Daily Archives

November 6, 2021

ପରଦାରେ ଧମାଲ କରୁଛି ଅକ୍ଷୟ-କ୍ୟାଟ୍ରିନାଙ୍କ ସୂର୍ଯ୍ୟବଂଶୀ: ପ୍ରଥମ ଦିନରେ କଲା ୨୫ କୋଟିର ବ୍ୟବସାୟ

କନକ ବ୍ୟୁରୋ: ଫିଲ୍ମ ରିଲିଜ ପରେ ଆସିଲା ସୁର୍ଯ୍ୟବଂଶୀର ଆଉ ଏକ ରୋମାଂଟିକ୍ ଗୀତ । ୧୯୯୪ର ଚଳଚ୍ଚିତ୍ର ମୋହରାରେ ସ୍ଥାନ ପାଇଥିବା ସୁପରହିଟ୍ ଗୀତ ‘ଟିପ୍ ଟିପ୍ ବରସା ପାନି’କୁ ରିକ୍ରିଏଟ୍ କରି ଚଳଚ୍ଚିତ୍ର ସୂର୍ଯ୍ୟବଂଶୀରେ ସ୍ଥାନ ଦିଆଯାଇଛି । ଆଉ ଏଥର ଅକ୍ଷୟଙ୍କ ବିପକ୍ଷରେ ରବିନା ଟଣ୍ଡନଙ୍କ…

ଆରୟନ ଖାନ୍ ଡ୍ରଗ୍ସ ମାମଲା: ତଦନ୍ତ କରିବେ ଓଡିଶା କ୍ୟାଡରର ଅଧିକାରୀ ସଂଜୟ ସିଂହ

କନକ ବ୍ୟୁରୋ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ହଟିଲେ ଏନସିବି ଅଧିକାରୀ ସମୀର ୱାଙ୍ଖଡେ । ଏଣିକି ଆରୟନ ଖାନ୍ କେସ୍ର ତଦନ୍ତ କରିବେ ଏନିସିବି ଅଧିକାରୀ ସଞ୍ଜୟ ସିଂହ । ଆରୟନ ଖାନ୍ ମାମଲା ସହ ଅନ୍ୟ ୬ଟି ଡ୍ରଗ୍ସ କେସ୍ର ଯାଂଚ ପାଇଁ ସଂଜୟ ସିଂହ ଦିଲ୍ଲୀରୁ ମୁମ୍ବାଇ ଆସିଛନ୍ତି । ଆରୟନ…

ସାମ୍ନାକୁ ଆସିଲା ଚୀନର ଷଡଯନ୍ତ୍ର: ବିବାଦୀୟ କ୍ଷେତ୍ରରେ ଗାଁ ବସାଉଛି ଡ୍ରାଗନ୍

କନକ ବ୍ୟୁରୋ: ଚାଇନରା ନୂଆ ସୀମା ଆଇନକୁ ନେଇ ରିପୋର୍ଟ ପ୍ରକାଶ କରିଛି ଆମେରିକାର ପଂଟାଗନ । ଏହି ରିପୋର୍ଟରେ ଚୀନର ବିସ୍ତାରବାଦୀ ନୀତିର ପୋଲ୍ ଖୋଲିଯାଇଛି । ରିପୋର୍ଟରେ ଆମେରିକା କହିଛି, ଏହି ନୂଆ ସୀମା ଆଇନ ବଳରେ ଏବେ ବିବାଦୀୟ ସୀମା ଅଂଚଳରେ ଭାରତକୁ ପଛକୁ ଠେଲିବ ଚୀନ । ବିବାଦୀୟ ଅଂଚଳ…

କରୋନା ଆସିବା ପରେ ଚାଷୀ ଆତ୍ମହତ୍ୟାକୁ ବଳିଯାଇଛି ବ୍ୟବସାୟୀଙ୍କ ଆତ୍ମହତ୍ୟା ।

କନକ ବ୍ୟୁରୋ : ଦେଶରେ କୃଷକ ଆତ୍ମହତ୍ୟା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହୋଇଥିବାବେଳେ ଆଉ ଗୋଟିଏ ବର୍ଗର ଆତ୍ମହତ୍ୟା ସଂଖ୍ୟା ଚିନ୍ତାଜନକଭାବେ ବଢିଚାଲିଛି । ସେମାନେ ହେଉଛନ୍ତି ବ୍ୟବସାୟୀ ବର୍ଗ । କୃଷକ ମୃତ୍ୟୁକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବାବେଳେ ଏମାନଙ୍କ ଆତ୍ମହତ୍ୟା ଚର୍ଚ୍ଚାକୁ…

ଆଫ୍ରିକାରେ ଭୟଙ୍କର ଦୁର୍ଘଟଣା: ପେଟ୍ରୋଲ ବୋଝେଇ ଟ୍ୟାଙ୍କକୁ ଧକ୍କା ଦେଲା ଟ୍ରକ, ବିସ୍ଫୋରଣରେ ଜୀଅନ୍ତା ଜଳିଗଲେ ୯୧ଜଣ…

କନକ ବ୍ୟୁରୋ: ଆଫ୍ରିକାର ସିଏରା ଲିଓନ ସହରରେ ଭୟଙ୍କର ବିସ୍ଫୋରଣ । ପେଟ୍ରୋଲ ବୋଝେଇ ଟ୍ୟାଙ୍କ କୁ ଧକ୍କା ଦେଲା ଟ୍ରକ । ଫଳେରେ ଘଟଣା ସ୍ଥଳରେ ହିଁ ଜଳିଯାଇଥିଲେ ୯୦ ରୁ ଅଧିକ ଲୋକ । ଏହାସହ ଶତାଧିତ ଗୁରୁତର ଆହାତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି…