Daily Archives

November 19, 2021

ସ୍ୱଳ୍ପ ସମୟ ପାଇଁ କମଳା ହାରିସ ହେବେ ଆମେରିକା ରାଷ୍ଟ୍ରପତି: କଲୋନୋସ୍କୋପି ପାଇଁ ଆନାସ୍ଥେସିଆ ପ୍ରଭାବରେ ରହିବେ…

କନକ ବ୍ୟୁରୋ: ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କ ହାତରେ ରହିବ ରାଷ୍ଟ୍ରପତିଙ୍କ କ୍ଷମତା । ସ୍ୱଳ୍ପ ସମୟ ପାଇଁ ଉପ ରାଷ୍ଟ୍ରପତି କମଳା ହାରିସଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ରୁଟିନ୍ ଚେକ୍ଅପ୍ ପାଇଁ ୱାଲଟର ରିଡ୍ ମିଲିଟାରୀ…

ରୋହିତ-ରାହୁଲଙ୍କ ଦମଦାର ପାର୍ଟନରସିପ: ୭ ୱିକେଟରେ ଜିତିଲା ଭାରତ

କନକ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପର ଆଜି ଦ୍ୱିତୀୟ ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଛି । ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଲଢୁଆ ପାର୍ଟନରସିପ ଯୋଗୁଁ ଭାରତ ଏହି ମ୍ୟାଚରେ ୭ ୱିକେଟରେ ବିଜୟ ହାସଲ କରିଛି । ଏହାସହ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ଟି-୨୦ ସିରିଜରେ…

କାହିଁକି ମୁଣ୍ଡ ନୁଆଁଇଲେ ମୋଦୀ ସରକାର? ବର୍ଷେକାଳ ଲଢ଼େଇ ପରେ କାହିଁକି ଦେଲେ ପଛଘୁଂଚା?

କନକ ବ୍ୟୁରୋ: ୩ଟି ନୂଆ କୃଷି ଆଇନ ଆସିବା ପରେ ଏହାର ପ୍ରତ୍ୟାହାର ଦାବି କରି ରାସ୍ତାକୁ ଓହ୍ଲାଇଥିଲେ ଦେଶର ଚାଷୀ ସଂଗଠନ । ଚାଷୀଙ୍କ ଏପରି ମେଳି, ଦଶନ୍ଧୀ ଦଶନ୍ଧୀ ଧରି କେବେ ବି ଦେଖିବାକୁ ମିଳିନଥିଲା । ଦିଲ୍ଲୀରୁ ପଲ୍ଲୀ ଯାଏଁ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ନୂଆ କୃଷି…

ଆସନ୍ତାକାଲି ପ୍ରକାଶ ପାଇବ +୨ ଅଫଲାଇନ ପରୀକ୍ଷା ଫଳ: ଜାଣନ୍ତୁ କେମିତି ଦେଖିବେ ରେଜଲ୍ଟ

କନକ ବ୍ୟୁରୋ: ଆସନ୍ତାକାଲି ୱେବସାଇଟ  www.orissaresults.nic.in ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ଅକ୍ଟୋବର ୧ରୁ ୧୧ ତାରିଖ ଯାଏ ଅଫ ଲାଇନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ବିକଳ୍ପ ମୁଲ୍ୟାୟନରେ ଅସନ୍ତୁଷ୍ଟ ରାଜ୍ୟର ୧୩ହଜାର ୪୩ଜଣ…

ଡେବ୍ୟୁ ମ୍ୟାଚରେ ଚମକିଲେ ହର୍ଷଲ: ୧୫୩ ରନ କଲା ନ୍ୟୁଜିଲାଣ୍ଡ, ଭାରତ ଆଗରେ ୧୫୪ ରନର ଟାର୍ଗେଟ

କନକ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୫୩ ରନ କରିବାରେ ସଫଳ ହୋଇଛି ନ୍ୟୁଜିଲାଣ୍ଡ ଦଳ । ଫଳରେ ଭାରତ ଆଗରେ ୧୫୪ ରନର ବିଜୟ ଲକ୍ଷ୍ୟ ରହିଛି । ଏହି ମ୍ୟାଚରେ ଡେବ୍ୟୁ କରିଥିବା ହର୍ଷଲ ପଟେଲ ଦମଦାର ପ୍ରଦର୍ଶନ…

ଦିଲ୍ଲୀ ଭଳି ହେବି କି ଭୁବନେଶ୍ୱରର ସ୍ଥିତି । ଦିନ ଦ୍ୱିପହରରେ ସ୍ମାର୍ଟ ସିଟି ଉପରେ ଦେଖିବାକୁ ମିଳୁଛି ଧୂଆଁର ଚାଦର

କନକ ବ୍ୟୁରୋ: ବିପଦ ବଳୟରେ ସ୍ମାର୍ଟ ସିଟି ଭୁବନେଶ୍ୱର । ବଢିବାରେ ଲାଗିଛି ଭୁବନେଶ୍ୱରର ବାୟୁ ପ୍ରଦୁଷଣ । ରାଜଧାନୀ ଭୁବନେଶ୍ୱରରେ ଗଡୁଥିବା ଲକ୍ଷାଧିକ ଗାଡି ଏବେ ପରିବେଶ ପାଇଁ ଚିନ୍ତା ବଢାଇଛି । ଯାହାଫଳରେ ଭୁବନେଶ୍ୱର ଏବେ ଦିଲ୍ଲୀମୁହାଁ ହେଉଥିବା ଆକଳନ କଲେଣି ପରିବେଶବିତ୍ ।…