ଅନିଲ ଦେଶମୁଖଙ୍କ ପୁଅକୁ ‘ଇଡି’ର ସମନ! ଗିରଫ ହେବେ କି ହୃଷିକେଶ ଦେଶମୁୁଖ?
କନକ ବ୍ୟୁରୋ: ବଟି ଆଦାୟ ମାମଲାରେ ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀଙ୍କ ସମସ୍ୟା ବଢିବାରେ ଲାଗିଛି । ରିମାଣ୍ଡରେ ଥିବା ଅନିଲ ଦେଶମୁଖଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଜେରା କରୁଥିବାବେଳେ ଏବେ ତାଙ୍କ ପୁଅ ହୃଷିକେଶ ଦେଶମୁଖଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିବାର ସମ୍ଭାବନା ରହିଛି । ଏବେ…