Daily Archives

August 23, 2021

ଜାତି ଭିତ୍ତିକ ଜନଗଣନା ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୧୦ଟି ଦଳର ନେତା । ନେତୃତ୍ୱ ନେଲେ ବିହାର ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: ଜାତି ଭିତ୍ତିକ ଜନଗଣନା ନେଇ ସାରା ଦେଶରେ ତେଜୁଛି ରାଜନୀତି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ୧୦ଟି ଦଳର ନେତା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସାଉଥ ବ୍ଲକରେ ବସିଥିଲା ସ୍ୱତନ୍ତ୍ର ମିଟିଙ୍ଗ୍…

ପୁଣି ବିବାଦରେ ପଞ୍ଜାବ ପିସିସି ସଭାପତି ନବଜ୍ୟୋତ୍ ସିଂହ ସିଦ୍ଧୁ । ଇନ୍ଦିରା ଗାନ୍ଧୀ ଓ କଶ୍ମୀର ଉପରେ ପରାମର୍ଶଦାତାଙ୍କ…

କନକ ବ୍ୟୁରୋ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତଙ୍କ ଠାରୁ ବିବାଦ ପିଛା ଛାଡୁନି । ଅନେକ ମାନସ ମନ୍ଥନ ପରେ ପଞ୍ଜାବର ପିସିସି ସଭାପତି ଦାୟିତ୍ୱ ସିନା ମିଳିଛି ହେଲେ ଏବେ ପୁଣିଥରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ଏଥର ନିଜ ପରାମର୍ଶଦାତାଙ୍କୁ ନେଇ ସେ ସମସ୍ୟା ଘେରରେ…

ତାଲିବାନ କବଳକୁ ଏବେ ବି ଆସିନି ପଂଜଶିର । ଦଖଲ କରିବାକୁ ଚାରିପଟୁ ଘେରାବନ୍ଦୀ କରୁଛନ୍ତି ତାଲିବାନୀ 

କନକ ବ୍ୟୁରୋ: ତାଲିବାନର ଶେଷ ଟାର୍ଗେଟରେ ରହିଛି ପଂଜସିର ପ୍ରଦେଶ । ଅଭେଦ୍ୟ ଗଡ କୁହାଯାଉଥିବା ଏହି ପ୍ରାନ୍ତକୁ ନିଜ ଦଖଲକୁ ନେବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି । କାବୁଲଠାରୁ ଶହେ କିଲୋମିଟର ଦୂରରେ ଥିବା ଏହି ଅଂଚଳକୁ ବହୁ ସଂଖ୍ୟାରେ ତାଲିବାନୀ ସୈନ୍ୟ ଯିବା ସହ ଚାରିପଟୁ ଘେରାଉ କରିଛନ୍ତି ।…

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ ବେଳେ ପଦାରେ ପଡ଼ିଲା କଂଗ୍ରେସ କନ୍ଦଳ । ବୈଠକକୁ ଆସିଲେନି ବିଧାୟକ ତାରା…

କନକ ବ୍ୟୁରୋ: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ କଣ ରହିବ ଦଳୀୟ ରଣନୀତି । ସେନେଇ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ବୈଠକ ବସିଥିଲା । ଆଗାମୀ ଦିନରେ କଣ ରହିବ ରଣନୀତି ସେନେଇ ବ୍ଲୁପ୍ରିଂଟ ପ୍ରସ୍ତୁତ ହୋଇଛି  । ତେବେ…

ଏମିତି ଚାଲିଛି ଦୁର୍ନୀତି । ୪ ଯୋଡା ସ୍ୱାମୀ ସ୍ତ୍ରୀଙ୍କୁ ୨୦ କୋଟି ଟଙ୍କାର କାମକୁ ଭାଗ ଭାଗ କରି ବାଂଟିଦେଲେ ବିଭାଗୀୟ…

କନକ ବ୍ୟୁରୋ: ଆପଣ ଜାଣିଥିବେ କୋଟି କୋଟି ଟଙ୍କାର ଠିକା କାମକୁ ଅଯଥାରେ ଖଣ୍ଡ ଖଣ୍ଡ କରି ବାଂଟିବା ରିପୋର୍ଟ କନକନ୍ୟୁଜରେ ପ୍ରସାରଣ ପରେ ନିକଟରେ ଭୁବନେଶ୍ୱର ପୂର୍ତ ବିଭାଗର ଜଣେ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ ହୋଇଥିଲେ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଳସଂପଦ ବିଭାଗର ଭୁବନେଶ୍ୱର…

ଫସଲ କ୍ଷତିପୂରଣ ପାଉନାହାନ୍ତି ଚାଷୀ । ହେଲେ ବୀମା କମ୍ପାନୀ ହେଉଛନ୍ତି ମାଲାମାଲ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ…

କନକ ବ୍ୟୁରୋ: ଚାଷୀଙ୍କ ସୁବିଧା ପାଇଁ ହୋଇଥିବା ବୀମା ଯୋଜନା, ଚାଷୀଙ୍କ କାମରେ ଲାଗୁନି । ଦୈବୀ ଦୁର୍ବିପାକରେ ଫସଲ ନଷ୍ଟ ହେଲେ କ୍ଷତିପୂରଣ ପାଇବାକୁ ଚାଷୀ ବୀମା କରୁଛନ୍ତି, ଉଭୟ ଚାଷୀ ଓ ସରକାର ପ୍ରିମିୟମ ପୈଠ କରୁଛନ୍ତି । ହେଲେ ଫସଲ ନଷ୍ଟ ହେଲେ ବୀମା ଟଙ୍କା ଦେବାକୁ ଆଗେଇ ଆସୁ ନାହାନ୍ତି…