Daily Archives

November 22, 2021

ଭାରତର ବୀରପୁଅଙ୍କୁ ବୀରଚକ୍ର ସମ୍ମାନ: ବାଲାକୋଟ ଆକ୍ରମଣ ବେଳେ ପାକିସ୍ତାନର ଲଢୁଆ ବିମାନକୁ ଖସାଇ ଦେଖାଇଥିଲେ ଅସୀମ…

କନକ ବ୍ୟୁରୋ: ଦେଶର ବୀର ଯବାନଙ୍କୁ ମିଳିଛି ବୀର ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲଢୁଆ ଭାରତୀୟ ଜବାନଙ୍କୁ ବିଭିନ୍ନ ଉପାଧୀ ପ୍ରଦାନ କରିଛନ୍ତି । ତେବେ ଏହି ଅବସରରେ ବାୟୁସେନାର ଲଢୁଆ ପାଇଲଟ ତଥା ଗ୍ରୁପ କ୍ୟାପଟେନ ରାମନାଥ…

ଲଗାଣ ବର୍ଷାରେ ବେହାଲ ବେଙ୍ଗାଲୁରୁ: ପରୀକ୍ଷା ଦେବା ପାଇଁ ସ୍କୁଲ ଯିବାକୁ ଡଙ୍ଗାର ସାହାରା ନେଲେ ଶିକ୍ଷାର୍ଥୀ 

କନକ ବ୍ୟୁରୋ: ଦକ୍ଷିଣ ଭାରତରେ ପ୍ରବଳ ବର୍ଷା  । ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁରେ ଲଗାଣ ବର୍ଷା ଜାରି ରହିଛି । ବେଙ୍ଗାଲୁରୁ ର ବିଭିନ୍ନ ସ୍ଥାନରୁ ବନ୍ୟାର କରାଳ ଦୃଶ୍ୟ ସାମ୍ନାକୁ ଆସିଛି । ପୋଲ ଓ ରାସ୍ତାଘାଟ ମରାମତି ପାଇଁ ୫ ଶହ କୋଟି ଟଙ୍କା ଘୋଣଣା କରିଛନ୍ତି କର୍ଣ୍ଣାଟକ…

ଧିରେ ଧିରେ କମୁଛି ଦିଲ୍ଲୀ ବାୟୁ ପ୍ରଦୂଷଣ: ରାଜଧାନୀରେ ନିର୍ମାଣ କାମ ଜାରି ରଖିବାକୁ ନିଷ୍ପତି ନେଲେ କେଜ୍ରିୱାଲ ସରକାର

କନକ ବ୍ୟୁରୋ: ଦେଶ ରାଜଧାନୀରୁ ଧିରେ ଧିରେ କମୁଛି ପ୍ରଦୂଷଣ । ହଟୁଛି ଧୂଆଁର ବଳୟ, ଆଉ ସଫା ହେଉଛି ଆକାଶ । କମୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ପ୍ରଶାସନ ଲଗାଇଥିବା ପ୍ରତିବନ୍ଧକକୁ ସାମାନ୍ୟ ହଟାଇଛି । ଏଣିକି ଦିଲ୍ଲୀରେ ନିର୍ମାଣ କାମ ଜାରି ରଖିବାକୁ କହିଛି କେଜ୍ରିୱାଲ ସରକାର ।…

ସେୟାର ବଜାରରେ ବଡ ହଲଚଲ: ସେନସେକ୍ସ ଓ ନିଫଟିରେ ସବୁଠାରୁ ବଡ ହ୍ରାସ

ସେୟାର ବଜାରରେ ବଡଧରଣର ହଲଚଲ । ସେନସେକ୍ସ ଓ ନିଫଟିରେ ଦେଖାଦେଲା ବଡ ହ୍ରାସ । ସୋମବାର ଭାରତୀୟ ସେୟାର ବଜାରରେ ବଡ ହ୍ରାସ ଦେଖିବାକୁ ମିଳିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ର ପ୍ରମୁଖ ଇଂଡିକ୍ସରେ ସେନସକ୍ସ ୨ ମାସ ପରେ ପ୍ରଥମ ଥର ପାଇଁ ୫୯ ହଜାର ତଳକୁ ଖସିଛି । ସେହିପରି ନ୍ୟାସନାଲ ଷ୍ଟକ…

କେବେ ମିଳିବ ପିଲାଙ୍କୁ ଟିକା? ଆସନ୍ତା ୨ ସପ୍ତାହ ଭିତରେ ନିଆଯିବ ନିଷ୍ପତ୍ତି

କନକ ବ୍ୟୁରୋ: ଛୋଟ ପିଲାଙ୍କୁ କେବେ ଦିଆଯିବ କରୋନା ଭ୍ୟାକସିନ, ଏନେଇ ଆସନ୍ତା ୨ ସପ୍ତାହ ଭିତରେ ହେବ ଜରୁରୀ ବୈଠକ । ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନାଇଜେସନ୍ ବା ଟିକାକରଣର ବୈଶୟିକ କମିଟିର ବୈଠକରେ ପିଲାଙ୍କ ଟିକାକରଣ ନେଇ ହୋଇପାରେ ନିଷ୍ପତି । ଦୀର୍ଘ ଦିନ ଧରି ଛୋଟ…

ଆଜି ହୋଇଥାନ୍ତା ବାହାଘର, ହେଲେ ଆସିଲେନି ବର । ଶ୍ୱଶୁର ଘର ଆଗରେ ବଧୂ ବେଶରେ ଧାରଣା ଦେଲେ କନ୍ୟା ।

କନକ ବ୍ୟୁରୋ : ବିବାହ ତାରିଖ ଠିକ ହେଲା, କାର୍ଡ ବଣ୍ଟା ହେଲା, କିନ୍ତୁ ବାହାଘର ଦିନ ବର ଆସିଲେନି । ଆଜି ବ୍ରହ୍ମପୁର ବ୍ରହ୍ମା ନଗର ଠାରେ ତପସ୍ୱିନୀ ଦାସ ନାମକ ଜଣେ ମହିଳା, ବୋହୁ ବେଶରେ ଆସି ଶଶୁର ଘର ଆଗରେ ପ୍ରତିବାଦ କରିଛନ୍ତି । ଅଭିଯୋଗ ଅନୁସାରେ ଗତ ୨୦୨୦ ମସିହାରେ ସୁମିତ ସାହୁ ନାମକ…