Daily Archives

August 12, 2021

ହିମାଚଳ ପ୍ରଦେଶ ଭୂ-ସ୍ଖଳନରେ ଉଦ୍ଧାର କାମ ଜାରି । ବଢିଚାଲିଛି ମୃତ୍ୟୁସଂଖ୍ୟା । ଆକାଶମାର୍ଗରୁ ସ୍ଥିତି ପରଖିଲେ…

କନକ ବ୍ୟୁରୋ: ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାରେ ବୁଧବାର ହୋଇଥିବା ଭୂସ୍ଖଳନରେ ଜାରି ରହିଛି ଉଦ୍ଧାର କାମ । ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଇଟିବିପି, ଏନଡିଆରଏଫ, ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଭୂସ୍ଖଳନ ପାଇଁ ପାହାଡରୁ ମାଟି ଅତଡା…

ସଂସଦରେ ହଟ୍ଟଗୋଳ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ କେନ୍ଦ୍ର ସରକାର । କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଲେ, ଗୃହ…

କନକ ବ୍ୟୁରୋ: ଚଳିତ ମୌସୁମୀ ଅଧିବେଶନରେ ବିରୋଧୀଙ୍କ ଦ୍ୱାରା ବାରମ୍ବାର କରାଯାଇଥିବା ହଟ୍ଟଗୋଳ ପାଇଁ କ୍ଷୁବ୍ଧ ହୋଇଛନ୍ତି କେନ୍ଦ୍ର ସରକାର । ପେଗାସସ୍, ଚାଷୀ ଆନ୍ଦୋଳନ, ଦରଦାମ ବୃଦ୍ଧିକୁ ନେଇ ବିରୋଧୀ ଏଥର ସଂସଦର ଉଭୟ ସଦନକୁ ଚଳାଇ ଦେଇନଥିବାରୁ ଦୁଇ ଦିନ ଆଗରୁ ହିଁ ସଂସଦର କାର୍ଯ୍ୟକାଳକୁ…

ପୁନର୍ଗଠିତ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ୧୦ ଜଣଙ୍କୁ ମନୋନୀତ କଲେ ରାଜ୍ୟ ସରକାର ।

କନକ ବ୍ୟୁରୋ : ପୁନର୍ଗଠିତ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି । ଶ୍ରୀମନ୍ଦିରର ନୂଆ ପରିଚାଳନା କମିଟି ପାଇଁ ରାଜ୍ୟ ସରକାର ୧୦ ଜଣଙ୍କ ନାମକୁ ମନୋନୀତ କରିଛନ୍ତି। ରାଜ୍ୟ ସରକାର ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର ମୁକ୍ତିମଣ୍ଡପ ପ୍ରତିନିଧିତ୍ୱ କରିବେ। ସେହିପରି ମାଧବ…

କରୋନା କାଳରେ ସମ୍ମାନ ପାଇଁ ଆୟୂଷ ଡାକ୍ତରଙ୍କ ଲଢେଇ । ମର୍ଯ୍ୟାଦା ଓ ଉଚିତ ପାରିଶ୍ରମିକ ପାଇଁ ସରକାରଙ୍କ ନିକଟରେ ଦାବି…

କନକ ବ୍ୟୁରୋ: କରୋନା କାଳରେ ସମ୍ମାନ ପାଇଁ ଆୟୂଷ ଡାକ୍ତରଙ୍କ ଲଢେଇ । ମର୍ଯ୍ୟାଦା ଓ ଉଚିତ ପାରିଶ୍ରମିକ ପାଇଁ ସରକାରଙ୍କ ପାଖରେ ଗୁହାରି କରିଛନ୍ତି ଓଡ଼ିଶା ସରକାରୀ ଆର୍ୟୁବେଦ ଓ ହୋମିଓପାଥୀ ଚିକିତ୍ସକ ସଂଘ । ଦରମା ବୃଦ୍ଧି ସାଙ୍ଗକୁ ଅବସର ବୟସ ୬୫ ବର୍ଷ କରିବାକୁ ଦାବି କରିଛି ସଂଘ ।…

ମଣ୍ଡଳ କମିଶନ ଲାଗୁ ହେବା ପରେ ୨୦ ବର୍ଷ ତଳେ ଓଡ଼ିଶାରେ ମୁଣ୍ଡ ଟେକିଥିଲା ଛାତ୍ର ଆନ୍ଦୋଳନ । ହେଲେ ଏବେ ବଦଳିଯାଇଛି…

କନକ ବ୍ୟୁରୋ:  ୩୦ ବର୍ଷ ତଳେ ଭାରତ ଯେଉଁଠି ଥିଲା, ହୁଏତ ଆଜିର ଦିନରେ ବି ସେଇଠି ଅଛି । ୧୯୯୧ ମସିହାରେ ପ୍ରକାଶିତ ସମ୍ବାଦ ଏକ ରିପୋର୍ଟ, ସେହି ଘଟଣାର ଏକ ପ୍ରମାଣ ଦେଇଛି । ପଛୁଆ ଜାତିକୁ ସଂରକ୍ଷଣକୁ ବିରୋଧ କରି ଯେତେବେଳେ ହିଂସାକାଣ୍ଡ ଚରମ ସୀମାରେ ପହଞ୍ଚିଥିଲା, ଆଜି ସେଇ ଓବିସି…

ଖାଉଟି ମାନଙ୍କ ପାଇଁ ଖୁସି ଖବର, ୩ ମାସ ପରେ ଖୁଚୁରା ମୁଦ୍ରାସ୍ପୀତି ୫.୫୯ ପ୍ରତିଶତକୁ ହ୍ରାସ

କନକ ବ୍ୟୁରୋ : ଖାଉଟି ସାମଗ୍ରୀ ଉପରେ ଦରବୃଦ୍ଧି ନେଇ ଚିନ୍ତାରେ ଥିବା ଖାଉଟି ମାନଙ୍କ ପାଇଁ ଏକ ଖୁସି ଖବର । ୩ ମାସ ପରେ ଦେଶରେ ଖୁଚୁରା ମୁଦ୍ରାସ୍ପୀତି ୫.୯ ପ୍ରତିଶତକୁ ଖସିଛି । କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ସୂଚାନ ମୁତାବକ ଜୁଲାଇ ମାସରେ ଖୁଚୁରା…