କ୍ୟାପଟେନ ମୋର୍ଗାନଙ୍କ ହାତ ଛାଡିଲା କୋଲକାତା, ଜାଣନ୍ତୁ ବିସ୍ଫୋରକ ଅଲରାଉଣ୍ଡର ରସେଲଙ୍କୁ ଟିମରେ ରଖିବାକୁ କେତେ ଟଙ୍କା…
କନକ ବ୍ୟୁରୋ : ୨୦୨୧ ଆଇପିଏଲରେ ସବୁ ଦଳକୁ ଚକମା ଦେଇ ଫାଇନାଲ ଖେଳିଥିବା କୋଲକାତା ନାଇଟ ରାଇଡର୍ସ ୨୦୨୨ ଆଇପିଏଲ ପାଇଁ ସମରସଜ୍ଜା ଆରମ୍ଭ କରିଛି । ଆଉ ଏଥିପାଇଁ ମହାନିଲାମୀ ପୂର୍ବରୁ ୪ ଜଣ ଖେଳାଳୀଙ୍କୁ ରିଟେନ ରଖିଛି ଦଳ । ଦୁଇ ଭାରତୀୟ ଓ ଦୁଇ ବିଦେଶୀ ଖେଳାଳୀଙ୍କୁ ରିଟେନ କରିଛି ଦଳ । ଆଉ…