Daily Archives

November 25, 2021

ଅଣ୍ଡାମାଡ ନେଇ ବିଜେପି-ବିଜେଡି କାଦୁଅ ଫିଙ୍ଗାଫିଙ୍ଗି । ପ୍ରଣବଙ୍କ ଟ୍ୱିଟ୍ ର ଜବାବ ରଖିଲେ ଜୟନାରାୟଣ ।

କନକ ବ୍ୟୁରୋ: ଅଣ୍ଡାମାଡ ନେଇ ଜମା ଥମୁନି ରାଜନୀତି । ବେଶ କିଛି ଦିନ ହେବ ନେତାମନ୍ତ୍ରୀଙ୍କୁ ଅଣ୍ଡାମାଡ ହେଉଥିବା ବେଳେ ଅଣ୍ଡାମାଡ ରାଜନୀତି ନେଇ କାଦୁଅ ଫୋପଡା ଫୋପଡି ହୋଇଛନ୍ତି ବିଜେପି-ବିଜେଡି । ଅଣ୍ଡାମାଡ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି ବିଜେଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ପୁଅ ବରଯାତ୍ରୀ ବେଳେ ଚଢିଗଲା ଟ୍ରକ, ଚାଲିଗଲେ ବାପା । ବର ଆଗରେ ସବୁଦିନ ପାଇଁ ଆଖି ବୁଜିଦେଲେ ସରପଞ୍ଚ ବାପା ।

କନକ ବ୍ୟୁରୋ: ପୁଅ ଆଗରେ ଆଖିବୁଜିଲେ ବାପା । ପୁଅକୁ ବାହା କରାଇ ଘରକୁ ଫେରିବା ବେଳେ ସବୁଦିନ ପାଇଁ ବିଦାୟ ନେଇଗଲେ ବାପା । ନା ପୁଅର ବାହାଘରକୁ ଭଲରେ ଦେଖିପାରିଲେ ନା ନୂଆ ବୋହୂର ହାତରନ୍ଧା ଖାଇପାରିଲେ । ବରଯାତ୍ରୀ ଶୋଭାଯାତ୍ରାରେ ଯେତେବେଳେ ଖୁସିର ମାହୋଲ ଖେଳିଯାଇଥିଲା ସେତେବେଳେ ପଛରୁ…

ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବାକୁ ପ୍ରୟାସ । ଦୈନିକ ଖବରକାଗଜ ସମ୍ବାଦ ସହ ଫିକି ଓ ମିଶନ ଶକ୍ତିର ମିଳିତ ଉଦ୍ୟମ…

କନକ ବ୍ୟୁରୋ : ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବାକୁ ସମ୍ବାଦ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓଡିଶା-୫୦ରେ ସମ୍ବର୍ଦ୍ଧିତ ହୋଇଛନ୍ତି ଶହେ ଜଣ ସଫଳ ଗ୍ରାମୀଣ ଉଦ୍ୟୋଗୀ । ପ୍ରତିକୂଳ ପରିସ୍ଥିତିରେ ହାର ନମାନି ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏଭଳି…

ଜୁନିୟର ହକି ବିଶ୍ୱକପ : କାନାଡ଼ା ବିପକ୍ଷରେ ୧୩-୧ ଗୋଲରେ ଜିତିଲା ଭାରତ

କନକ ବ୍ୟୁରୋ : ଜୁନିୟର ହକି ବିଶ୍ୱକପରେ ଆଜି ଦମ୍ ଦେଖାଇଛି ଭାରତ । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଦମଦାର ମୁକାବିଲାରେ ଭାରତ କାନାଡାକୁ ୧୩-୧ ଗୋଲରେ ପରାସ୍ତ କରିଛି । ତେବେ ଭାରତ ପକ୍ଷରୁ ଅର୍ଜିତ୍ ସିଂ ହୁଣ୍ଡାଲ୍ ଓ ଉପଅଧିନାୟକ ସଞ୍ଜୟ ହ୍ୟାଟ୍ରିକ୍ ଗୋଲ୍ ଦେଇଥିବା ବେଳେ, ଉତ୍ତମ ସିଂ…

ଧର୍ମେନ୍ଦ୍ରଙ୍କୁ ସୋସିଆଲ ମିଡିଆରେ ଆହ୍ୱାନ ଦେଲେ ବିଜେଡି ନେତା । ଅଣ୍ଡାମାଡ ଭଳି ଘୃଣ୍ୟ କାମ କରି ବାହାବା ନେଉଥିବା…

କନକ ବ୍ୟୁରୋ : ରାଜ୍ୟରେ ଅଣ୍ଡାମାଡ଼ ପ୍ରତିବାଦ ଏବେ ଜୋର ଧରିଥିବା ବେଳେ ଏହା ଏବେ ରାଜନୀତିର ପ୍ରସଙ୍ଗ ପାଲଟିବାକୁ ବସିଲାଣି । ସେ ଯେକୌଣସି ଦଳର ହୁଅନ୍ତୁ ନା କାହିଁକି, ଜଣଙ୍କ ପରେ ଜଣେ ନେତାଙ୍କୁ ଅଣ୍ଡାମାଡ଼ ହେଉଥିବା ଦେଖିବାକୁ ମିଳିଛି । ଏପରିକି ମୁଖ୍ୟମନ୍ତ୍ରୀ ପୁରୀରେ ଶ୍ରୀମନ୍ଦିର…

ଆଇଟିଡିଏ ଅଧିକାରୀଙ୍କ ବିଭିନ୍ନ ଠିକଣାରୁ ଠାବ ହେଲା କୋଟି କୋଟି ଟଙ୍କାର ସମ୍ପତ୍ତି । ମିଳିଲା ୧୩ ଲକ୍ଷ ୬୦ ହଜାର ନଗଦ…

କନକ ବ୍ୟୁରୋ : ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଚାଲିଥିବା ସିରିଜ ରେଡ ତାଲିକାରେ ଯୋଡି ହୋଇଛନ୍ତି ଆଇଟିଡିଏ ଅଧିକାରୀ ସନ୍ତୋଷ ଦାସ । ସହକାରୀ ଯନ୍ତ୍ରୀ ଭାବେ କାମ କରୁଥିବା ଏହି ବାବୁଙ୍କ ନିକଟରୁ ୧୩ ଲକ୍ଷ ୬୦ ହଜାର ଟଙ୍କା ନଗଦ ମିଳିଛି । ସେହିଭଳି ଭୁବନେଶ୍ୱର ଓ ବାଲେଶ୍ୱରରେ ୪ ମହଲା…