Daily Archives

November 17, 2021

ବିଶ୍ୱକପ୍ ପରାଜୟର ବଦଲା ନେଲା ଭାରତ । ପ୍ରଥମ ଟି-୨୦ରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଲା ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ : ପ୍ରଥମ ଟି-୨୦ରେ ଦମ୍ ଦେଖାଇଛି ଟିମ୍ ଇଣ୍ଡିଆ । ୫ ୱିକେଟରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ରୋହିତ ବାହିନୀ । ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ହାଇଭୋଲଟେଜ୍ ମୁକାବିଲାରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି…

ତାଇୱାନ ଶୀଖର ବୈଠକରେ ବାଇଡେନଙ୍କୁ ଜିନପିଙ୍ଗଙ୍କ ମତ । କହିଲେ, ଚୀନ ଶାନ୍ତିପ୍ରିୟ ଦେଶ । କାହାର ଦଖଲ କରେନି ଇଞ୍ଚେ…

କନକ ବ୍ୟୁରୋ: ଚାଇନା ଏକ ଶାନ୍ତିପ୍ରିୟ ଦେଶ । ଚାଇନା ତରଫରୁ କେବେ ବି ଯୁଦ୍ଧର ଆରମ୍ଭ କରାଯାଏନାହିଁ । ଅନ୍ୟ କୌଣସି ଦେଶର ଗୋଟିଏ ଇଞ୍ଚ ଜମିକୁ ଚୀନ କେବେ ବି ନିଜର ବୋଲି ଦାବି କରିନାହିଁ । ମଙ୍ଗଳବାର ହ୍ୱାଇଟହାଉସରେ ଅନୁଷ୍ଠିତ ଅନଲାଇନ ସମିଟରେ ଏଭଲି ବୟାନ ରଖିଛନ୍ତି ଚୀନ ରାଷ୍ଟ୍ରପତି ସି…

୨୦୧୭ ତୁଳନାରେ କମିଲା ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ କୋଟା । ୧୨୫ଟି ସିଟ୍ ହରାଇଲେ ପଛୁଆ ବର୍ଗ ।

କନକ ବ୍ୟୁରୋ : ଗତକାଲି ପଂଚାୟତ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି, ଓବିସିଙ୍କୁ କାହିଁକି ୨୭ପ୍ରତିଶତ କୋଟା ଦେଲେ ନାହିଁ ସରକାର । ସେପଟେ ବିଜେଡି କହିଛି, ପ୍ରାର୍ଥୀ ଦେବା ସମୟରେ ଦଳ ଏହି ଦିଗରେ ବିଚାର କରିବ । ଓବିସି କୋଟା ପ୍ରସଙ୍ଗ ଓଡ଼ିଶାରେ ଏବେ…

ବିବାଦ ଛାଡୁନି କଙ୍ଗନାଙ୍କ ପିଛା । ଦେଶର ସ୍ୱାଧିନତା ନେଇ ବୟାନ ପରେ ମହାତ୍ମା ଗାନ୍ଧୀଙ୍କୁ ସମାଲୋଚନା କଲେ କଙ୍ଗନା ।

କନକ ବ୍ୟୁରୋ: ୧୯୪୭ରେ ଦେଶ ସ୍ୱାଧିନତାକୁ ଭିକ୍ଷା ବୋଲି କହିଥିବା ଅଭିନେତ୍ରୀ କଙ୍ଗନା ରାଣାୱତ ପୁଣିଥରେ ବିବାଦୀୟ ବୟାନ ଦେଇଛନ୍ତି । ଏଥର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନିଶାନା ସାଧିଛନ୍ତି କଙ୍ଗନା । ମଙ୍ଗଳବାର ନିଜ ଇଂଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ ଉପରେ ପୋଷ୍ଟ କରି ମହାତ୍ମା…

ନିଆଁରେ ପୋଡ଼ି ହୋଇ ବାପା ମା’, ଝିଅ ଗୁରୁତର । ଭଞ୍ଜନଗରରେ ଅଭାବନୀୟ ଘଟଣା ।

କନକ ବ୍ୟୁରୋ : ପେଟ୍ରୋଲ ନିଆଁରେ ଜଳିଗଲେ ଗୋଟିଏ ପରିବାରର ତିନି ଜଣ । ବାପା, ମାଆ ଓ ଝିଅ ଦେହରେ ନିଆଁ ଲାଗିବା ପରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ତାରସିଙ୍ଗ ଥାନା ଅନ୍ତର୍ଗତ ସମରବନ୍ଧ ଗାଁରେ । ଦୋକାନରେ ବିକିବା ପାଇଁ ଜାରରେ ପେଟ୍ରୋଲ…