Daily Archives

November 11, 2021

ଧୂଳିସାତ ହେଲା ପାକିସ୍ତାନର ଫାଇନାଲ ଖେଳିବା ଆଶା, ଜିତିଲା ଅଷ୍ଟ୍ରେଲିଆ

କନକ ବ୍ୟୁରୋ: ଆଜି ଦ୍ୱିତୀୟ ସେମିଫାଇନାଲରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ପାକିସ୍ତାନ ପରାଜିତ ହୋଇଛି । ଫଳରେ ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ ଦଳ । ଏହାସହ ପାକିସ୍ତାନର ସେମିଫାଇନାଲ ଖେଳିବା ଆଶା ଧୂଳିସାତ ହୋଇଛି । ଏବେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ…

ବିଜେଡିରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ

କନକ ବ୍ୟୁରୋ: ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ଵର ଜିଲ୍ଲା ଭୋଗରାଇର ଜଣାଶୁଣା ସମାଜସେବୀ ଗୌତମବୁଦ୍ଧ ଦାସ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଆଜି ଏଠାରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ଵାଗତ…

ଛଟ୍ ପୂଜା ସାରି ଫେରୁଥିବା ବେଳେ ଆସାମରେ ଅଘଟଣ: ଟ୍ରକ-ଅଟୋ ମୁହାଁମୁହିଁ ଧକ୍କା, ୧୦ ମୃତ

କନକ ବ୍ୟୁରୋ: ଛଟ ପୁଜା ପୁଜା ସାରି ଘରକୁ ଫେରିବା ସମୟରେ ଅଘଟଣ ଘଟି ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଏମିତି ଏକ ଅଭାବନିୟ ଘଟଣା ସାମ୍ନାକୁ ଆସିଛି ଆସାମ ର କରିମଗଞ୍ଜ ଜିଲ୍ଲାରୁ । ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଶିଶୁ ଓ ମହିଳାଙ୍କ ସଂଖ୍ୟା ଅଧିକ ଥିବା ଜଣାପଡିଛି । ସୁଚନା…

ଟଙ୍କା ଲୁଟିବାକୁ ଏନସିବି ଅଧିକାରୀ ସାଜିଥିଲେ ଦଲାଲ କେପି ଗୋସାବି: ଏସଆଇଟି ତଦନ୍ତର ବଡ ଖୁଲାସା

କନକ ବ୍ୟୁରୋ: ମୁମ୍ବାଇ ଡ୍ରଗସ କେସରେ ନୁଆ ଖୁଲାସା । ସାମନାକୁ ଆସିଲା ସାଂଘାତିକ ଷଡଯନ୍ତ୍ର । ଖୋଲୁଛି ଗୋଟିଏ ପରେ ଗୋଟିଏ ରହସ୍ୟ । ଏନସିବି ଅଫିସର ହୋଇ ଶାହାରୁଖଙ୍କ ମ୍ୟାନେଜର ଠାରୁ ଲୁଟିବାକୁ ଯୋଜନା ଚଳେଇଥିଲେ କେପି ଗୋସାବୀ । ମୁମ୍ବାଇ ପୋଲିସର ସ୍ୱତନ୍ତ୍ର ତଦନ୍ତ ଅଧିକାରୀ ଟିମ ଘଟଣାର…

ବଡ଼ଦାଣ୍ଡରେ ହେବ ମହାଯଜ୍ଞ: ସାମିଲ ହେବେ ମୁଖ୍ୟମନ୍ତ୍ରୀ, ଦେବେ ପୂର୍ଣ୍ଣାହୁତି

କନକ ବ୍ୟୁରୋ: ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାର କରିଥିବା ବ୍ଲୁ-ପ୍ରିଂଟ ଅନୁଯାୟୀ ଆରମ୍ଭ ହେବ କାମ । ହେରିଟେଜ କରିଡରର ଭୂମିପୁଜନ ପାଇଁ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ନଭେମ୍ବର ୨୨ରୁ ୨୪ ତିନି ଦିନ ଧରି ମହାଯଜ୍ଞ ଆୟୋଜନ କରୁଛି ଶ୍ରୀମନ୍ଦିର ପ୍ରଶାସନ…

ଫେରିଲା କରୋନା, ବଢିଲା ଆତଙ୍କ । ଚୀନର ରାଜଧାନୀ ବେଜିଂରେ ବଢିଲା ସଂକ୍ରମଣ, ଲାଗିଲା କଟକଣା ।

କନକ ବ୍ୟୁରୋ: ବେଜିଂକୁ ଫେରିଲା କରୋନା । ପ୍ରଶାସନ ଲଗାଇଲା କଟକଣା । ଚୀନ ରାଜଧାନୀ ବେଜିଂରେ କରୋନା ଆତଙ୍କ । ବେଜିଂରେ ପୁଣି ଥରେ କରୋନା ଛାପ ଦେଖା ଦେଇଛି । ଯାହାକୁ ନେଇ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । କରୋନାର ଡେଲଟା ଭୂତାଣୁ ଏବେ ଚୀନର ବିଭିନ୍ନ ରାଜ୍ୟରେ ସକ୍ରିୟ ହେବାରେ ଲାଗିଛି…