Daily Archives

November 15, 2021

ପଞ୍ଚାୟତ ନିର୍ବାଚନ ପ୍ରଚାରରେ କେତେ ଗାଡି ବ୍ୟବହାର କରିପାରିବେ ପ୍ରାର୍ଥୀ ? ଜାଣନ୍ତୁ ଗାଇଡଲାଇନ୍

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ କରିପାରିବେ ପ୍ରାର୍ଥୀ ? ନିର୍ବାଚନ କମିଶନ ଏ ନେଇ ଆଦେଶନାମା ଜାରି କରିବା ସହ ପ୍ରଚାରରେ କେତେ ଗାଡି ବ୍ୟବହାର ହୋଇପାରିବ ସେନେଇ ମଧ୍ୟ ଗାଇଡଲାଇନ ଜାରି କରିଛନ୍ତି । ଜିଲ୍ଲା ପରିଷଦ ପ୍ରାର୍ଥୀ ୫ଟି କାର ଓ ୧୦ଟି ବାଇକ ବ୍ୟବହାର…

ପଞ୍ଚାୟତ ନିର୍ବାଚନ ନେଇ ବଡ ଖବର । ବଢିଲା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା । ଜାଣନ୍ତୁ କେତେ ଟଙ୍କା ଖର୍ଚ୍ଚ କରିପାରିବେ…

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ନେଇ ବଡ ଖବର । ନିର୍ବାଚନ ପାଇଁ ଫିଟୁଛି ଗୋଟେ ପରେ ଗୋଟେ ବାଟ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢିଲା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା । ଏଥର ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ କରିପାରିବେ ପ୍ରାର୍ଥୀ ? ସେନେଇ ରାଜ୍ୟ ନିର୍ବାଚନ କମିଶନ ସ୍ଥିର କରିଛନ୍ତି…

ବର୍ଷା ବୁଡାଇଦେଲା ଚଷା ପୁଅର ବର୍ଷକର ଦାନା । ବିଲରେ ଭାସୁଛି ଧାନ । କଣ କରିବ କୃଷକ, ଚାଷୀ ଆଖିରେ ଲୁହ ।

କନକ ବ୍ୟୁରୋ : ବିଲରେ ଭିଜୁଛି ଚାଷୀର ପାଚିଲା ଧାନ । ଅଦିନିଆ ବର୍ଷା ପରର ଏପରି ଚିତ୍ରକୁ ନେଇ ଏବେ ଚିନ୍ତାରେ ଚାଷୀ । ଧାନ ହେଉ କି କପା ଚାଷ ଏବେ ବର୍ଷା ପାଇଁ ପ୍ରଭାବିତ ହୋଇଛି ଅମଳ । ଯଦିଓ ପାଗରେ କିଛିଟା ସୁଧାର ଆସିଛି ହେଲେ ବିଲରୁ ପାଣି କମିନି । ତେଣୁ ସରକାରୀ ସହାୟତା ଏବଂ ଫସଲର ଉଚିତ…

ଋଷରୁ ଆସିଲା ଅତ୍ୟାଧୁନିକ ମିଜାଇଲ ଲଂଚର: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ସାମିଲ ହେବ ‘ଏସ-୪୦୦’ ମିଜାଇଲ ସିଷ୍ଟମ୍ 

କନକ ବ୍ୟୁରୋ: ଭାରତର ପ୍ରତିରକ୍ଷା ବିଭାଗ ହୋଇଯିବ ଆହୁରି ଶକ୍ତିଶାଳୀ । ଯେତେବେଳ ଋଷିଆ ନିର୍ମିତ ଅତ୍ୟାଧୁନିକ ମିସାଇଲ୍ ସିଷ୍ଟମ ଭାରତୀୟ ସେନାରେ ସାମିଲ ହେବ । ଖୁବଶୀଘ୍ର ଋଷ ନିର୍ମିତ ‘ଏସ-୪୦୦’ ଏୟାର ଡିଫେନ୍ସ ମିଜାଇଲ ସିଷ୍ଟମ୍ ଭାରତରେ ପହଁଯିବାକୁ ଯାଉଛି । ଆଉ ଏହାକୁ ଭାରତ-ପାକିସ୍ତାନ…

କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଗାଇଡଲାଇନ୍ ଜାରି କଲା ବିଏମସି । ବିନ୍ଦୁସାଗରରେ ବୁଡ଼ ପକାଇବା ଉପରେ କଟକଣା ।

କନକ ବ୍ୟୁରୋ : କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ବିଏମସିର କଟକଣା । କାର୍ତ୍ତିକ ପୂର୍ଣ୍ଣମୀ ତଥା ବଡ଼ଓଷା ପାଇଁ ଗାଇଡଲାଇନ୍ ଜାରି କରିଛି ବିଏମସି । ବିନ୍ଦୁସାଗରରେ ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବା ଉପରେ କଟକଣା ଲଗାଯାଇଛି । ପୁଷ୍କରିଣୀ ଓ ନଦୀରେ ବୁଡ଼ ପକାଇବାକୁ ନିଷେଧ କରାଯାଇଛି । ଆସନ୍ତା ୧୯…