Daily Archives

August 6, 2021

ଅକ୍ଟୋବରରୁ ବଜାରକୁ ଆସିବ କୋଭାଭାକ୍ସ । କରୋନା ସଂକ୍ରମଣ କ୍ଷେତ୍ରରେ ୯୦ ପ୍ରତିଶତ ପ୍ରଭାବି । ୨୦୨୨ ଆରମ୍ଭରୁ ଛୋଟ…

କନକ ବ୍ୟୁରୋ: ଭାରତକୁ ଖୁବଶୀଘ୍ର ମିଳିବାକୁ ଯାଉଛି ଆଉ ଏକ କରୋନା ଟିକା । ଆମେରିକା ଫାର୍ମାସ୍ୟୁଟିକାଲ୍ସ ଫାର୍ମାର କରୋନା ଟିକା କୋଭାଭାକ୍ସ ଉଭୟ ପ୍ରାପ୍ତ ବୟସ୍କ ଓ ଶିଶୁଙ୍କ ପାଇଁ ଶୀଘ୍ର ଲଞ୍ଚ ହେବ । ଏହି ସୂଚନା ଦେଇଛନ୍ତି ସିରମ ଇନଷ୍ଟିଚ୍ୟୁଟ ସିଇଓ ଅଦାର ପୁନାୱାଲା । ଅକ୍ଟୋବର ସୁଦ୍ଧା…

ବଦଳିଲା ରାଜୀବ ଗାନ୍ଧୀ ଖେଳରତ୍ନ ଆୱାର୍ଡର ନାଁ । ଏଣିକି ଧ୍ୟାନଚାନ୍ଦଙ୍କ ନାଁରେ ଦିଆଯିବ ପୁରସ୍କାର । ଇରଫାନ ପଠାନ…

କନକ ବ୍ୟୁରୋ: ମୋଦୀ ସରକାରଙ୍କ ଦ୍ୱାରା କୌଣସି ସ୍ଥାନ କିମ୍ବା କିଛି ନାମ ପରିବର୍ତ୍ତନ କରିବା ନୂଆକଥା ନୁହେଁ । କିଛି ନାମକରଣ ଅତ୍ୟଧିକ ଭାବରେ ପ୍ରଚଳିତ ହୋଇଥିବାବେଳେ ଆଉ କିଛିର ନାମକରଣ ବହୁତ ସମାଲୋଚିତ ହୋଇଛି । ଚଳିତ ଥର ଟୋକିଓ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଚମକ୍ରାର…

ଆସାମ-ମିଜୋରାମ ମଧ୍ୟରେ ସୁଧୁରିବ ସୀମା ବିବାଦ । ସମାଧାନ ପାଇଁ ରାଜିହେଲେ ଦୁଇ ରାଜ୍ୟ ।

କନକ ବ୍ୟୁରୋ: ଆସାମ ଓ ମିଜୋରାମ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ସୀମା ବିବାଦ ସମସ୍ୟାର ହେବ ସମାଧାନ । ଗୁରୁବାର ଦୁଇ ରାଜ୍ୟ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତ୍ତି ହୋଇଛି । ଏହାସହିତ ବିବାଦୀୟ ଲୈଲାପୁରରେ ସେନା ମୁତୟନକୁ ପ୍ରତ୍ୟାହାର କରାଯାଇଛି । କେବଳ ସେତିକି ନୁହେଁ ଆସାମ…

ଦିଲ୍ଲୀ ଦଳିତ ନାବାଳିକା ଦୁଷ୍କର୍ମ ଘଟଣାରେ ବଢିଲା ଆକ୍ରୋଷ । ଦଳିତ ସମାଜ ଓ ଯୁବପିଢିଙ୍କ ତରଫରୁ ଜାରି ରହିଛି ବିକ୍ଷୋଭ…

କନକ ବ୍ୟୁରୋ: ଦିଲ୍ଲୀରେ ୯ ବର୍ଷର ଦଳିତ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏନେଇ ଗୁରୁବାର ଘଟଣା ସ୍ଥଳରେ ପହଁଚି ପ୍ରମାଣ ସଂଗ୍ରହ କରିଛି ଦିଲ୍ଲୀ କ୍ରାଇମ୍ବ୍ରାଞ୍ଚ । ଏହାସହ ଘଟଣାରେ ସାଇଣ୍ଟିଫିକ୍ ତଦନ୍ତ କରାଯାଉଛି । ଘଟଣା ସ୍ଥଳର ଯାଞ୍ଚ ପରେ…

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ । ସଂସଦ କାର୍ଯ୍ୟ ବାତିଲ କରି ଜନ୍ତର ମନ୍ତରରେ ପହଁଚିଲେ କଂଗ୍ରେସ ସମେତ ୧୪ଟି…

କନକ ବ୍ୟୁରୋ: ଆଜି କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଜନ୍ତର ମନ୍ତରରେ ପହଁଚିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ ୧୪ଟି ବିରୋଧୀ ଦଳ । ଯେଉଁଠି ସେମାନେ ଚାଷୀଙ୍କ ସହ ମିଶି ବିଜେପି ସରକାର ବିରୋଧରେ ପ୍ରଦର୍ଶନ କରିଛନ୍ତି । ଶୁକ୍ରବାର ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇ ବସ୍ ଜରିଆରେ…

ଲଦାଖ ସୀମାରେ ସୁଧୁରୁଛି ପରିସ୍ଥିତି । କମାଣ୍ଡର ସ୍ତରୀୟ ବୈଠକ ପରେ ଗୋଗ୍ରା ହାଇଟ୍ସରୁ ପଛକୁ ହଟିଲା ଭାରତ ଓ ଚୀନ ସେନା…

କନକ ବ୍ୟୁରୋ: ଭାରତ ଚୀନ୍ ସୀମାରେ ଦୀର୍ଘ ମାସ ଧରି ଲାଗିରହିଥିବା ଗତିରୋଧ ପରେ ଏବେ ସ୍ଥିତି ସାମାନ୍ୟ ହେବାକୁ ଲାଗିଛି । ଉଭୟ ରାଷ୍ଟ୍ର ମଧ୍ୟରେ ହୋଇଥିବା ବୁଝାମଣା ପରେ ପିଏଲଏ ପଛକୁ ହଟିଛି । ଗତ ସପ୍ତାହରେ ଭାରତ-ଚୀନ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ପରେ ଏବେ ଏଲଏସିର ବିବାଦୀୟ ଗୋଗ୍ରା…