Daily Archives

August 18, 2021

ସେପ୍ଟେମ୍ବର ପହିଲାରୁ ଖୋଲିବ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । କେବଳ ଦୁଇଟି ଡୋଜ୍ ଟିକା ନେଇଥିବା ଲୋକ କରିପାରିବେ…

କନକ ବ୍ୟୁରୋ : ଆସନ୍ତା ସେପ୍ଟେମ୍ବର ୧ ତାରିଖ ଠାରୁ  ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଖୋଲିବ। ମନ୍ଦିର ଭିତରେ ଏବଂ ପରିସରରେ ଶ୍ରଦ୍ଧାଳୁମାନେ କୋଭିଡ କଟକଣାକୁ ବାଧ୍ୟତାମୂଳକ ଭାବେ ପାଳନ କରିବେ।  କୋଭିଡ-୧୯ର  ଦୁଇଟି ଡୋଜ୍‌ ନେଇଥିବା ଭକ୍ତ କେବଳ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ।…

ସମ୍ବାଦ ଡିଜିଟାଲ ଏବଂ ‘ପୁନଶ୍ଚ ପୃଥିବୀ’ର ଭର୍ଚ୍ଚୁଆଲ୍ ଲୋକାର୍ପଣ ଉତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

କନକ ବ୍ୟୁରୋ: ସାଂପ୍ରତିକ ସମୟରେ ନୂଆପିଢ଼ିଙ୍କ ପାଇଁ ଶିକ୍ଷା ପର୍ଯ୍ୟାବରଣ ଆଧାରିତ ହେବା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ‘ଜାତୀୟ ଶିକ୍ଷା ନୀତି’ରେ ପରିବେଶ ସୁରକ୍ଷା ତଥା ସ୍ଥାୟୀ ପରିବେଶ ଉପରେ ଗୁରୁତ୍ୱ ଦିଆଯାଇଛି । ଆଜି ସମ୍ବାଦ ଡ଼ିଜିଟାଲ ଏବଂ ପରିବେଶ…

ପିଲାଙ୍କୁ କରୋନା ହେଲେ କଣ ଦେଖାଯିବ ଲକ୍ଷଣ? ପ୍ରଥମ ଥର ପାଇଁ ସରକାର ଦେଲେ ତଥ୍ୟ । ବାନ୍ତି, ପତଳା ଝାଡା ହେବା ସହ ଲାଲ…

          ତାରିଖ             ସଂକ୍ରମଣ ୧୭ ଅଗଷ୍ଟ        ୧୩୮ ୧୬ ଅଗଷ୍ଟ         ୯୬ ୧୫ ଅଗଷ୍ଟ        ୧୦୪ ୧୪ ଅଗଷ୍ଟ        ୧୩୮ ଗତ ଚାରି ଦିନ ହେଲା ରାଜ୍ୟରେ ଛୋଟ ପିଲାଙ୍କ ସଂକ୍ରମଣ ଉପର ମୁହାଁ ରହିଛି । ଚାରି ଦିନରେ ମୋଟ ୪୭୬ ଜଣ ଛୋଟ ପିଲା କରୋନା…

ପୁନଶ୍ଚ ପୃଥିବୀ: ମୁଁ ନୁହେଁ ଆମେ ହୋଇ ଆଗେଇ ଆସିବା । ପରିବେଶ ଓ ପୃଥିବୀକୁ ସୁରକ୍ଷା ଦେବା ।

କନକ ବ୍ୟୁରୋ: ଆରମ୍ଭ ହେଲା ପୁନଶ୍ଚ ପୃଥିବୀ । ପରିବେଶ ଓ ପୃଥିବୀର ସୁରକ୍ଷା ପାଇଁ ସମ୍ବାଦ ଗ୍ରୃପ ପକ୍ଷରୁ ଆରମ୍ଭ ହେଲା ମହତ ଅଭିଯାନ । ପରିବେଶ ପାଇଁ ଚିନ୍ତା କରିବାକୁ, ପରିବେଶର ସୁରକ୍ଷାକୁ ଏକ ଅଭିନବ ଉଦ୍ଦେଶ୍ୟ ନେଇ ଏହି ଅଭିଯାନକୁ ଆରମ୍ଭ କରାଯାଇଛି । ଡିଜିଟାଲ ପ୍ଲାଟଫର୍ମରେ, ଭର୍ଚୁଆଲ…

ଆଫଗାନିସ୍ତାନରେ ତାଲିବାନ ଆତଙ୍କ । ନିଜ ଅନୁଭୂତି ବଖାଣିଲେ ୨୦୦୮ରୁ ୨୦୧୨ ଯାଏଁ ଆଫଗାନରେ ରହିଥିବା କେନ୍ଦ୍ରାପଡା ଯୁବକ 

କନକ ବ୍ୟୁରୋ: ଯେତେବେଳେ ପୁଣି ଥରେ ଆଫଗାନିସ୍ତାନରେ ତାଲିବାନୀ ଶାସନ ଫେରିଛି । ସାରା ଦେଶରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଆଉ ସାରା ବିଶ୍ୱର ନଜର ଏହା ଉପରେ ରହିଛି । ସେତିକିବେଳେ ଆଫଗାନିସ୍ତାନରେ ପ୍ରାୟ ୪ ବର୍ଷ ରହିଥିବା ଦୁଇ ଓଡିଆ ଯୁବକ ସେମାନଙ୍କ ଅନୁଭୂତି ବର୍ଣ୍ଣନା…

ଲୋକାର୍ପଣ ହେଲା ‘ସମ୍ବାଦ ଡିଜିଟାଲ’ । ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଲେ, ଡିଜିଟାଲ ମିଡ଼ିଆ କିଛି…

କନକ ବ୍ୟୁରୋ : ସମ୍ବାଦ ଗ୍ରୁପ, ଓଡ଼ିଶାର ବୃହତ୍ତମ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଆଜି ସମ୍ବାଦ ଡିଜିଟାଲ ଲୋକାର୍ପଣ ହୋଇଛି । ଆଉ ଏହାସହ ପରିବେଶର ସୁରକ୍ଷା ପାଇଁ ‘ପୁନଶ୍ଚ ପୃଥିବୀ’ ଅଭିଯାନ ଆରମ୍ଭ ହୋଇଛି । ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ…