Daily Archives

August 24, 2021

ମୁମ୍ବାଇ ମେୟର ପଦ ଉପରେ କଂଗ୍ରେସର ଆଖି । ବଛା ବଛା ଅଭିନେତାଙ୍କୁ ନେଇ ତାଲିକା ପ୍ରସ୍ତୁତ କଲା ଦଳ । କରୋନା ମସିହା…

କନକ ବ୍ୟୁରୋ: ମୁମ୍ବାଇ ମହାନଗର ନିଗମ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଦଳ ପୂର୍ବରୁ ଯାହା ହରାଇଛି ତାହା ହାତେଇବା ପାଇଁ ସ୍ୱତନ୍ତ୍ର  ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ । ନିର୍ବାଚନ ପୂର୍ବରୁ ମେୟର ପଦ ପାଇଁ ପ୍ରାର୍ଥୀ ଘୋଷଣା କରାଯିବା ଉଚିତ ବୋଲି…

ସଲମାନ ଖାନଙ୍କୁ ଅଟକାଇ ଅଡୁଆରେ ଓଡିଆ ସିଆଇଏସଏଫ ଯବାନ । ଓଡିଆ ଯବାନ ସୋମନାଥ ମହାନ୍ତିଙ୍କ ମୋବାଇଲ ହେଲା ଜବତ 

କନକ ବ୍ୟୁରୋ: ସଲମାନ ଖାନଙ୍କୁ ଅଟକାଇଥିବା ଓଡ଼ିଆ ସିଆଇଏସଏଫ ଯବାନଙ୍କ ବଢିଲା ଅଡ଼ୁଆ । ମୁମ୍ବାଇ ବିମାନ ବନ୍ଦରରେ ସଲମାନଙ୍କୁ ଅଟକାଇ ଯାଂଚ କରିଥିଲେ ଓଡ଼ିଆ ଯବାନ ସୋମନାଥ ମହାନ୍ତି । ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ପାଇଁ ତାଙ୍କର ଅଡ଼ୁଆ ବଢିଛି । ସିଆଇଏସଏଫ ପକ୍ଷରୁ ସୋମନାଥଙ୍କ…

ଦିଲ୍ଲୀରେ ପହଁଚିଲା ଛତିଶଗଡ କଂଗ୍ରେସ କନ୍ଦଳ । ମୁଖ୍ୟମନ୍ତ୍ରୀ ପଦ ନେଇ ଭୂପେଷ ବଘେଲ ଓ ଟିଏସ ସିଂହଦେଓଙ୍କ ମଧ୍ୟରେ ଫାଟ

କନକ ବ୍ୟୁରୋ: ଦିଲ୍ଲୀରେ ପହଁଚିଲା ଛତିଶଗଡ କଂଗ୍ରେସ କନ୍ଦଳ । ମୁଖ୍ୟମନ୍ତ୍ରୀ ପଦ ନେଇ ଭୂପେଷ ବଘେଲ ଓ ଟିଏସ ସିଂହଦେଓଙ୍କ ମଧ୍ୟରେ ଦେଖାଦେଇଛି ଫାଟ । ଯାହାକୁ ନେଇ ଉଭୟ ନେତାଙ୍କୁ ଆଲୋଚନା ପାଇଁ ଡାକିଛନ୍ତି ରାହୁଲ ଗାନ୍ଧି । ମୁଖ୍ୟମନ୍ତ୍ରୀ ଆଶନ ପାଇଁ ଛତିଶଗଡ କଂଗ୍ରେସରେ ଫାଟ । ରାଜ୍ୟରେ…

ଆଫଗାନିସ୍ତାନ ସ୍ଥିତିକୁ ନେଇ ଚିନ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ । କାବୁଲରୁ ଲୋକଙ୍କୁ ଉଦ୍ଧାର ପ୍ରକ୍ରିୟା ନେଇ ଋଷ…

କନକ ବ୍ୟୁରୋ: ଆମେରିକା ଓ ବ୍ରିଟେନ୍ ସେନା କାବୁଲ ଏୟାରପୋର୍ଟରେ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ଦିନ ରାତି କାମ କରୁଛନ୍ତି । ଆଫଗାନିସ୍ତାନରେ ଆତଙ୍କର ମାହୋଲ ଭିତରେ କାଳେ କିଏ ଫଶି ରହିଯିବ, ପ୍ରତ୍ୟେକ ଦେଶ ଆଫଗାନ୍ରେ ଥିବା ନିଜ ନାଗରୀକଙ୍କୁ ଉଦ୍ଧାର କରୁଛି । ଆଉ ଏହି ପ୍ରକ୍ରିୟା ଅଗଷ୍ଟ ୩୧…

ସୋରଡା ବିଧାୟକ ପାସ୍ କଲେ ଦଶମ ଶ୍ରେଣୀ । ୫୦୦ରୁ ରଖିଲେ ୩୪୦ ମାର୍କ

କନକ ବ୍ୟୁରୋ: ଦଶମ ଶ୍ରେଣୀ ପରୀକ୍ଷା ପାସ୍ କଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ଆଜି ଅଫଲାଇନ୍‌ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମୋଟ ୫୦୦ ମାର୍କରୁ ୩୪୦ ମାର୍କ ରଖି ବି ୨ ଗ୍ରେଡ ସହ ପାସ୍…

କେନ୍ଦ୍ର ସରକାରଙ୍କ ନ୍ୟାସନାଲ ମନିଟାଇଜେସନ୍ ପାଇପ ଲାଇନ୍ ଯୋଜନାକୁ କଂଗ୍ରେସର ବିରୋଧ । ସାମ୍ବାଦିକ ସମ୍ମିଳନୀ କରି…

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ନ୍ୟାସନାଲ ମନିଟାଇଜେସନ୍ ପାଇପ ଲାଇନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ । କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ନେଇ ରାହୁଲ ଗାନ୍ଧୀ ନିଜ କ୍ରୋଧ ପ୍ରକାଶ କରିଛନ୍ତି । ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ରାହୁଲ କହିଛନ୍ତି, ଗତ ୭୦…