Daily Archives

November 29, 2021

ଟ୍ୱିଟର ସିଇଓ ପଦରୁ ଜ୍ୟାକ ଡୋରସେଙ୍କ ଇସ୍ତଫା: ଭାରତୀୟ ବଂଶୋଭବ ପରାଗ ଅଗ୍ରୱାଲ ହେବେ ପରବର୍ତ୍ତୀ ମୁଖ୍ୟ 

କନକ ବ୍ୟୁରୋ: ଟ୍ୱିଟରର ସିଇଓ ପଦରୁ ଇସ୍ତଫା ଦେଇଛନ୍ତି ଜ୍ୟାକ ଡର୍ସି । ଟ୍ୱିଟ କରି ସେ ଏହି ସୂଚନା ଦେଇଛନ୍ତି ।  ସେ କହିଛନ୍ତି, ଦୀର୍ଘ ୧୬ ବର୍ଷ ଧରି ବିଭିନ୍ନ ପଦବୀରେ ରହିବା ପରେ ପଦ ଛାଡିବାକୁ ସେ ନିଷ୍ପତି ନେଇଛନ୍ତି । ଆଗାମୀ ଦିନରେ ମଧ୍ୟ ଟ୍ୱିଟର ବିଶ୍ୱର ଏକ ସ୍ୱଚ୍ଛ କମ୍ପାନୀ ହୋଇ…

ବିଜେପିର ରାଜ୍ୟ କୋର କମିଟି ଘୋଷଣା: କମିଟିରେ ସଭାପତି ସମୀର ମହାନ୍ତିଙ୍କ ସହ ୧୫ ସଦସ୍ୟ

କନକ ବ୍ୟୁରୋ: ବିଜେପି ପକ୍ଷରୁ ରାଜ୍ୟ କୋର୍ କମିଟି ଘୋଷଣା କରାଯାଇଛି । ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ମୋଟ ୧୫ ଜଣ ନେତା ସ୍ଥାନ ପାଇଛନ୍ତି । ତେବେ ଏଥିରୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଓ ବରିଷ୍ଠ ନେତା ବିଜୟ ମହାପାତ୍ର ବାଦ ପଡ଼ିବାକୁ ନେଇ ଚର୍ଚ୍ଚା ଧରିଛି ।…

ପ୍ରଥମେ ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା କୃଷି ଆଇନ ପ୍ରତ୍ୟାହାର ବିଲ: ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନକୁ ଅପେକ୍ଷା

କନକ ବ୍ୟୁରୋ: ସଂସଦ ଶୀତ ଅଧିବେଶନର ପ୍ରଥମ ଦିନରେ ପାରିତ ହୋଇଛି କୃଷି ଆଇନ ପ୍ରତ୍ୟାହାର ବିଲ । ପ୍ରଥମେ ଲୋକସଭା ପରେ ରାଜ୍ୟସଭାରେ କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ ହୋଇଛି । ଏବେ ଏହା ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ଯିବ । ପୂର୍ବ ଘୋଷଣା ଅନୁଯାୟୀ ଏହାକୁ ଲୋକସଭାରେ ଆଗତ…

ଶେଷ ହେଲା ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ପର୍ବ । ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁରୁ ଆରମ୍ଭ ହୋଇଥିବା ପର୍ବ…

କନକ ବ୍ୟୁରୋ: ଅଗଷ୍ଟ ମାସରୁ ହିଞ୍ଜିଳିକାଟୁରୁ ଆରମ୍ଭ ହୋଇଥିବା ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଲୋକାର୍ପଣ ପର୍ବ ଆଜି ଯାଜପୁର ବିରଜା ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆତସବାଜି ପ୍ରଦର୍ଶନ ମଧ୍ୟରେ ଶେଷ ହୋଇଛି । ପ୍ରଥମ…

ପୁଣି ଦିଲ୍ଲୀ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ: କହିଲେ, ଯଦି ପଦକ୍ଷେପ ନିଆଯାଉଛି ତେବେ ପ୍ରଦୂଷଣ କମୁନି କାହିଁକି?

କନକ ବ୍ୟୁରୋ: ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ପୁଣି ଚିନ୍ତା ପକଟ କଲେ ସୁପ୍ରିମକୋଟ । ନିର୍ଦ୍ଧେଶ ଦେବା ସତ୍ୱେ ମଧ୍ୟ ଫଳ ଶୂନ୍ୟ ବୋଲି କହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ସବୋର୍ଚ୍ଚ ନାୟାଳୟ । ପଞ୍ଜାବ, ହରିଆଣା, ଉତରପ୍ରଦେଶ ଓ ଦିଲ୍ଲୀ ସରକାରଙ୍କୁ ଏୟାର କ୍ୱାଲିଟି…

ସାହାରା ଟଙ୍କା ମିଳିବ କେବେ? ମାଚ୍ୟୁରିଟି ପରେ ବି ଟଙ୍କା ନମିଳିବାରୁ ରାଜଧାନୀରେ ଏକାଠି ହେଲେ ନିବେଶକ ଓ କର୍ମଚାରୀ

କନକ ବ୍ୟୁରୋ: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ବିରୋଧରେ ଭୁବନେଶ୍ୱରରେ ବିକ୍ଷୋଭ କରିଛନ୍ତି ସାହାରା କର୍ମଚାରୀ ଓ ନିବେଶକ । ସେମାନଙ୍କ ଦାବି ସେବି ସାହାରାର ୨୪ ହଜାର କୋଟି ଟଙ୍କାକୁ ରଖି ଦେଇଛି । ଫଳରେ ଜମାକାରୀଙ୍କୁ ଟଙ୍କା ଫେରାଇ ପାରୁନାହିଁ ସାହାରା । ତେଣୁ…