଧୀଙ୍କୁ ପାଠ ପଢାଇଲେ, ଗଣତନ୍ତ୍ରର…

କନକ ବ୍ୟୁରୋ: ୧୯୫୦, ନଭେମ୍ବର ୨୬ରେ ବି ଆର ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ହୋଇଥିବା ସମ୍ବିଧାନକୁ ଭାରତ ଆପଣାଇଥିଲା । ସଂସଦରେ ମଧ୍ୟ ଏହି ସମ୍ବିଧାନ ଦିବସ ପାଳିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ବିରୋଧୀଙ୍କୁ ପରିବାର କଥା କହି କଟାକ୍ଷ କରିଛନ୍ତି । ଅନ୍ୟପଟେ…