Monthly Archives

August 2021

ସେପ୍ଟେମ୍ବର ଗାଇଡଲାଇନ : ରାତି ୧୦ଟା ଯାଏଁ ଖୋଲିବ ଦୋକାନ-ବଜାର, ପାର୍ବଣ ଋତୁରେ ବଢିବ ବେପାର ।

କନକ ବ୍ୟୁରୋ : ସେପ୍ଟେମ୍ବର ମାସ ପାଇଁ ଆସିଲା କରୋନା ଗାଇଡଲାଇନ । ଏଣିକି ରାତି ୧୦ଟା ଯାଏଁ ଖୋଲା ରହିବ ଦୋକାନ ବଜାର । ନାଇଟକର୍ଫ୍ୟୁର ସମୟସୀମାରେ ପରିବର୍ତ୍ତନ ହେବା ପରେ ଦୋକାନ ବଜାର ରାତି ୧୦ଟା ଯାଏଁ ଖୋଲିବା ନେଇ ବାଟ ଫିଟିଛି । ପୂର୍ବରୁ ସନ୍ଧ୍ୟା ୮ଟା ପରେ ନାଇଟକର୍ଫ୍ୟୁ ଲାଗୁଥିବା…

ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଲେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନ୍ ।

କନକ ବ୍ୟୁରୋ: ସମସ୍ତ ପ୍ରକାର କ୍ରିକେଟକୁ ଅଲବିଦା କହିଲେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନ୍ । ମଙ୍ଗଳବାର ସେ କ୍ରିକେଟରୁ ଅବସର ନେବା ସହିତ ସମସ୍ତ ପ୍ରକାର କ୍ରିକେଟକୁ ବାଏ ବାଏ କହିଛନ୍ତି । ତେବେ  ଡେଲ ଷ୍ଟେନ ଦୀର୍ଘ ବର୍ଷ ଧରି ଦକ୍ଷିଣ ଆଫ୍ରିକା ଦଳରୁ ପ୍ରତିନିଧିତ୍ୱ…

ଦୁର୍ଘଟଣା ରୋକିବ ସ୍ୱତନ୍ତ୍ର ସଫ୍ଟୱେୟାର । ମଦ ପିଇଥିଲେ କିମ୍ବା ସିଟ୍ ବେଲ୍ଟ ବାନ୍ଧିନଥିଲେ ଷ୍ଟାର୍ଟ ହେବନି ଗାଡ଼ି,…

କନକ ବ୍ୟୁରୋ : ମଦ ପିଇଥିଲେ ଗଡ଼ିବନି ଗାଡ଼ି । ଦୁର୍ଘଟଣାରୁ ରକ୍ଷା କରିବ ସଫ୍ଟୱେୟାର । ଏଣିକି ମଦ ପିଇଥିଲେ ଆଉ ଗାଡ଼ି ଗଡ଼ିବନି । ଆଉ ଯଦି ଆପଣ ଗାଡିରେ ବସି ସିଟ୍ ବେଲ୍ଟ ବାନ୍ଧିନଥିବେ, ତେବେ ମଧ୍ୟ ଆପଣଙ୍କ ଗାଡିର ଇଞ୍ଜିନ୍ ଷ୍ଟାର୍ଟ ହେବ ନାହିଁ । ଏଭଳି ଏକ ସଫ୍ଟୱେୟାର ବିକଶିତ କରିଛନ୍ତି…

ସେପ୍ଟେମ୍ବର ମାସ ପାଇଁ ଆସିଲା ଗାଇଡଲାଇନ । ବାହାଘର, ଶୁଦ୍ଧିକ୍ରିୟାରେ ୨୫୦ ଜଣଙ୍କୁ ଅନୁମତି, ବିବାହ ଶୋଭାଯାତ୍ରା ପାଇଁ…

କନକ ବ୍ୟୁରୋ : ସେପ୍ଟେମ୍ବର ମାସ ପାଇଁ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ଖାସକରି ବିବାହ ଓ ବ୍ରତଘର ପାଇଁ ଜାରି କରାଯାଇଥିବା କଟକଣାକୁ କୋହଳ କରିଛନ୍ତି ସରକାର । ଏଣିକି ବାହାଘରରେ ୨୫୦ ଜଣ ସାମିଲ…

କରୋନା କାଳରେ କେମିତି ପାଳନ ହେବ ପୂଜା ପାର୍ବଣ ? ଜାଣନ୍ତୁ ସେପ୍ଟେମ୍ବର ଗାଇଡଲାଇନରେ କ’ଣ କହିଲେ ସରକାର ।

କନକ ବ୍ୟୁରୋ : ସେପ୍ଟେମ୍ବର ମାସ ପାଇଁ କୋଭିଡ୍ କଟକଣା କୋହଳ କରିଛନ୍ତି ସରକାର । କିନ୍ତୁ ଏହାରି ମଧ୍ୟରେ ସମସ୍ତଙ୍କ ମନରେ ରହିଛି ଏକ ବଡ଼ ପ୍ରଶ୍ନ । ଯେ କରୋନା କାଳରେ କେମିତି ପାଳନ ହେବ ପୂଜା ପାର୍ବଣ ? ସେପ୍ଟେମ୍ବର ମାସରେ ରହିଛି ବିଘ୍ନ ବିନାଶକ ଶ୍ରୀଗଣେଶ ଠାକୁରଙ୍କ ପୂଜା, ବିଶ୍ୱ…

ସିନେମା ହଲ୍ ଏବଂ ମଲ୍ ପାଇଁ ଆସିଲା ନୂଆ ଗାଇଡଲାଇନ୍ । ଏଣିକି ଶତ ପ୍ରତିଶତ କ୍ଷମତାରେ ଚାଲିପାରିବ ଫିଲ୍ମ ହଲ, ଦରକାର…

କନକ ବ୍ୟୁରୋ : ସେପ୍ଟେମ୍ବର ମାସରେ ରାଜ୍ୟର ସମସ୍ତ ସିନେମା ହଲ୍ ଏବଂ ସପିଂ ମଲ୍ ଗୁଡିକ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏଣିକି ସିନେମା ହଲ୍ ଏବଂ ସପିଂ ମଲକୁ ଯିବାକୁ ହେଲେ ଆପଣଙ୍କୁ ଆଉ ଦୁଇଟି ଡୋଜ୍ ଟୀକାର ପ୍ରମାଣପତ୍ର ଦେଖାଇବାକୁ ପଡିବନାହିଁ । କିମ୍ବା…