Daily Archives

November 13, 2021

ଧିରେ ଧିରେ ସୁଧୁରୁଛି ଚେନ୍ନାଇ ସ୍ଥିତି: ପ୍ରଶାସନ ତରଫରୁ ଜୋରଦାର ଚାଲିଛି ଜଳ ନିଷ୍କାସନ ପ୍ରକ୍ରିୟା, ଏବେ ବି ଅନେକ…

କନକ ବ୍ୟୁରୋ: ଧିରେ ଧିରେ ଚେନ୍ନାଇ ର ଅବସ୍ଥା ସୁଧୁରିବାରେ ଲାଗିଛି । କିନ୍ତୁ ଏବେ ମଧ୍ୟ ଏକାଧିକ ସ୍ଥାନ ଜଳ ମଗ୍ନ ରହିଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ବନ୍ୟା ପ୍ରଭାବିତ ଅଂଚଳକୁ ପହଂଚି ସ୍ତିତି ଅନୁଧ୍ୟାନ କରିବା ସହ ରିଲିଫ ବଂଟନ କରିଛନ୍ତି । ଅନ୍ୟପଟେ ପ୍ରବଳ…

ପ୍ରତିକ୍ରିୟା ରଖିଲେ କଙ୍ଗନା ରଣାୱତ: ଇଂଷ୍ଟାଗ୍ରାମରେ କହିଲେ, ଭୁଲ କହିଥିଲେ ପଦ୍ମଶ୍ରୀ ସମ୍ମାନ ଫେରାଇଦେବି 

କନକ ବ୍ୟୁରୋ: ଭାରତ ସ୍ୱାଧିନତା ଉପରେ ବିବାଦୀୟ ବୟାନ ଦେଇଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଅସନ୍ତୋଷ ବଢିବାରେ ଲାଗିଛି । ବିଭିନ୍ନ ମହଲରୁ ସମାଲୋଚନାର ଶୀକାର ହେଉଛନ୍ତି ବଲିଉଡ୍ କୁଇନ୍ । ଆଉ ଯାହାକୁ ନେଇ ସଫେଇ ଦେଇଛନ୍ତି କଙ୍ଗନା । ନିଜ ଇଂଷ୍ଟାଗ୍ରାମ୍ରେ ସଫେଇ ରଖି…

ହିନ୍ଦୁତ୍ୱକୁ ନେଇ ଦେଶରେ ତେଜିଲା ରାଜନୀତି: ରାହୁଲ ଗାନ୍ଧୀ କହିଲେ, ବିଜେପି ହିନ୍ଦୁତ୍ୱ ନାଁରେ ଦେଶକୁ ବିଭାଜନ କରୁଛି

କନକ ବ୍ୟୁରୋ: ବିଜେପି ହିନ୍ଦୁତ୍ୱ ନାରେ ଦେଶକୁ ବିଭାଜନ କରୁଛି ଆଉ ଲୋକଙ୍କ ମଧ୍ୟରେ ଘୃଣା ବାଂଟୁଛି । ଏଭଳି ବୟାନ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ହିନ୍ଦୁତ୍ୱ ର ଅର୍ଥ କଣ ଶିଖ ଓ ମୁସଲିମଙ୍କ ଉପରେ ଅତ୍ୟାଚାର କରିବା ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ । ସେହପରି ଆରଏସଏସ…

ଉଗ୍ରବାଦୀଙ୍କ ବର୍ବର କାଣ୍ଡ: ଟ୍ରୁପ୍ ଉପରେ ଆଖିବୁଜା ଗୁଳିଚାଳନା, କମାଣ୍ଡିଂ ଅଫିସରଙ୍କ ସମେତ ୫ ଯବାନ ସହିଦ

କନକ ବ୍ୟୁରୋ: ମଣିପୁରରେ ବଡ ଉଗ୍ରବାଦୀ ଆକ୍ରମଣ । ସେନା ଉପରେ ଉଗ୍ରବାଦୀ କରିଛନ୍ତି ବଡ ଆକ୍ରମଣ । ଆକ୍ରମଣ ରେ ଗଲା କମାଣ୍ଡିଙ୍ଗ ଅଫିସରଙ୍କ ଜୀବନ । ୩ ଜବାନଙ୍କ ସହ ୬ ଜଣଙ୍କ ଜୀବନ ଗଲା । ମଣିପୁର ଚୁରାଚାନ୍ଦପୁର ଜିଲ୍ଲା ର ସିଘାଟରୁ ଆସିଲା ଭୟାନକ ଖବର । ଆସାମ ରାଇପଲସ ର କମାଣ୍ଡିଙ୍ଗ…

ଅଣନିଶ୍ୱାସୀ ଦିଲ୍ଲୀବାସୀ: ରାସ୍ତାଘାଟକୁ ଢାଙ୍କି ରଖିଛି ଧୂଆଁର ଆସ୍ତରଣ, ୨ ଦିନିଆ ଲକଡାଉନ୍ ପାଇଁ ପରାମର୍ଶ

କନକ ବ୍ୟୁରୋ: ଦିଲ୍ଲୀରେ ଅସହ୍ୟ ଜନଜୀବନ । ରାସ୍ତାଘାଟକୁ ଢାଙ୍କିରଖିଛି ଧୁଆଁର ମୋଟା ଆସ୍ତରଣ । ନିଶ୍ୱାସ ନେବା ବି ଏବେ କଷ୍ଟକର ହୋଇ ପଡିଛି । ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଫଳରେ ଦିଲ୍ଲୀ ସରକାରଙ୍କୁ ରାଜଧାନୀରେ ୨ ଦିନିଆ ଲକଡାଉନ୍ କରିବା ପାଇଁ ପରାମର୍ଶ…

ଓଡ଼ିଶା ଗାଁରେ ଲାଗିଲା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ପୋଷ୍ଟର । କୋଟିଆ ଓ ଗଙ୍ଗାବାଡ ପରେ ଏବେ ଗଞ୍ଜାମର…

କନକ ବ୍ୟୁରୋ: ଆଶା କରାଯାଉଥିଲା ଜଗନ -ନବୀନ ଭେଟ ପରେ ଆନ୍ଧ୍ର-ଓଡିଶା ମଧ୍ୟରେ ଥିବା ସୀମା ବିବାଦର ସମାଧାନ ପାଇଁ ବାଟ ଫିଟିବ । କିନ୍ତୁ ଦୁଇ ରାଜ୍ୟର ମୁଖ୍ୟଙ୍କ ଆଲୋଚନା ପରେ ବି ଆନ୍ଧ୍ର ତାର ବିସ୍ତାରବାଦ ନୀତି ଜାରି ରଖିଛି । କୋଟିଆ, ଗଙ୍ଗାବାଡ ପରେ ଏବେ ଗୁଡିଖଳା ଗାଁର ଲୋକଙ୍କୁ ନିଜ…