Daily Archives

November 1, 2021

ପାଣିଠାରୁ ଶସ୍ତା ପେଟ୍ରୋଲ । ଜାଣନ୍ତୁ, କେଉଁ ଦେଶରେ ମିଳୁଛି ଏତେ କମ୍ ଦାମରେ ପେଟ୍ରୋଲ…

କନକ ବ୍ୟୁରୋ: ପ୍ରତିଦିନ ବଢୁଛି ତୈଳ ଦର । ବର୍ଦ୍ଧିତ ତୈଳ ଦର ପ୍ରତି ଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । କେନ୍ଦ୍ର ଓ ରାଜ୍ୟ ସରକାର ତୈଳ ଦରରେ ନେଉଥିବା ଟିକସରେ କାଣ୍ଟଛାଣ୍ଟ କରିବା ପାଇଁ ଦାବି ହେଉଛି । କିନ୍ତୁ ବିଶ୍ୱରେ ଏମିତି କିଛି ଦେଶ ଅଛି ଯେଉଁଠି ପାଣିଠାରୁ ବି ଶସ୍ତା…

୪୮ ଟଙ୍କାର ପେଟ୍ରୋଲକୁ ଆପଣ କିଣୁଛନ୍ତି ୧୧୦ ଟଙ୍କାରେ । ଜାଣନ୍ତୁ ଏହା ପଛର କାରଣ କଣ?

କନକ ବ୍ୟୁରୋ: ଆମେ କିଣୁଥିବା ଏକ ଲିଟର ପେଟ୍ରୋଲରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଟାକ୍ସ ବାବଦକୁ କେତେ କେତେ ଟଙ୍କା ନେଉଛନ୍ତି ? ଭାରତରେ ପେଟ୍ରୋଲ ମୂଳ ଦର ୪୮ ଟଙ୍କା ୪୩ ପଇସା ରହିଥିବା ବେଳେ ଆମେ ଦେଉଛେ ୧୧୦ ଟଙ୍କା ୬୮ପଇସା । ଅର୍ଥାତ ବିଭିନ୍ନ ଟିକସ ଓ ସେସ୍ ବାବଦକୁ କେନ୍ଦ୍ର ଓ ରାଜ୍ୟ…

ହୁ ହୁ ହୋଇ ବଢୁଛି ତୈଳ ଦର । ପେଟ୍ରୋଲ ଦର ୧୫୦ ଟଙ୍କା ଟପିବା ଆକଳନ

କନକ ବ୍ୟୁରୋ: ଆହୁରି ବଢିପାରେ ତୈଳ ଦର । ପେଟ୍ରୋଲ ଦର ୧୧୦ଟଙ୍କା ଉପରେ ହୋଇଥିବା ବେଳେ ଏହା ପକେଟକୁ ବାଧୁଛି, ହେଲେ ଆକଳନ ଅନୁସାରେ ଏହି ଦର ୧୫୦ଟଙ୍କା ଟପିପାରେ । ଆମେରିକୀୟ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଗୋଲ୍ଡମ୍ୟାନ ସେକ୍ସର ଆକଳନ ଅନୁଯାୟୀ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୧୦ ଡଲାର ପର୍ଯ୍ୟନ୍ତ…

ନଭେମ୍ବର ୧୨ରେ ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ । ମମିତା ମେହେର ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ ବହିଷ୍କାର ଦାବି ।

କନକ ବ୍ୟୁରୋ: ନଭେମ୍ବର ୧୨ରେ ବନ୍ଦ ହେବ ଓଡିଶା । ମମିତା ମେହେର ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ନିନ୍ଦା କରି ଏପରି ନିଷ୍ପତ୍ତି ନେଇଛି କଂଗ୍ରେସ । ଦଳ ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଅପରାଧୀମାନଙ୍କୁ ଘଣ୍ଟ ଘୋଡାଇ ରଖୁଛନ୍ତି । ଅପରାଧରେ ସଂଶ୍ଲିଷ୍ଟ ଥିବା…

ରାଜଧାନୀରେ ରହସ୍ୟମୟ ଛୁରାମାଡ । ଦୁଇ ପଡୋଶୀ ପରସ୍ପରକୁ କଲେ ଆକ୍ରମଣ ।

କନକ ବ୍ୟୁରୋ : ଭୁବନେଶ୍ୱରରେ ଆଜି ଏକ ରହସ୍ୟମୟ ଛୁରାମାଡ ଘଟଣା ଘଟିଛି । ଜଣେ ପଡୋଶୀ ଯୁବକ, ଆଉ ଜଣଙ୍କ ଘରେ ମହିଳା ବେଶରେ ପଶିବା ମାତ୍ରେ, ଛୁରା ମାଡ ଆରମ୍ଭ ହୋଇଯାଇଥିଲା । ଏଥିରେ ଘରେ ଥିବା ମାଆ ଓ ଝିଅ ଆହତ ହୋଇ, ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯୁବକ ଜଣକ ମଧ୍ୟ ଆହତ ହୋଇ ଚିକିତ୍ସିତ…