Daily Archives

November 7, 2021

ଚିନ୍ତାରେ କୁମ୍ଭକାର: ମାଟିରୁ ବିଭିନ୍ନ ସାମଗ୍ରୀ ତିଆରି କରି ପରିବାର ଚଳାନ୍ତି, କୋଭିଡ ସ୍ଥିିତି ଯୋଗୁଁ ବେପାର ମାନ୍ଦା

କନକ ବ୍ୟୁରୋ: ଆସୁଛି ଆଲୋକର ପର୍ବ ଦିପାବଳୀ,ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି କୁମ୍ଭାର ସାହି । ପିଲାଠାରୁ ବୁଢା ପର୍ଯ୍ୟନ୍ତ ଦ୍ୱୀପ ତିଆରି କାର୍ଯ୍ୟ ପାଇଁ ଦିନରାତି ଏକ କରି ଦେଇଛନ୍ତି,ହାତରେ ଚକ ବୁଲାଇ ଗଢି ଚାଲିଛନ୍ତି ଭଳିକିଭଳି ଆକର୍ଷଣିୟ ମାଟି ସାମଗ୍ରୀ । କୁମ୍ଭାର ମାନଙ୍କ କଳା କୌଶଳ…

ଚର୍ଚ୍ଚାରେ ଗଞ୍ଜାମ ଖଲ୍ଲିକୋଟ ବ୍ଲକ କୈରାସି ଗ୍ରାମର କଳା ନିକେତନ: ଦିଆଯାଉଛି ପଟ୍ଟଚିତ୍ର ସହ ବିଭିନ୍ନ ହସ୍ତକଳାର…

କନକ ବ୍ୟୁରୋ: ଓଡିଶାର ପାରମ୍ପାରିକ କାଳା ଓ ଭାସ୍କର୍ଯ୍ୟକୁ ବିଶ୍ୱ ବଜାରରେ ଚହିଦା ସୃଷ୍ଟି କରାଇବାରେ ଆମ ରାଜ୍ୟର କଳା ଓ କଳାକାର ସବୁବେଳେ ଆଗରେ । ପୁରୀ ଜିଲ୍ଲାର ରଘୁରାଜପୁର ର ପଟ୍ଟଚିତ୍ର ହେଉ କି ପିପିଲିର ଚାନ୍ଦୁଆ ଭଳି କଳାକୃତି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ଚାହିଦା ସୃଷ୍ଟି କରିଛି ।…

ବିଶ୍ୱ ବଜାରରେ ମିଳିବ କୋରାପୁଟ ମାଣ୍ଡିଆ: ଅନଲାଇନରେ ଅର୍ଡର କରିପାରିବେ ଗ୍ରାହକ

କନକ ବ୍ୟୁରୋ: ବିଶ୍ୱ ବଜାରରେ ମିଳିବ କୋରାପୁଟ ମାଣ୍ଡିଆ । ଖୋଲା ବଜାର ନୁହେଁ ଆମାଜନରେ ଉପଲବ୍ଧ ହେବ ମାଣ୍ଡିଆ । କଳାଜିରା ଧାନ ପରେ କୋରାପୁଟର ମାଣ୍ଡିଆ ଏବେ ଚାଷୀଙ୍କ ପାଇଁ ଆଣିଦେଇଛି ଆଉ ଏକ ଖୁସି ଖବର । ଅନଲାଇନ୍ରେ କୋରାପୁଟ ମାଣ୍ଡିଆ ବିକ୍ରି ହେଲେ ଏହାର ଚାହିଦା ବଢ଼଼ିବା ସାଙ୍ଗକୁ ଚାଷରେ…

କାଳୀପୂଜା ମଣ୍ଡପରେ ଶୋଭା ପାଇଲା ସାହସୀ ସାମ୍ବାଦିକ ଅରିନ୍ଦମ ଦାସଙ୍କ କାହାଣୀ । ସେଦିନ ‘ଅପରେସନ ଗଜରାଜ’…

କନକ ବ୍ୟୁରୋ: ସେପ୍ଟେମ୍ବର ୨୪ କଥା ଆପଣଙ୍କର ମନେ ଅଛି ତ! ମୁଣ୍ଡଳିରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମ ଓ ତାଙ୍କ ସହ ଯାଇଥିବା ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ଵିୟୋଗ ଘଟଣାକୁ ମାସେରୁ ଅଧିକ ପୂରିଯାଇଛି । ଅରିନ୍ଦମଙ୍କ ଅକାଳ ବିୟୋଗକୁ ନେଇ ସାରା ଓଡ଼ିଶା ସ୍ତବ୍ଧ…

କୁକୁଡ଼ା ଫାର୍ମ କରିଛି ସ୍ୱାବଲମ୍ବୀ: ଫାର୍ମରେ ଅଛନ୍ତି ହଜାରେ କୁକୁଡ଼ା, ପ୍ରତିଦିନ ପାଉଛନ୍ତି ୬ ଶହରୁ ୭ ଶହ ଅଣ୍ଡା 

କନକ ବ୍ୟୁରୋ: ମମତାଙ୍କ କୁକୁଡ଼ା ଫାର୍ମ  । ଏଠାରେ ପ୍ରାୟ ହଜାରେ କୁକୁଡ଼ା ଅଛନ୍ତି । ଏହି ଫାର୍ମରୁ ସେ ପ୍ରତିଦିନ ୬ ଶହରୁ ୭ ଶହ ଅଣ୍ଡା ପାଉଛନ୍ତି, ଆଉ ସେସବୁକୁ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି । ଏହି ଫାର୍ମ ତିଆରି କରିବାକୁ ମମତାଙ୍କୁ ତାଙ୍କ ସ୍ୱାମୀ କାହ୍ନୁଚରଣ ଭରପୁର ସହଯୋଗ…