Daily Archives

August 14, 2021

ବନ୍ୟାରେ ବେହାଲ ଉତ୍ତର ପ୍ରଦେଶ । ମିର୍ଜାପୁର, ପ୍ରୟାଗରାଜ, ବାରାଣାସୀରେ ହନ୍ତସନ୍ତ ଲୋକେ । ସେପଟେ ବିହାରରେ…

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ଜାରି ରହିଛି ବନ୍ୟା ପ୍ରଳୟ । ମିର୍ଜାପୁରରରେ ଘର ଦ୍ୱାର, ରାସ୍ତା ଘାଟ ସବୁଠି ଭରି ରହିଛି ବନ୍ୟା ପାଣି । ଏମିତିକି ଚାଷ ଜମି ବି ବନ୍ୟା ପାଣିରେ ବୁଡି ରହିଛି ଆଉ ଏହି ବନ୍ୟା ପରିସ୍ଥିତି ଭିତରେ ଲୋକେ ହନ୍ତସନ୍ତ ହେଉଛନ୍ତି । ସେମାନଙ୍କ ପାଖରେ ପ୍ରଶାସନ ପହଁଚି…

ସ୍ୱାଧୀନତା ଦିବସ ପୂର୍ବରୁ ଜମ୍ମୁ କଶ୍ମୀରରେ ବଡ ଧରଣର ଆକ୍ରମଣ ଯୋଜନା । ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କ ଛାଉଣୀ ।

କନକ ବ୍ୟୁରୋ: ସ୍ୱାଧିନତା ଦିବସ ପାଇଁ ଜମ୍ମୁ କାଶ୍ମୀରରେ ସେନାର କଡା ପହରା । କୌଣସି ଆତଙ୍କବାଦୀ ଆକ୍ରମଣକୁ ରୋକିବା ପାଇଁ ସୁରକ୍ଷାକର୍ମୀ ରଖିଛନ୍ତି ତୀକ୍ଷଣ ନଜର । ଏହାରି ଭିତରେ ଆତଙ୍କବାଦୀଙ୍କ ଏକ ଷଡଯନ୍ତ୍ରକୁ ପଣ୍ଡୁର କରିଛି ସେନା । ଜମ୍ମୁକଶ୍ମୀର କିସ୍ତୱାଡରେ ଜାତୀୟ ରାଜପଥରେ…

ଡେଲ୍ଟା ପ୍ଲସ୍କୁ ନେଇ ମହାରାଷ୍ଟ୍ରରେ ହଇଚଇ । ଡେଲ୍ଟା ପ୍ଲସରେ ୬୬ଜଣ ସଂକ୍ରମିତ, ୫ ମୃତ । ଆକ୍ରାନ୍ତଙ୍କ ମଧ୍ୟରୁ ୭…

କନକ ବ୍ୟୁରୋ: ଗୋଟେ ପଟେ କରୋନାର ୩ୟ ଲହର ଆସିବା ଆଶଙ୍କା ଅନ୍ୟପଟେ ଭାରତରେ କାଳ କରୁଛି ଡେଲଟାପ୍ଲସ ଭାରିଏଂଟ । ବିଶେଷ କରି ମହାରାଷ୍ଟ୍ରରେ ଡେଲଟାପ୍ଲସ ଭାରିଏଂଟର ଆତଙ୍କ ସବୁଠୁ ଅଧିକ ଦେଖିବାକୁ ମିଳିଲାଣି । ରାଜ୍ୟରେ ୬୫ରୁ ଅଧିକ ଲୋକ ଏହି ଭାରିଏଂଟରେ ସଂକ୍ରମିତ ହେବା ସହ ୫ଜଣଙ୍କ ଜୀବନ…

ଚୀନରେ ବ୍ୟାପୁଛି ଡେଲଟା ଭାରିଆଣ୍ଟ । ୧୭ଟି ପ୍ରାନ୍ତରେ ସଂକ୍ରମିତ ଲୋକେ । ସଂକ୍ରମଣ ରୋକିବାକୁ ପ୍ରଶାସନର କଡା…

କନକ ବ୍ୟୁରୋ: ଡେଲଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଲୋକଙ୍କୁ ଘରେ ବନ୍ଦୀ କରୁଛି ଚୀନ ପ୍ରଶାସନ । ଘର ବାହାରୁ ଲୁହା ରଡ ଜରିଆରେ ଲୋକଙ୍କୁ ବନ୍ଦୀ କରାଯାଉଛି । ପିପିଇ କିଟ୍ ପିନ୍ଧି ଚୀନର ସୁରକ୍ଷାକର୍ମୀ ଆକ୍ରାନ୍ତଙ୍କ ଘର ବାହାରକୁ ସିଲ୍ କରୁଛନ୍ତି । କେବଳ ସେତିକି ନୁୁହେଁ, ହାତୁଡି…

ମାସେ ପରେ ବି ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ପୋଲିସକୁ ମିଳିନାହିଁ ସଫଳତା । ଡିଜିପିଙ୍କ ନିର୍ଦ୍ଦେଶରେ ତଦନ୍ତ…

କନକ ବ୍ୟୁରୋ: ଏସିଏଫ ସୌମ୍ୟ ରଂଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ କରିଛି । ଡ଼ିଏଫଓ ଓ ବିଦ୍ୟାଭାରତୀଙ୍କୁ ଜେରା କରିପାରେ କ୍ରାଇମବ୍ରାଂଚ । ଏହି ମାମଲାରେ ଅଭିଯୁକ୍ତ ଥିବା ଅନ୍ୟମାନଙ୍କୁ ମଧ୍ୟ ପଚରା ଉଚରା କରାଯିବ । ମୃତ ମୌମ୍ୟରଂଜନଙ୍କ ସରକାରୀ ବାସଭବନରେ ୨ ଘଂଟା ଧରି ଯାଂଚ…

ଆଫଗାନିସ୍ତାନରେ ତାଲିବାନ ଆତଙ୍କ । କାବୁଲଠୁ ୫୦ କିଲୋମିଟର ଦୂରରେ ଆତଙ୍କୀ । ସେପଟେ ଭାରତକୁ ପ୍ରଶଂସା ଭରା ଚେତାବନୀ…

କନକ ବ୍ୟୁରୋ: ଦିନକୁ ଦିନ କାବୁଲର ନିକଟତର ହେବାରେ ଲାଗିଛି ତାଲିବାନ । ଏବେ କାବୁଲ ଠାରୁ ମାତ୍ର ୫୦ କିଲୋମିଟର ଦୂରରେ ଡେରା ଜମାଇଛି ତାଲିବାନ ସେନା । ସେପଟେ କାବୁଲରୁ ଆମେରିକା ସମେତ ଅନ୍ୟ ଦେଶଗୁଡିକର ରାଷ୍ଟ୍ରଦୂତ ମାନେ ଦୂତବାସ ଛାଡିଦେଲେଣି । ଲାଗୁଛି ଆଉ କିଛି ଦିନ ଭିତରେ କାବୁଲକୁ…