Daily Archives

November 28, 2021

ଜିଓ ଗ୍ରାହକଙ୍କୁ ଝଟକା: ମହଙ୍ଗା ହେଲା ଜିଓ ରିଚାର୍ଜ । ଜାଣନ୍ତୁ, ମାସିକ କେଉଁ ପ୍ଲାନ ପାଇଁ କେତେ ଦେବେ ଟଙ୍କା

କନକ ବ୍ୟୁରୋ: ଜିଓ ଗ୍ରାହକଙ୍କ ପାଇଁ ବଡ଼ ଖବର । ମହଙ୍ଗା ହେଲା ଜିଓ ରିଚାର୍ଜ । ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ବୃଦ୍ଧି ପରେ ଏବେ କଥା ହେବା ପାଇଁ ବି ଦେବାକୁ ପଡ଼ିବ ଅଧିକ ଟଙ୍କା । କାରଣ ଏୟାରଟେଲ ପରେ ରିଲାଏନ୍ସ ଜିଓ ଏହାର ରିଚାର୍ଜ ମୂଲ୍ୟ ମଧ୍ୟ ବୃଦ୍ଧି କରିଛି। ଡିସେମ୍ବର ୧, ୨୦୨୧ରୁ…

ପଦ୍ମଶ୍ରୀ ନନ୍ଦ ପୃଷ୍ଟି ସାରଙ୍କ ବଡ ପୁଅକୁ ଆକ୍ରମଣ । ନନ୍ଦ ସାରଙ୍କୁ ବି ଆକ୍ରମଣ ଧମକ ଦେଲେ କିଛି ଅସାମାଜିକ ଯୁବକ 

କନକ ବ୍ୟୁରୋ: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ । ନନ୍ଦ ସାରଙ୍କୁ ଗାଁର କିଛି ଅସାମାଜିକ ଯୁବକ ଆକ୍ରମଣ କରିବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବଡ ପୁଅ । ନନ୍ଦ ସାରଙ୍କ ବଡ ପୁଅ ଗଣେଶ୍ୱର ପୃଷ୍ଟିଙ୍କ ଅଭିଯୋଗ ଅନୁସାରେ ଗତକାଲି ନନ୍ଦ ସାର ଭୁବନେଶ୍ୱରରୁ ଫେରିବା ପରେ ତାଙ୍କର…

ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସଂଶୋଧିତ ଗାଇଡଲାଇନ: ଯାତ୍ରା ପୂର୍ବ ୧୪ ଦିନର ବିବରଣୀ ଦେବା ବାଧ୍ୟତାମୂଳକ

କନକ ବ୍ୟୁରୋ: ସାରା ବିଶ୍ୱରେ ଏବେ ଆତଙ୍କ ସୃଷ୍ଟି କରିଛି ଓମିକ୍ରନ ଭାଂରିଆଂଟ । ଏ ନେଇ ବିଦେଶ ଫେରନ୍ତାଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ସଂଶୋଧିତ ଗାଇଡଲାଇନ ଅନୁସାରେ, ଯାତ୍ରା ପୂର୍ବରୁ ୧୪ ଦିନର ଯାତ୍ରା ସମ୍ପର୍କିତ ବିବରଣୀ ଦେବାକୁ ପଡିବ ।…

ଦେଶରେ ବଢ଼ୁଛି ବେକାରୀ ସଂଖ୍ୟା: ସିଏମଆଇର ତଥ୍ୟ, ଅକ୍ଟୋବର ତୁନଳାରେ ନଭେମ୍ବରରେ ବୃଦ୍ଧିପାଇଛି ୮ ପ୍ରତିଶତ ବେକାରୀ 

କନକ ବ୍ୟୁରୋ: ସିଏମଆଇଇର ରିପୋର୍ଟ ଅନୁସାରେ ଦେଶରେ ବଢିଛି ବେକାରୀ । ଅକ୍ଟୋବର ତୁଳନାରେ ନଭେମ୍ବରରେ ୮ ପ୍ରତିଶତ ଅଧିକ ବଢିଛି ବେକାରୀ ସଂଖ୍ୟା । ସେପ୍ଟେମ୍ବର ମାସରେ ବେକାରୀ ୭.୭୫ ପ୍ରତିଶତ  ବଢିଥିଲା । ମେ ମାସରେ ଦେଶରେ ୧କୋଟି ୫୦ ଲକ୍ଷ ଲୋକ ରୋଜଗାର ହରେଇଥିଲେ । କେବଳ ଅଗଷ୍ଟ ମାସରେ…

ଉତ୍କଳ ବିଶ୍ୱବିଦ୍ୟାଳୟ ପିଏଚଡ଼ି ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ଆଣ୍ଟିବଡ଼ି କିଟ: ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ…

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟର ବାଇଓ ଟେକ୍ନୋଲୋଜି ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଛି ଆଣ୍ଟି ଟ୍ରାନ୍ସଫରିନ ଆଣ୍ଟି ବଡି କିଟ । ଟ୍ରାନ୍ସଫରିନ ହେଉଛି ଏକ ପ୍ରକାର ପ୍ରୋଟିନ ଯାହା ଶରୀରରେ ଆଇରନର ମାତ୍ରାର ନିଦାନ କରିବା ସହିତ ନିୟନ୍ତ୍ରଣରେ ରଖିଥାଏ । ଏହି କିଟ୍ ବିଶେଷକରି କ୍ୟାନସର…

କେତେ ଘାତକ ହେବ ଓମିକ୍ରନ୍ ? କ’ଣ ରହୁଛି ଆକ୍ରାନ୍ତଙ୍କ ଲକ୍ଷଣ ? ଜାଣନ୍ତୁ କ’ଣ କହିଲେ ଦକ୍ଷିଣ ଆଫ୍ରିକାର ଡାକ୍ତର ?

କନକ ବ୍ୟୁରୋ : ଓମିକ୍ରନ ଭ୍ୟାରିଆଣ୍ଟ ସଂକ୍ରମିତ ଦକ୍ଷିଣ ଆଫ୍ରିକା ପରେ ବିଭିନ୍ନ ଦେଶରୁ ଚିହ୍ନଟ ହେବା ପରେ ଚିନ୍ତା ଆହୁରି ବଢ଼ିଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓମିକ୍ରନକୁ ଭାରିଆଣ୍ଟ ଅଫ୍ କନର୍ସନ କହିବା ପରେ ବିଶ୍ୱର ଅନେକ ରାଷ୍ଟ୍ର ସତର୍କ ହୋଇଯାଇଛନ୍ତି । ‘ଡେଲଟା’କୁ ଟପିଯିବ କି…