Daily Archives

November 2, 2021

କୋହଲିଙ୍କ ସମର୍ଥନରେ ରାହୁଲ ଗାନ୍ଧୀ: ଟ୍ୱିଟ କରି ଲେଖିଲେ ଏମିତି…

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ୍ରେ ଲଗାତାର ୨ଟି ମ୍ୟାଚ୍ ହାରିବା ପରେ ସୋସିଆଲ ମିଡିଆରେ ସମାଲୋଚନାର ଶୀକାର ହୋଇଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲି । ୟୁଜର୍ସ ମାନେ ତାଙ୍କୁ ବାରମ୍ବାର ଟ୍ରୋଲ ମଧ୍ୟ କରୁଛନ୍ତି । ସେଥିପାଇଁ କୋହଲିଙ୍କ ସମର୍ଥନରେ ରାହୁଲ ଗାନ୍ଧୀ ନିଜେ…

ସ୍କଟଲ୍ୟାଣ୍ଡରେ ଜଳବାୟୁ ପରିବର୍ତନ ନେଇ ମୋଦୀଙ୍କ ଆହ୍ୱାନ: ଗ୍ଲାସଗୋରେ ବିଭିନ୍ନ ରାଷ୍ଟ୍ରନେତାଙ୍କ ସହ କଲେ…

କନକ ବ୍ୟୁରୋ: ଗ୍ଲାସଗୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍କଟଲ୍ୟାଣ୍ଡରେ ଆୟୋଜିତ ‘ଆଇଆରଆଇଏସ’ ବା ଇନଫ୍ରାଷ୍ଟ୍ରକଚର ଫର ରିସାଇଲେଂଟ ଆଇଲ୍ୟାଣ୍ଡ ଷ୍ଟାଟସ କାର୍ଯ୍ୟକ୍ରମ ଉଦଘାଟନି ଉତ୍ସବରେ ଯୋଗ ଦେଇଛନ୍ତି ମୋଦୀ । ବିଟ୍ରେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ସହ ମିଳିତଭାବେ…

ବଟି ଆଦାୟ ଘଟଣାରେ ଗିରଫ ହେଲେ ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ: ଗିରଫ କଲା ପ୍ରବର୍ତନ ନିର୍ଦ୍ଦେଶାଳୟ 

କନକ ବ୍ୟୁରୋ: ବନ୍ଧା ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ଶହେ କୋଟିର ବଟି ଆଦାୟ ମାମଲାରେ ଅନୀଲ ଦେଶମୁଖଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ସୋମବାର ଦୀର୍ଘ ୧୨ ଘଂଟାର ଜେରା ପରେ ଗିରଫ କରାଯାଇଥିଲା । ମଙ୍ଗଳବାର ତାଙ୍କୁ କୋର୍ଟରେ ହାଜର କରାଯାଇଛି । ଶହେ…

ଅର୍ଜୁନ ପୁରସ୍କାର ପାଇବେ ଦୁଇ ଓଡିଆ । ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ମିଳିବ ଏହି ପୁରସ୍କାର

କନକ ବ୍ୟୁରୋ: ଆଜି ଜାତୀୟ ପୁରସ୍କାର ଘୋଷଣା ହୋଇଛି । ଯେଉଁଥିରେ ଓଡିଶା ପାଇଁ ଖୁସି ଖବର ରହିଛି । ଓଡିଶାରୁ ପ୍ରଥମ ଥର ପାଇଁ ଏକାଥରେ ୩ ଜଣଙ୍କ ନାଁ ଏଥିରେ ମନୋନୀତ କରାଯାଇଛି । ଖେଳରତ୍ନ ପାଇଁ ପ୍ରମୋଦ ଭଗତଙ୍କ ନାଁ ମନୋନୀତ କରାଯାଇଥିବା ବେଳେ ଅର୍ଜୁନ ପୁରସ୍କାର ପାଇଁ ବୀରେନ୍ଦ୍ର ଲାକ୍ରା ଓ…

ଉପନିର୍ବାଚନରେ ବିଜେପିକୁ ଝଟକା । ହିମାଚଳପ୍ରଦେଶରେ ବାଜିମାରିଲା କଂଗ୍ରେସ, ପଶ୍ଚିମବଙ୍ଗରେ ଟିଏମସିର କ୍ଲିନ୍ ସୁଇପ୍ ।

କନକ ବ୍ୟୁରୋ : ପ୍ରକାଶ ପାଇଲା ଉପ-ନିର୍ବାଚନ ଫଳ । ୩ ଲୋକସଭା ଓ ୨୯ ବିଧାନସଭା ଉପ-ନିର୍ବାଚନର ରେଜଲ୍ଟ ପ୍ରକାଶ ପାଇଛି । ଆଉ ଏଥିରେ ବିଜେପିକୁ ମିଳିଛି ବଡ ଝଟକା । ହିମାଚଳପ୍ରଦେଶରେ କ୍ଲିନ ସୁଇପ କରିଲା କଂଗ୍ରେସ । ଅନ୍ୟପଟେ ଦିଦିଙ୍କ ପ୍ରାର୍ଥୀ ଲକ୍ଷାଧିକ ଭୋଟରେ ମାରିଲେ ବାଜି ।…

ପ୍ରଥମ ଓଡିଆ ଭାବେ ପ୍ରମୋଦ ଭଗତ ପାଇବେ ଖେଳରତ୍ନ: ଓଡିଆ ପୁଅଙ୍କ ସମେତ ଅନ୍ୟ ୧୨ ଜଣଙ୍କ ନାଁ ମନୋନୀତ

କନକ ବ୍ୟୁରୋ: ଘୋଷଣା ହେଲା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ପାଇବେ ଖେଳରତ୍ନ । ପ୍ରଥମ ଓଡିଆ ଭାବେ ପ୍ରମୋଦ ଭଗତ ପାଇବେ ଖେଳରତ୍ନ ପୁରସ୍କାର । ପ୍ରମୋଦଙ୍କ ସହ ମୋଟ ୧୨ ଜଣଙ୍କ ପାଇବେ ଏହି ସମ୍ମାନ ଜନକ ପୁରସ୍କାର । ନଭେମ୍ବର ୧୩ ତାରିଖରେ…