Daily Archives

November 21, 2021

ଅକ୍ଷର ପଟେଲଙ୍କ ଚମତ୍କାର ବୋଲିଂ: ୭୩ ରନରେ ନ୍ୟୁଜିଲାଣ୍ଡକୁ ହରାଇ ସିରିଜ ପୋଛିଲାନେଲା ରୋହିତ ବାହିନୀ

କନକ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆରେ ବିଜୟ ଲାଭ କରିଛି ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ୭୩ ରନରେ ହରାଇ ୩-୦ରେ ସିରିଜ ଅକ୍ତିଆର କଲା ଭାରତ । ଏହି ମ୍ୟାଚରେ ରୋହିତଙ୍କ ଦମଦାର ଅର୍ଦ୍ଧଶତକ ଓ ଅକ୍ଷର ପଟେଲଙ୍କ ଚମତ୍କାର ବୋଲିଂ ବଳରେ ଭାରତ ବିଜୟ ହାସଲ କରିଛି । ଏହି ମ୍ୟାଚରେ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲା ସଂଯୁକ୍ତ କିଷାନ ମୋର୍ଚ୍ଚା: ୬ଦଫା ଦାବି ପୂରଣ ପାଇଁ ପ୍ରସ୍ତାବ

କନକ ବ୍ୟୁରୋ: ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଥିବାବେଳେ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଛାମୁଆ କୃଷକ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା । ୬ ଦଫା ଦାବି ପୂରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ଚାଷୀ ସଂଗଠନ । ଦାବି ରହିଛି, ଏମଏସପି…

କଟକରେ ରାଜସ୍ଥାନୀ ବେପାରୀଙ୍କ ଶୀତବସ୍ତ୍ରର ପସରା: ୨୫ ବର୍ଷ ହେଲା କରି ଆସୁଛନ୍ତି ବ୍ୟବସାୟ

କନକ ବ୍ୟୁରୋ: ସବୁବେଳେ ଗହଳି ରହୁଥିବା କଟକରେ ଏବେ ଶୀତ ବଢିଛି । ଆଉ ଶୀତ ବଢିଲେ ମନ ବଳୁଛି କାଶ୍ମୀର ସାଲ ଏବଂ ଡ଼ିଜାଇନ ସ୍ୱେଟର ପାଇଁ । ଉଇଂଟର କ୍ୟାପ ଏବଂ ଶୀତ ପୋଷାକ କିଣିବା ପାଇଁ ଏବେ ବଜାରରେ ଭିଡ଼ ଜମୁଛି । କଟକ ଖାନ ନଗର କାଠଯୋଡ଼ି ନଦୀ କୂଳରେ ଖୋଲିଛି ଉଇଂଟର ମାର୍କେଟ । ସଂଧ୍ୟା…

ଘରେ ସଢ଼ୁଛି କାରିଗରଙ୍କ ଜିନିଷ: କଟକଣା ଯୋଗୁଁ ବିକ୍ରି ହୋଇପାରିଲାନି ହାତ ତିଆରି ସାମଗ୍ରୀ

କନକ ବ୍ୟୁରୋ: କରୋନା ସଂକ୍ରମଣ କଥା କହି ଆଖି ବୁଜା ବନ୍ଦ କରି ଚାଲିଛନ୍ତି ସରକାର । ପର୍ବ ପର୍ବଣୀ ପାଳନ ଉପରେ କଟକଣା ଲଗାଉଛନ୍ତି । ପୂଜା ପୂର୍ବରୁ ଗାଇଡଲାଇନ୍ ଆଣୁଛନ୍ତି । କାର୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ହେବ ନାହିଁ ବୋଲି କହିଦେଲେ, ଡଙ୍ଗା ବିକି ପରିବାର ପୋଷିବାକୁ ଆଶା ରଖିଥିବା…

ଚିନ୍ତାରେ ଏବେ ପାନ ଚାଷୀ: ବିକ୍ରି ହେଉନି ପାନ, ଲଗାତାର ୩ ବର୍ଷ ହେଲା କ୍ଷତି ସହୁଛନ୍ତି ଚାଷୀ

କନକ ବ୍ୟୁରୋ: ଆତ୍ମନିର୍ଭର କରିଛି ପାନ ଚାଷ । ମହାକାଳପଡା ବ୍ଲକର ଉପକୁଳବର୍ତି ଅଂଚଳରେ ପାନ ଚାଷ ବ୍ୟାପକ ଭାବେ କରାଯାଉଛି । ବର୍ଷା ଏବଂ ବାତ୍ୟା ପରି ପ୍ରାକୃତିକ ଦୁର୍ବିପାକ ଓ ବିକ୍ରିବଟା ସମସ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହେଉଛନ୍ତି ପାନଚାଷି । ଦିନେ ପାନଚାଷରେ ନିଜର ସ୍ୱତନ୍ତ୍ର ପରିଚୟ…

ରୋହିତଙ୍କ ଅର୍ଦ୍ଧଶତକ, ଶେଷ ଓଭରରେ ଦମ ଦେଖାଇଲେ ଦୀପକ: ନ୍ୟୁଜିଲାଣ୍ଡକୁ ୧୮୫ ରନ ଟାର୍ଗେଟ ଦେଲା ଭାରତ

କନକ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି-୨୦ ମ୍ୟାଚରେ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି ରୋହିତ ଶର୍ମା । ସେପଟେ ଶେଷ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୮୪ରେ ପହଞ୍ଚାଇଥିଲେ ଦୀପକ ଚହର । ଏହାସହ ଏବେ ନ୍ୟୁଜିଲାଣ୍ଡ ଆଗରେ ୧୮୫ ରନର ବିଜୟ ଲକ୍ଷ୍ୟ ରହିଛି । ନ୍ୟୁଜିଲାଣ୍ଡକୁ…