Daily Archives

November 16, 2021

ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମିତାଙ୍କ ପରିବାର: ଘଟଣାର ନିରପେକ୍ଷ ତଦନ୍ତ ପାଇଁ କଲେ ଆବେଦନ

କନକ ବ୍ୟୁରୋ: ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମିତାଙ୍କ ପରିବାର । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟରେ କଲେ ଆବେଦନ । ମାମଲାର ତଦନ୍ତ ଫାଷ୍ଟଟ୍ରାକ । ରାଜ୍ୟ ସରକାର ଓ ପୋଲିସ ଡିଜିଙ୍କୁ ମାମଲାରେ କଲେ ପକ୍ଷଭୁକ୍ତ । ବଲାଙ୍ଗୀର ଏସପି ଓ ସିନ୍ଧିକେଲା ଥାନା ଅଧିକାରୀଙ୍କୁ…

ତାଇୱାନ ସ୍ୱାଧିନତାକୁ ନେଇ ମୁହାଁମୁହିଁ ଦୁଇ ମହାଶକ୍ତି: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଚେତାବନୀ ଦେଲେ ଚୀନ…

କନକ ବ୍ୟୁରୋ: ତାଇୱାନ ସ୍ୱାଧିନତା ପାଇଁ ସମର୍ଥନ କରୁଥିବା ଆମେରିକାକୁ ଚୀନର ଖୋଲା ଧମକ୍ । ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଦେଇଛନ୍ତି ଚେତାବନୀ । ରାଷ୍ଟ୍ରପଚି ଜିଙ୍ଗପିଙ୍ଗ କହିଛନ୍ତି ତାଇୱାନ ସ୍ୱାଧିନତାକୁ ସମର୍ଥନ କରିବା ନିଆଁରେ ଖେଳିବା ସହ…

ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ଚିନ୍ତା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପଡୋଶୀ ରାଜ୍ୟ ସହ ଜରୁରୀକାଳୀନ ବୈଠକ…

କନକ ବ୍ୟୁରୋ: ଦିଲ୍ଲୀର ବାୟୁର ମାନ ଦିନକୁ ଦିନ ଅଧିକ ବିଗୁଡିଛି । ପ୍ରଦୁଷଣ ସ୍ତର ସାଂଘାତିକ ରୁ ଅତି ଖରାପ ସ୍ତରକୁ ଉନ୍ନିତ ହେଲାଣି । ଏହାରି ଭିତରେ ସୁପିମକୋର୍ଟ ଘଟଣାରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । କେନ୍ଦ୍ର ସରକାରଙ୍କୁ ପ୍ରଦୁଷିତ ରାଜ୍ୟକୁ ନେଇ ଜରୁରୀକାଳିନ ମିଟିଙ୍ଗ କରିବାକୁ…

ବରଗଡକୁ ମନାକରି ଝାରୁସୁଗୁଡା କାର୍ଯ୍ୟକ୍ରମରେ ଯୋଗଦେଲେ ସୁରେଶ ପୂଜାରୀ । ବିଜୁ ସ୍ମାର୍ଟ କାର୍ଡ ଓ ସ୍ୱାସ୍ଥ୍ୟ…

କନକ ବ୍ୟୁରୋ : ଝାରସୁଗୁଡା ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା । ଚର୍ଚ୍ଚାର କାରଣ ହେଉଛନ୍ତି ସାଂସଦ ସୁରେଶ ପୂଜାରୀ । ସୁରେଶ ପୂର୍ବରୁ ଏହି କାର୍ଯ୍ୟକ୍ରମକୁ ମନା କରିଦେଇଥିଲେ, ସେଥିପାଇଁ ବରଗଡରେ ସେ ଉପସ୍ଥିତି ହୋଇନଥିଲେ । କିନ୍ତୁ ଝାରସୁଗୁଡାରେ ତାଙ୍କୁ…

ଅଜା ଦେଇଥିଲେ ଜାଗା, ନାତି ପାଇବ ଡିହ । ୬୦ ବର୍ଷ ପରେ ହୀରାକୁଦ ବିସ୍ଥାପିତଙ୍କୁ ମିଳିଲା ଜମି ପାଇବାର ପ୍ରତିଶ୍ରୁତି ।

କନକ ବ୍ୟୁରୋ : ଜାଗା ଦେଇଥିଲେ ଅଜା ଏବେ ଡିହ ପାଇବ ନାତି । ୬୦ ବର୍ଷ ପରେ ହୀରାକୁଦ ବିସ୍ଥାପିତଙ୍କୁ ଜମି ମିଳିବାର ଆଶା ଦେଖାଦେଇଛି । ବିସ୍ଥାପିତଙ୍କ ପରିବାରକୁ ଯାଇ ଭେଟିଥିଲା କନକ ନ୍ୟୁଜ କ୍ୟାମେରା ଟିମ୍ । ସେମାନେ କହିଥିଲେ, ଜାଗା ପାଇବା ନେଇ ସେମାନେ ଆଶା ହରାଇ ଦେଇଥିଲେ ।…