Daily Archives

November 12, 2021

ଜମ୍ମୁ-କାଶ୍ମୀରରେ ସେନାକୁ ବଡ ସଫଳତା: ଏନକାଉଣ୍ଟରରେ ନିପାତ ହେଲେ ୩ ଆତଙ୍କୀ

କନକ ବ୍ୟୁରୋ: ଜାମ୍ମୁକାଶ୍ମୀରରେ ପୋଲିସର ଆଉ ଏକ ସଫଳତା । ଆତ୍ମଘାତି ଆକ୍ରମଣ ଯୋଜନା କରୁଥିବା ଜଣେ ଆତଙ୍କବାଦୀ କୁ ନିପାତ କରିଛି ପୋଲିସ । ତେବେ ସେ ପୁଲୱାମା ବଷ୍ପୋରଣରେ ସମ୍ପୁକ୍ତ ଅଭିଯୁକ୍ତର ସମ୍ପର୍କୀୟ ବୋଲି ଜଣାପଡିଛି । ପୁଲୱାମା ଆତ୍ମଘାତି ବିସ୍ଫୋରଣରେ ସମ୍ପୃକ୍ତ ଥିବା ଜଣେ ଆତଙ୍କୀ…

ବିବାଦୀୟ ବୟାନ ପରେ ଅଡୁଆରେ ଅଭିନେତ୍ରୀ କଙ୍ଗନା: ପ୍ରତିବାଦ ସହ ଗିରଫ ପାଇଁ ଦାବି କଲା ଏନସିପି, ପଦ୍ମଶ୍ରୀ ଫେରାଇ…

କନକ ବ୍ୟୁରୋ: ବିବାଦୀୟ ମନ୍ତବ୍ୟ ଦେଇ ଅଢୁଆରେ ବଲିଉଡ ଅଭିନେତ୍ରି କଙ୍ଗନା ରଣାୱତ । ୧୯୪୭ ରେ ମିଳିଥିବ ସ୍ୱାଧୀନତା ଭିକ୍ଷାରେ ମିଳିଥିଲା ବୋଲି କହି ଅଡୁଆରେ କଙ୍ଗନା ରଣାୱତ । ପୁଣେରେ ଏନସିପି କାର୍ଯ୍ୟକର୍ତା ମାନେ କଙ୍ଗନାଙ୍କ ବୟାନ କୁ ନେଇ ବିରୋଧ ପ୍ରର୍ଦଶନ କରିବା ସହ ତାଙ୍କୁ ଗିରଫ କରିବା…

ଶରଣାର୍ଥୀ ସମସ୍ୟାକୁ ନେଇ ମୁହାଁମୁହିଁ ପୋଲାଣ୍ଡ-ବେଲାରୁଷ୍: ପ୍ରବଳ ଥଣ୍ଡାରେ ଅସହାୟ ଅବସ୍ଥାରେ ସୀମାରେ ପଡିରହିଛନ୍ତି…

କନକ ବ୍ୟୁରୋ: ଶହ ଶହ ସଂଖ୍ୟାରେ ଶରଣାର୍ଥୀ ବେଲାରୁସ ଛାଡି ପୋଲାଣ୍ଡ ସୀମାରେ ପଶିବାକୁ ଚେଷ୍ଟା କରୁଛନ୍ତି । ହେଲେ ପୋଲାଣ୍ଡ ସୁରକ୍ଷାକର୍ମୀ ଶରଣାର୍ଥୀଙ୍କୁ ଦେଶ ଭିତରେ ପ୍ରବେଶ କରିବାକୁ ଦେଉନାହାଁନ୍ତି । ଆଉ ପ୍ରବଳ ଥଣ୍ଡାରେ ୪ ଦିନ ଧରି ସୀମାରେ ପଡିରହିଛନ୍ତି ଶହ ଶହ ଶରଣାର୍ଥୀ । ଶହ ଶହ…

ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ବୟ ବୟାନ: ଡ୍ରାଗନ ଉପରେ କମୁଛି ଭରସା, କେତେବେଳେ ବି କରିପାରେ ଯୁଦ୍ଧ

କନକ ବ୍ୟୁରୋ: ଭାରତ ସୁରକ୍ଷା ପାଇଁ ଏବେ ସବୁଠାରୁ ବଡ ବିପଦ ହେଉଛି ଚୀନ । ଏଭଳି ଚିନ୍ତାଜନକ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ । ସେ କହିଛନ୍ତି ଚୀନ ଉପରେ ଭରସା କମିବା ସହ ସନ୍ଦେହ ବଢିବାରେ ଲାଗିଛି । କାରଣ ଏବେ ବି ସୀମାରେ ସେନା ମୁତୟନ କରୁଛି ଡ୍ରାଗନ । ଯାହା…

ପୁଲିସ ଚାକିରି ଆଶାରେ ପକେଟ ଖାଲି । ଦେଢ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ

କନକ ବ୍ୟୁରୋ: ୨୦୧୩ରେ ଓଡିଶା ଷ୍ଟାଫ ସିଲେକ୍ସନ୍ କମିଶନ ପୁଲିସ ବିଭାଗରେ ଚାକିରି ପାଇଁ ପରୀକ୍ଷା କରିଥିଲା । ଡିସେମ୍ବର ୨୦୧୬ରେ ପ୍ରକାଶ ପାଇଥିଲା ଫଳ । ଯେଉଁମାନେ ଚୁଡାନ୍ତ ଲିଷ୍ଟରେ ସ୍ଥାନ ପାଇଲେ ନାହିଁ, ସେମାନଙ୍କ ପାଇଁ ପୁଣି ଏକ ସପ୍ଲିମେଂଟାରୀ ଲିଷ୍ଟ ବାହାରିବ ବୋଲି ଚର୍ଚ୍ଚା ହେଲା…

ଲାଞ୍ଚୁଆ ବାବୁଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ଆଜି ୮ ଜଣଙ୍କୁ ମିଶାଇ ମୋଟ ୧୩୦ ଜଣ ଅଧିକାରୀଙ୍କ…

କନକ ବ୍ୟୁରୋ: ଓଏଏସ ରାମଚନ୍ଦ୍ର ଜେନା, ଗୌରାଙ୍ଗ ଚରଣ ମହାନ୍ତି, ଇଂଜିନିୟର ଶ୍ରୀବିଧାନ ଚନ୍ଦ୍ର ସାହୁ । ଦୁର୍ନୀତି କରି ଧରାପଡିଥିବା ଏଭଳି ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଜନତାଙ୍କୁ ସେବା ସହାୟତା କରିବା ପାଇଁ ଲାଞ୍ଚ ନେଇ ଧରାପଡିଥିବା ଏଭଳି ୮ ଜଣ…