Daily Archives

November 8, 2021

ତେଲ ପକାଇଲେ, ଜାଲିଆତିର ଫର୍ଦ୍ଦାଫାସ କଲେ ମନ୍ତ୍ରୀ: ରାତାରାତି ପେଟ୍ରୋଲ ପମ୍ପ ସିଲ୍

କନକ ବ୍ୟୁରୋ: ପେଟ୍ରୋଲ-ଡିଜେଲର ଦାମ ବୃଦ୍ଧିକୁ ନେଇ ସାଧାରଣ ଲୋକ ଚିନ୍ତାରେ ଥିବା ବେଳେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଜାଲିଆତି ଆହୁରି ଚିନ୍ତା ବଢାଇ ଦେଇଛି । ଏହାରି ମଧ୍ୟରେ ଗୁଜୁରାଟରେ ଏକ ରୋଚକ ଘଟଣା ଘଟିଛି, ଯେଉଁଥିପାଇଁ ଏକ ପେଟ୍ରୋଲ ପମ୍ପ ସିଲ ହୋଇଛି । ଗୁଜୁରାଟ ସରକାରର ଜଣେ…

ସମୀର ୱାଙ୍ଖଡେଙ୍କ ବିରୋଧରେ ନୂଆ ଅଭିଯୋଗ ଆଣିଲେ ନବାବ ମଲ୍ଲିକ: ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ଅଛନ୍ତି ୱାଙ୍ଖଡେଙ୍କ ଶାଳି

କନକ ବ୍ୟୁରୋ: ବଦଳିଯାଇଛି ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାର ଚିତ୍ର । ରାତାରାତି ବଦଳିଛନ୍ତି ତଦନ୍ତକାରୀ ଅଧିକାରୀ, ଚାଲିଛି ଆରୋପ ପ୍ରତ୍ୟାରୋପ । ଏହା ଭିତରେ ଏନସିବି ଟିମ ଦ୍ୱାରା ଗଠିତ ଦୁଇଟି ଏସଆଇଟି ଟିମ ଏବେ ତଦନ୍ତ ଦାୟିତ୍ୱ ନେଇଛି । ସେପଟେ ଦିଲ୍ଲୀ ୟୁନିଟ ଡିଡିଜି ଜ୍ଞାନେଶ୍ୱର ସିଂ…

ଚିନ୍ତା ବଢାଉଛି ଦିଲ୍ଲୀ ପ୍ରଦୂଷଣ: ଦିପାବଳୀର ୪ ଦିନ ପରେ ବି ବାୟୁର ଗୁଣବତା ମାନକ ୬୦୦ ଉପରେ ରହିଛି, ଯମୁନା ନଦୀ ଜଳ…

କନକ ବ୍ୟୁରୋ: ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ଚିନ୍ତାର କାରଣ ବନିଲାଣି । ଏବେ ଦିଲ୍ଲୀର ବାୟୁର ଗୁଣବତା ମାନକ ୬୦୦ ଟପିବା ସମସ୍ୟା କେତେ ଗଂଭୀର ତାହାକୁ ସୂଚାଉଛି । ହରିୟାଣା, ପଂଜାବ, ଉତରପ୍ରଦେଶରେ ଜମିରେ ଶସ୍ୟ ଟୁକୁଡା ଅଂଶ ପୋଡିବା ଶୀତ ସମୟରେ ଦିଲ୍ଲୀ ବାୟୁ ପ୍ରଦୂଷଣକୁ ଅଧିକ ଗଭୀର କରିଦେବ…

ଲଖିମପୁର ହିଂସାକାଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ନାଲି ଆଖି । ୟୁପି ସରକାର ଉପରେ ବର୍ଷିଲେ ସର୍ବୋଚ୍ଚ ନାୟାଳୟ 

କନକ ବ୍ୟୁରୋ: ଲଖିମପୁର ହିଂସାକାଣ୍ଡରେ ସଠିକ୍ ଭାବେ ତଦନ୍ତ କରୁନି ଉତ୍ତରପ୍ରଦେଶ ସରକାର । ଘଟଣାକୁ ୧ ମାସରୁ ଅଧିକ ସମୟ ବିତିଯାଇଥିଲେ ବି ତଦନ୍ତ କରିବାରେ ବିଫଳ ୟୁପି ପୋଲିସ । ଯାହାକୁ ନେଇ ପୁଣିଥରେ ଉତ୍ତର ପ୍ରଦେଶ ସରକାର ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୟୁପି ସରକାର ଦ୍ୱାରା…

ଲଗାଣ ବର୍ଷାରେ ବେହାଲ ତାମିଲନାଡୁ: କୁତ୍ରିମ ବନ୍ୟାରେ ବୁଡିଲା ରାଜଧାନୀ ଚେନ୍ନାଇ, ରାସ୍ତା ଘାଟରେ ଲହଡି ଭାଙ୍ଗିଲା…

କନକ ବ୍ୟୁରୋ: ଲଗାଣ ବର୍ଷାରେ ବେହାଲ ତାମିଲନାଡୁ । ପ୍ରବଳ ବର୍ଷା ଫଳରେ ରାଜ୍ୟରେ ଅନେକ ସ୍ଥାନରେ ସ୍ଥିତି ସାଂଘାତିକ୍ ହୋଇ ପଡିଛି । ଖାସକରି ପ୍ରଭାବିତ ହୋଇଛି ଚେନ୍ନାଇ । ଏଠାରେ ଦୁଇ ଶହରୁ ଅଧିକ ଘର ନଷ୍ଟ ହୋଇଯାଇଛି । ଲୋକଙ୍କୁ ଉଦ୍ଧାର କରାଯାଇ ଅସ୍ଥାୟୀ କ୍ୟାମ୍ପରେ ରଖାଯାଇଛି । ୨୦୧୫ ପରେ…

‘ରାଫେଲ’ ଡିଲରେ ବଡ ଧରଣର ଠକେଇ  । ସାମ୍ନାକୁ ଆସିଲା ଫ୍ରାନ୍ସ ମିଡିଆ ରିପୋର୍ଟ 

କନକ ବ୍ୟୁରୋ: ପୁଣି ବିବାଦରେ ରାଫେଲ ଚୁକ୍ତି । ଲଢୁଆ ବିମାନ କିଣାରେ ହୋଇଛି ଲାଞ୍ଚ କାରବାର । ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ୨୦୧୬ରେ ହୋଇଥିବା ରାଫେଲ ଚୁକ୍ତିକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ରାଫେଲ ତିଆରି କରୁଥିବା ଡାସଲ୍ଟ କମ୍ପାନୀ ଭାରତର ଜଣେ ମଧ୍ୟସ୍ଥିଙ୍କୁ ଏହି ଲାଞ୍ଚ…