Daily Archives

November 14, 2021

ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଲା ଅଷ୍ଟ୍ରେଲିଆ । ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇଲା କଙ୍ଗାରୁ ଦଳ।

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ୍ ଜିତିଲା ଅଷ୍ଟ୍ରେଲିଆ । ସୁପର ସଣ୍ଡେର ସୁପର ମୁକାବିଲାରେ ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ୍ ଟ୍ରଫି ହାତେଇଲା କଙ୍ଗାରୁ ଦଳ । ତେବେ ରେକର୍ଡ ସଂଖ୍ୟକ ଦିନିକିଆ ବିଶ୍ୱକପ୍ ଜିତିଥିବା ଅଷ୍ଟ୍ରେଲିଆ ଦଳର ଏହା ପ୍ରଥମ ଟି-୨୦ ବିଶ୍ୱକପ୍ । ନ୍ୟୁଜିଲାଣ୍ଡକୁ ଆଜି ଦଳ ୮…

ୱିଲିୟମସନଙ୍କ ଦମଦାର ବ୍ୟାଟିଂ । ଅଷ୍ଟ୍ରେଲିଆ ଆଗରେ ୧୭୨ ରନର ବଡ଼ ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ନ୍ୟୁଜିଲାଣ୍ଡ ।

କନକ ବ୍ୟୁରୋ :  ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ଫାଇନାଲ୍‌ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ରବିବାର ଅଷ୍ଟ୍ରେଲିଆ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା । ଟସ୍‌ ଜିତିବା ପରେ କ୍ୱିଓ୍ଵି ଦଳକୁ ଅଷ୍ଟ୍ରେଲିଆ…

ଦିଲ୍ଲୀରେ ବହୁଛି ବିଷାକ୍ତ ବାୟୁ । ପ୍ରଦୂଷଣ ପାଇଁ ଲାଗିଲା ଲକଡାଉନ୍ ।

କନକ ବ୍ୟୁରୋ : ଦିଲ୍ଲୀକୁ ଫେରିଲା ଲକଡାଉନ । ଏ ଲକଡାଉନ କରୋନା ପାଇଁ ନୁହେଁ ପ୍ରଦୂଷଣ ପାଇଁ । ଶୀତ ଦିନେ ଦିଲ୍ଲୀକୁ ପ୍ରଦୂଷଣ ଫେରିଛି । କରୋନା ବେଳେ ଦିଲ୍ଲୀବାସୀ ଧୂଳି-ଧୂଆଁରେ ଧନ୍ଦି ହେଉଛନ୍ତି । ପ୍ରଦୂଷଣ ମାତ୍ରା ବଢିବାରୁ ସପ୍ତାହେ ପାଇଁ ବନ୍ଦ ଘୋଷଣା କରିଛନ୍ତି ସରକାର । ହେଲେ ଏପରି…

ଚାକିରି ଛାଡ଼ି କ୍ଷୁଦ୍ର ଉଦ୍ୟୋଗ କରିଛନ୍ତି ଆଦିତ୍ୟ । ଅକ୍ସି ପ୍ରୋ ବ୍ରାଣ୍ଡର ତିଆରି ହେଉଛି ଫିନାଇଲ, ସାନିଟାଇଜର ପରି…

କନକ ବ୍ୟୁରୋ: ଦିନେ ନାମୀଦାମୀ ପ୍ରତିଷ୍ଠିତ ଫର୍ମାସିଟିକାଲ କମ୍ପାନୀର ଚାକିରିଆ । ମାସିକ ମୋଟା ଅଙ୍କର ଦରମା । ତେବେ ଲକ୍ଷାଧିକ ଟଙ୍କାର ଲୋଭନୀୟ ଦରମା ଛାଡି ନିଜେ ସ୍ୱାବଲମ୍ବୀ ହେବାର ଆଶାରେ ଚାକିରି ଛାଡି ଫେରିଲେ ନିଜ ଭିଟା ମାଟିକୁ । ଆତ୍ମନିର୍ଭରଶୀଳ ହେବାର ଲକ୍ଷ ନେଇ ଆରମ୍ଭ କରିଥିଲେ…

ବେକେରୀ ଫାର୍ମ କରିଛି ସ୍ୱାବଲମ୍ବୀ । ଆଠଗଡ଼ର ମନୋରଞ୍ଜନ ପଟ୍ଟନାୟକଙ୍କ ବେକେରୀ ଫାର୍ମକୁ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: କଟକ ଜିଲ୍ଲା ଆଠଗଡ଼ ବ୍ଲକର ମନୋରଞ୍ଜନ ପଟ୍ଟନାୟକ ବେକେରୀ ଫାର୍ମ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ଦେଇଛନ୍ତି ନିଯୁକ୍ତିର ସୁଯୋଗ । ଯେଉଁଠି ସେ ଛେନା କେକ୍, ପାଉଁରୁଟି, ପେଟିସ୍ ପରି ଜିନିଷ ପ୍ରସ୍ତୁତ କରି ସ୍ଥାନୀୟ ବଜାରରେ ବିକ୍ରି କରିଥାନ୍ତି । ଖାଲି ସେତିକି…